ଉତୁରିଗଲା ରୋମିଓ ଦି ଲଭର ବୟର ପ୍ରେମ ନି-ଶା, ବହେ ଛେଞ୍ଚା ଖାଇଲା…. କାନ ମୁଣ୍ଡ ଆଉଁସି ଥା-ନାକୁ ଗଲା।

ପଟିଲାନି ନବମ ଶ୍ରେଣୀ ଝିଅ। ପାଖକୁ ଡାକିଲା ଡ୍ରେସ ଖୋଲି ବହେ ପିଟିଲା। କାନକୁ ଧରିଲେ ବିଚ ବଜାରରେ ଉଠବସ ହେଲେ। ଏକାଥରେ ଉତୁରିଗଲା ରୋଡ଼ ରୋମିଓର ପ୍ରେମ ନି-ଶା।ସ୍କୁଲ ଝିଅଙ୍କୁ ପଟେଇବା ପାଇଁ ସଜବାଜେ ହୋଇ ପୁରା ଫୁଲ ଗେଟପରେ ସକାଳୁ ସକାଳୁ ବାହାରି ପଡୁଥିଲେ ଏ ବାବୁମାନେ। ହାତରେ ଗୋଟେ ଗୋଟେ ବାଇକ ଚିରା ଫଟା ଜିନ୍ସ ସାଙ୍ଗକୁ ଆଖିରେ ଷ୍ଟାଇଲିସ ଚଷମା ପିନ୍ଧି ସ୍କୁଲ ଯାଉଥିବା ଝିଅମାନଙ୍କୁ ବାଟରେ ଜଗି ବସୁଥିଲେ। ପାଖକୁ ଯାଉଥିଲେ ସାଇକେଲକୁ ଅଟକାଇ ଫିଲ୍ମ ଷ୍ଟାଇଲରେ ପ୍ରେମ ନିବେଦନ କରୁଥିଲେ। ଆଉ କଥା ହେବା ପାଇଁ ମୋବାଇଲ ନମ୍ବର ମଧ୍ୟ ମାଗୁଥିଲେ। ଖାଲି ସେତିକି ନୁହେଁ ଇଂଷ୍ଟାଗ୍ରାମ ଆଇଡ଼ି ମଧ୍ୟ ମାଗୁଥିଲେ।

କେତେବେଳେ ଗୋଲାପ ଫୁଲ ତ ପୁଣି କେତେବେଳେ ଡେରିମିଲକ ଚକଲେଟ ଦେଇ ପଟେଇବାକୁ ଚାହୁଁଥିଲେ ଏଇ ରୋଡ଼ ରୋ-ମିଓ। ଆଉ ଯେତେବେଳେ ଝିଅମାନେ ତାଙ୍କ କଥା ଶୁଣୁ ନଥିଲେ ତାଙ୍କ ପ୍ରେମ ନିବେଦନକୁ ଗ୍ରହଣ କରୁନଥିଲେ ସିଧା ରାସ୍ତା ଉପରୁ ଉଠାଇ ନେବାକୁ ବାରମ୍ବାର ଧ-ମକ ଦେଉଥିଲେ।

ହଁ ଆଜ୍ଞା ଏଇ ରୋଡ଼ ରୋମିଓଙ୍କର ପ୍ରେମ ନି-ଶା ବେଶି ଦିନ ରହିଲା ନାହିଁ। ଏକାଥରେ ଉତୁରିଗଲା ରୋମିଓ ଦି ଲଭର ବୟଙ୍କର ପ୍ରେମ ନି-ଶା। ଝିଅମାନଙ୍କୁ ତ ପଟେଇ ପାରିଲେନି ଓଲଟି ବିଚ ରାସ୍ତାରେ ନିବ-ସ୍ତ୍ର ହୋଇ ବହେ ପିଟା ଖାଇଲେ। ଯିଏ ଯେମିତି ପାରିଲା ବହେ ଛେଞ୍ଚି ଦେଇଗଲେ। କିଏ ବିଧା ଗୋଇଁଠା ମା-ରୁଥିଲା ତ କିଏ ଗାଲକୁ ଗାଲକୁ ଚା-ପୁଡ଼ା ଉପରେ ଚା-ପୁଡ଼ା ସେକି ଦେଇ ଯାଉଥିଲା। ଆଉ ମା-ଡ଼ ଖାଇବା ପରେ ଏକା ଥରେ ନିଦ ହଜି ଯାଇଛି ଏ ରୋଡ଼ ରୋମିଓଙ୍କର।

