ବୋରୱେଲ ଭିତରୁ ତାର କାନ୍ଦ ପ୍ରଥମେ ମୁଁ ଶୁଣିଥିଲି ଆଉ ଦେଖିଥିଲି ଏବେ ସେ ଶିଶୁକୁ ମୁଁ ରଖିବି।

ଏଇ ବୋରୱେଲ ପାଖାପାଖି ଆମ ଘର ଥିଲା। ଦୌଡ଼ି ଆସି ଜଣେ କହିଲା ଏଇ ବୋରୱେଲ ଭିତରେ ଗୋଟେ ଶିଶୁଟିଏ ପଡିଛି ଆଉ ଚି-ତ୍କାର କରି କା-ନ୍ଦୁଛି। ଆଉ ତାପରେ ମୁଁ ଦୌଡ଼ି ଆସି ଦେଖିଥିଲି ଯେ ନବଜାତ ଶିଶୁଟି ଏଭଳି ଚି-ତ୍କାର କରି କା-ନ୍ଦୁଥିଲା। ନବଜାତ ଶିଶୁଟିର ଯନ୍ତ୍ର-ଣାକୁ ମୁଁ ସହି ପାରିନଥିଲି। ଆଉ ତାପରେ ଖବର ବ୍ୟାପି ଯାଇଥିଲା। ଆଉ ସମସ୍ତେ ଆସି ଉ-ଦ୍ଧାର କରିଛନ୍ତି। ଏବେ ଚାହୁଁଛି ଏଇ ଶିଶୁ କନ୍ୟାଟିକୁ ମୋତେ ଦିଆଯାଉ। ମୁଁ ତାକୁ ପାଳି ପୋଷି ବଡ଼ କରିବି। ମୁଁ ତାକୁ ପାଖରେ ରଖିବି।

ହଁ ଆଜ୍ଞା ସେଇ ଅଞ୍ଚଳରେ ଜଣେ ଯୁବତୀ ଏବେ କହୁଛନ୍ତି ସେ ଶିଶୁଟିକୁ ସେଇ ପାଳିବେ। ଶିଶୁଟି ମେଡିକାଲରେ ସୁସ୍ଥ ହୋଇଯିବା ପରେ ତାଙ୍କୁ ଦେଲେ ସିଏ ସେଇ ଶିଶୁଟିକୁ ଜୀବନ ସାରା ପାଳିବେ। ତା ଭବିଷ୍ୟତ ଗଢିବେ ବୋଲି କହିଛନ୍ତି। କାରଣ ସେ ନିଜେ ସହି ପାରୁନାହାନ୍ତି। ଏମିତି କିଭଳି ଗୋଟେ ନିର୍ଦୟ ମା ନିଜର ଶିଶୁକୁ ଜନ୍ମ ଦେଲା ପରେ ନେଇ ଖୋଲା ଜଙ୍ଗଲର ଗୋଟେ ବୋରୱେଲ ଭିତରେ ପକାଇ ଦେଇଛି। ଏ ନିଷ୍ଠୁର ମାକୁ କଠୋର ଶାସ୍ତି ଦେବା ସହିତ ସେହି ଛୁଆଟିକୁ ଉ-ଦ୍ଧାର କରି ଏବେ ମୋତେ ଦିଅ। ମୁଁ ତାକୁ ପୋଷିବି ଆଉ ମୁଁ ତାର ଭବିଷ୍ୟତ ଗଢିବି ବୋଲି କହିଛନ୍ତି ଏଇ ଯୁବତୀ ଜଣଙ୍କ।

ଏଇ ଘ-ଟଣା ଘଟିଗଲା ପରେ ସାଧାରଣତଃ କେହି ବି ସହି ପାରୁନାହାନ୍ତି ଏଇ କଥାକୁ କାରଣ ଗୋଟେ ନବଜାତ ଶିଶୁ ଯିଏକି ଦୁଇ ଦିନ ତଳେ ଜନ୍ମ ହୋଇଥିଲା। ଖୋଲା ଦେହ ସାଙ୍ଗକୁ ଏବେ ଏବେ ନାଭିର ନାଡି କ-ଟା ଯାଇଛି। ଆଉ ତାକୁ ନେଇ ମା ଜଣଙ୍କ ଫୋପାଡ଼ି ଦେଇଥିଲା ବୋରୱେଲ ଭିତରେ। କେତେ ଛଟପଟ ହୋଇଥିବ ନବଜାତ ଶିଶୁ କନ୍ୟାଟି ତାହା ଆପଣ ମାନେ ଅନୁମାନ କରିପାରୁଥିବେ। ସେ ଯ-ନ୍ତ୍ରଣା ଆଉ ସେ କୋହ ସ୍ୱରକୁ କେହି ସହି ପାରୁନଥିଲେ।

