ମୁଁ ଏବେ ଓକିଲ ହେବି ନିକ କେସ ମୁଁ ନିଜେ ଲଢ଼ିବି। ଗୋଟି ଗୋଟି କରି ସମସ୍ତଙ୍କୁ କାଠଗଡାକୁ ଟାଣିବି।
ମୁଁ ଏବେ ଓକିଲ ହେବି। ଗୋଟି ଗୋଟି କରି ସମସ୍ତଙ୍କୁ କାଠଗଡାକୁ ଟାଣିବି। -ବାହାରି ଲୋ ପରୀକ୍ଷା ଦେଲେ ଅର୍ଚ୍ଚନା ନାଗ। ଏହା ପରେ ଅର୍ଚ୍ଚନା କହିଲେ କି ମୁଁ ଓକିଲ ପରୀକ୍ଷା ଦେଲି ମୁଁ ଏବେ ମୋ ନିଜ କେସ ନିଜେ ଲଢ଼ିବି। ଆଉ ଗୋଟିକ ପରେ ଗୋଟିଙ୍କୁ କାଠଗଡାକୁ ଆଣି ଠିଆ କରିବି। ଏଥର ନିଜ କେସ ମୁଁ ନିଜେ ଲ-ଢ଼ିବି।
ହଁ ଆଜ୍ଞା ଆଜି ସକାଳୁ ସକାଳୁ ସ୍ୱାମୀ ଜଗବନ୍ଧୁଙ୍କ ହାତ ଧରି ଜେ-ଲରୁ ବାହାରିଲେ। ୧୪ ମାସ ପରେ ଝାରପଡା ଜେ-ଲରୁ ବାହାରି ଘରେ ପହଁଚିଲେ ହନିଦ୍ରା କୁଇନ ଅର୍ଚ୍ଚନା ବାଗ। ମାଙ୍କ ହାତରୁ ମିଠା ଖାଇ ସମସ୍ତଙ୍କୁ ମୁଣ୍ଡିଆ ମାରି ରାଜମହଲ ଭିତରେ ପ୍ରବେଶ କଲେ। ଘର ଭିତରକୁ ଗଲେ ସାଲୁଆର ପିନ୍ଧି ହେଲେ ଘରୁ ବାହାରିଲେ ଓକିଲ ଡ୍ରେସ ପିନ୍ଧି। ସ୍ୱାମୀ ଓ ପୁଅକୁ ନେଇ ଲୋ ପରୀକ୍ଷା ଦେବାକୁ ଗଲେ ଅର୍ଚ୍ଚନା।
ଟିକେ ଏହି ଫୋଟଟିକୁ ଦେଖନ୍ତୁ ଲୋ ପରୀକ୍ଷା ସାରି ପରୀକ୍ଷା ହଲରୁ ବାହାରିଲେ କୁଇନ ଅର୍ଚ୍ଚନା। ଗଣମାଧ୍ୟମକୁ ପ୍ରତି-କ୍ରିୟା ଦେଇଛନ୍ତି ଅର୍ଚ୍ଚନା। ଆଉ ସେ କହିଛନ୍ତି କୋର୍ଟଙ୍କ ଦ୍ୱାରସ୍ତ ହେବେ। କୋର୍ଟଙ୍କ ସମସ୍ତ ନିୟମକୁ ପାଳନ କରିବେ। କୋର୍ଟରେ ସମସ୍ତ ପ୍ରମାଣପତ୍ର ଦାଖଲ କରିବେ। କୋର୍ଟଙ୍କ ଉପରେ ମୋର ଭରସା ଅଛି। ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି ଅର୍ଚ୍ଚନା ନାଗ।
କିଛି ଦିନ ତଳେ ଇଡି ମାମ-ଲାରେ ହାଇକୋର୍ଟ ଅର୍ଚ୍ଚନାଙ୍କୁ ସର୍ତ୍ତ ମୂଳକ ଜା-ମିନ ପ୍ରଦାନ କରିଥିଲେ। ୨ ଲକ୍ଷ ଟଙ୍କା ଆଉ ୨ ଜଣ ଜାମିନଦାରୀଙ୍କ ବଦଳରେ ଅର୍ଚ୍ଚନା ନାଗଙ୍କୁ ଜାମିନ ଦେଇଥିଲେ ହାଇକୋର୍ଟ। ଏହା ପୂର୍ବରୁ ତାଙ୍କୁ ନୟାପଲି ଏବଂ ଖଣ୍ଡଗିରି ଥା-ନାର ଦୁଇଟି ମାମ-ଲାର ଅର୍ଚ୍ଚନାଙ୍କୁ ଜାମିନ ମିଳିସାରିଥିଲା।
ଇଡି ମାମ-ଲାରେ ହାଇକୋର୍ଟଙ୍କ ସର୍ତ୍ତ ମୂଳକ ଜାମିନ ପରେ ସେ ଜେ-ଲରୁ ବାହାରିବା ନେଇ ପଥ ପରିଷ୍କାର ହୋଇଯାଇଥିଲା। ଅର୍ଚ୍ଚନା ବାଗ ହନିଡ୍ରାଫ ମାମ-ଲା ଆସିବ ପରେ ସାରା ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି ହୋଇଯାଇଥିଲା। ଏହି ହାଇ ପ୍ରଫାଇଲ ମାମ-ଲାରେ ବହୁ ବଡ଼ ବଡ଼ିଆଙ୍କ ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ହୋଇଥିବା ବେଳେ ବହୁ ରାଜନେତାଙ୍କ ସହ ଅର୍ଚ୍ଚନା ଫୋଟ ଭାଇରାଲ ହେବା ପରେ ରାଜ୍ୟ ରାଜନୀତିରେ ମଧ୍ୟ ହୋଇଚଇ ସୃଷ୍ଟି ହୋଇଥିଲା।ଏହି ମାମ-ଲାରେ ଅର୍ଚ୍ଚନାଙ୍କ ସମେତ ସ୍ୱାମୀ ଜଗବନ୍ଧୁ ଏବଂ ତାଙ୍କ ବନ୍ଧୁ ଖଗେଶ୍ୱର ମଧ୍ୟ ଗି-ରଫ ହୋଇ ଜେଲରେ ଥିଲେ ଆଉ ଆଜି ୧୪ ମାସ ପଟେ ଜେ-ଲରୁ ବାହାରିଲେ ହନିଡ୍ରାଫ କୁଇନ ଅର୍ଚ୍ଚନା ନାଗ।