ଆଉ କେମିତି ରାସ୍ତା ମଝିରେ ଛିଡା ହୋଇଛନ୍ତି ଟିକେ ଏହି ଫୋଟଟି ଉପରେ ନଜର ପକାନ୍ତୁ। ଏ ଦୁଇଜଣ ହେଉଛନ୍ତି ରୋଡ଼ ରୋ-ମିଓ। ଯିଏକି ଏମିତି କାରନାମା କରିବା ପରେ ଏବେ କିଭଳି ଭାବରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା କରାଯାଉଛି ଏ ହେଉଛି ତାର ଦୃଶ୍ୟ।

ହଁ ଆଜ୍ଞା ଏଭଳି ଏକ ଘ-ଟଣା ଶୁଣିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥା-ନା କାନପୁର ଛକ ନିକଟରେ। ମିଳିଥିବା ସୂଚନା ଅନୁସାରେ ଥାନୁଆଳ ପଞ୍ଚାୟତ ଅନ୍ତର୍ଗତ ଗୁଆରଙ୍ଗ ଗାଁର କିଛି ସ୍କୁଲ ଓ କଲେଜ ଛାତ୍ରୀ ଏ ଅସାମାଜିକ ଯୁବକ ଗ୍ୟା-ଙ୍ଗ ବାଟରେ କମେଣ୍ଟ ମା-ରିବା ସହ ଜରଜ-ବରଦସ୍ତି ବାଟରେ ମୋବାଇଲ ନମ୍ବର ମାଗିବା ଆଉ ନମ୍ବର ନଦେବାରୁ ସେମାନଙ୍କୁ ମା-ରିବା ଆଉ ରାସ୍ତାରୁ ଉଠାଇନେବାକୁ ଧ-ମକ ଦେଉଥିଲେ।

ଯାହାକୁ ନେଇ ଛାତ୍ରୀମାନେ ଚତୁରତାର ସହ ନିଜ ଘର ଲୋକଙ୍କୁ ଜଣାଇଥିବା ବେଳେ ଆଜି ସେହି ଯୁବକମାନେ ପୁଣି ପିଛା କରି ଅସଦା-ଚରଣ କରୁଥିବା ସମୟରେ ଧରା ପଡି ନିସ୍ତୁକ ମା-ଡ଼ ଖାଇବା ସହ ପୋ-ଲିସ ସେମାନଙ୍କୁ ଥା-ନାକୁ ନେଇ ତ-ଦନ୍ତ ଚଳାଇଛି।ତେବେ ଗତ କାଲି ଧର୍ମଶାଳା ନିକଟ ମଙ୍ଗଳପୁର ଗ୍ରାମର ଜଣେ ସ୍କୁଲ ଛାତ୍ରୀଙ୍କୁ ମଧ୍ୟ ଏହି ଗ୍ୟା-ଙ୍ଗ ଆକ୍ର-ମଣ କରିବାକୁ ଉଦ୍ୟମ କରିଥିଲା।

ଏହି ଯୁବକମାନେ କାନପୁର ଛକରେ ଅଟକ ଥିବା ଜାଣିବା ପରେ ଯୁବକ ମାନଙ୍କୁ ଆକ୍ର-ମଣ କରିବାକୁ ଉଦ୍ୟମ କରିବା ସମୟରେ ପୋ-ଲିସ ସହିତ ଧସ୍ତା ଧସ୍ତି ହୋଇଥିଲା। କିଛି ସମୟ କାନପୁର ଛକ ଲୋକାରଣ୍ୟ ହେବା ସହ ଦୁଇ ଅସାମାଜିକ ଯୁବକଙ୍କୁ ଉତ୍ୟକ୍ତ ଲୋକଙ୍କ ଠାରୁ ଉ-ଦ୍ଧାର କରି ପୋ-ଲିସ ଥା-ନାକୁ ନେଇଯାଇଛି।ଯୁବକ ଦୁଇଜଣ ଧର୍ମଶାଳା ଥା-ନା ଅନ୍ତର୍ଗତ ଚହଟା ଗ୍ରାମର ହୋଇଥିବା ବେଳେ ବ୍ୟବହାର କରୁଥିବା ଆପଜି ବାଇକ ଜ-ବତ କରି ଧର୍ମଶାଳା ଥା-ନାକୁ ହସ୍ତାନ୍ତର କରିଛନ୍ତି।

Leave a Reply

Your email address will not be published. Required fields are marked *