ଅଗ୍ନିଶମ ବାହିନୀ ପ୍ରଶାସନ ସମସ୍ତେ ଲାଗିପଡିଥିଲେ ଯେ କିଭଳି ଭାବେ ସେ ଶିଶୁଟିକୁ ଉ-ଦ୍ଧାର କରାଯିବ। କାରଣ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେଲା ବେଳକୁ କିଭଳି ଭାବେ କୁଆଁ କୁଆଁ ହୋଇ ର-ଡି ଛାଡୁଥିଲା ଶିଶୁଟି କେହି ବି ସହି ପାରୁନଥିଲେ। ଉ-ଦ୍ଧାର କାର୍ଯ୍ୟ ଆହୁରି ତୀବ୍ର ଗତିରେ ଚାଲିଥିଲା। ଆଉ ଶିଶୁଟି ଉ-ଦ୍ଧାର ହୋଇଛି। ଆଉ ଉ-ଦ୍ଧାର ହେବା ପରେ ଏଇ ଯୁବତୀ ଜଣଙ୍କ କହିଛନ୍ତି ମୋତେ ଏଇ ଛୁଆଟିକୁ ଦେଇ ଦିଅ ମୁଁ ତାକୁ ପାଳିବି ପୋଷିବି ବଡ଼ କରିବି।

ଏମିତି କେମିତି ମା ନିଜ ଶିଶୁକୁ ଚିନ୍ହି ପାରିଲାନି। ଏମିତି ଜାଣିଶୁଣି ମ-ରଣ ମୁହଁକୁ ଠେଲି ଦେଇ ଆସିଲା। ମା-ରିଦେବାକୁ କେମିତି ଚାହିଁଲା ସେଇ ଜନ୍ମ ଦେଇଥିବା ମା’। ସେ ମା’ କୁ ଶୀଘ୍ର ଧରି ନିଆଯାଉ। ତଦନ୍ତ କରି ସେ ମା’କୁ ଶୀଘ୍ର ଧର। ତାକୁ ଗି-ରଫ କରି ଉଚିତ ଦ-ଣ୍ଡ ଦିଅ। ଆଉ ଏ ଶିଶୁଟିକୁ ମୋତେ ଦିଅ ମୁଁ ତାର ଭୋରଣ ପୋଷଣ କରିବି। ତାର ଭବିଷ୍ୟତ ଗଢିବି ବୋଲି କହିଛନ୍ତି ଯୁବତୀ ଜଣଙ୍କ।

ତେବେ ଜଣେଇ ଦେବାକୁ ଚାହିଁବୁ ଯେ ଏବେ ଶିଶୁ କନ୍ୟାଟି ମେଡିକାଲରେ ସୁସ୍ଥ ଅଛି। ତେବେ ୫ ଘଣ୍ଟାର ଅ-କ୍ଳାନ୍ତ ପରିଶ୍ରମ ପରେ ଶେଷରେ ଉ-ଦ୍ଧାର କରାଯାଇଥିଲା ବୋରୱେଲ ଭିତରୁ ଶିଶୁ କନ୍ୟାଟିକୁ ଯିଏକି ଦୁଇ ଦିନ ତଳେ ଜନ୍ମ ହେଇଥିବା କଥା କୁହାଯାଉଛି।ତେବେ ଜଙ୍ଗଲରେ ଜଣେ ମା ଏହି ବୋରୱେଲ ଭିତରେ ଶିଶୁ କନ୍ୟାକୁ ଫୋପାଡ଼ି ଦେଇଥିଲା କାରଣ ସେ ପୁଅ ନଥିଲା ଝିଅ। ଶିଶୁ କନ୍ୟା ବୋଲି ମା ଜଣଙ୍କ ଏମିତି କରିଛି ବୋଲି ଯାହା ଚର୍ଚ୍ଚା ହେଉଛି। ତେବେ ଏ କଥାକୁ ନେଇ ପୋ-ଲିସ ତ-ଦନ୍ତ ଆରମ୍ଭ କରିଦେଇଛି। ଆଉ କେତେ ଶୀଘ୍ର ଧରୁଛି ସେ ମାକୁ କାରଣ ସେ ମାକୁ ଧରିଲେ ଜଣା ପଡିବ ସତ କଣ। ତେବେ ଜାଣିବାକୁ ବାକି ରହିଲା ଏହି କଥାର ସମାଧାନ କେବେ ହେବ।

Leave a Reply

Your email address will not be published. Required fields are marked *