ପରପୁରୁଷ ସହ ଭାଉଜକୁ ଦେଖି ଦେଲା ନଣଦ, ଭାଇକୁ କହିବାରୁ ଭାଇ ଭଉଣୀକୁ….
ପର ପୁରୁଷ ସହ ଭାଉଜକୁ ଅସଞ୍ଜତ ଅବସ୍ଥାରେ ଦେଖିଦେଲା ନଣଦ। ଭାଇକୁ ଦେଖେଇବା ପାଇଁ ତର ତର ହୋଇ କରୁଥିଲା ଭିଡିଓ। ଭଉଣୀର କଥା ଉପରେ ଭାଇ କରିନଥିଲା ବିଶ୍ୱାସ। ଭାସିଇ ଭାଉଜ ଓ ପ୍ରେମିକ ମିଶି ନଣନ୍ଦକୁ ମା-ରିଦେଲେ। ସୁଟକେସରେ ପୁରେଇ ଜଙ୍ଗଲରେ ଜା-ଳି ଦେଲେ।ଘରେ କେହି ନଥିବାର ସୁଯୋଗ ନେଇ ପୁରୁଣା ପ୍ରେମିକକୁ ଡାକୁଥିଲା ଭାଉଜ। ଖାଲି ଡାକୁନଥିଲା ପ୍ରେମିକ ସହ ବିତାଉଥିଲା ଅନ୍ତରଙ୍ଗ ମୁହୂର୍ତ୍ତ। ଖାଇବା ପିଇବା ବସିବା ଉଠିବା ଏମିତିକି ସାଙ୍ଗରେ ମଧ୍ୟ ଶୋଉଥିଲେ। ହେଲେ ଏସବୁକୁ ବି-ରୋଧ କରିବାକୁ କେହି ନଥିଲେ ମାତ୍ର ଦିନକର କଥା ସେଦିନ ଜଲଦି ଅଫିସରୁ ଘରକୁ ଫେରି ଆସିଥିଲା ନଣନ୍ଦ ମନୀଷା। ଆସି ଯାହା ଦେଖିଥିଲା ତା ପାଦ ତଳୁ ଯେମିତି ମାଟି ଖସି ଯାଇଥିଲା।
ଭାଉଜର ରୁମ କବାଟ ଖୋଲା ଥିବା ବେଳେ ପର ପୃରୁଷ ସହ ଅସ-ଞ୍ଜତ ଅବସ୍ଥାରେ ଥିଲା ଭାଉଜ। ଭାଉଜକୁ ଏଭଳି ଅବସ୍ଥାରେ ଦେଖି କଣ କରିବ ବୋଲି ମନୀଷା ବୁଝି ପାରିନଥିଲା। ଭାଇକୁ ଏସବୁର ପ୍ରମାଣ ଦେବା ପାଇଁ ଭିଡିଓ କରୁଥିବା ବେଳେ ଜାଣିପାରିଥିଲା ଭାଉଜ। ସିଧା ବେଡ଼ରୁମ ଭିତରୁ ଦୌଡ଼ି ଆସି ନଣନ୍ଦ ହାତରୁ ମୋବାଇଲ ଛଡ଼ାଇ ତଳେ ନେଇ କଚାଡି ଦେଇଥିଲା। ଏଥି ସହିତ ଭାଇକୁ ଏସବୁ ବିଷୟରେ ନକହିବା ପାଇଁ ଧ-ମକ ମଧ୍ୟ ଦେଇଥିଲା। ହେଲେ ଭାଉଜର ସେ ଧମ-କକୁ ଶୁଣିନଥିଲା ନଣନ୍ଦ ମନୀଷା।
ଭାଇ ଯେତେବେଳେ ଘରକୁ ଆସିଥିଲା ଗୋଟି ଗୋଟି କରି ସବୁ କଥା କହିଥିଲା ମନୀଷା। ଏତେସବୁ କହିବା ପରେ ମଧ୍ୟ ଭାଇ ଉପରେ ମନୀଷା କଥାର କୌଣସି ବି ପ୍ର-ଭାବ ପଡିନଥିଲା। ଓଲଟି କହିଥିଲା ମୁଁ ଏସବୁ ବିଷୟରେ ସବୁକିଛି ଜାଣିଛି ତୁ ମୋତେ କହିବା କିଛି ବି ଦରକାର ନାହିଁ। ବାସ ତାପରେ କାହାଣୀ ନେଇଥିଲା ନୂଆ ଏକ ମୋଡ଼। ଆଉ ସବୁଦିନ ପାଇଁ ବନ୍ଦ ହୋଇଯାଇଥିଲା ମନୀଷାର ଚେପ୍ଟାର।
ହଁ ଆଜ୍ଞା ଏ ଘଟ-ଣାର ଠିକ ଦୁଇ ଦିନ ପରେ ନିର୍ଜନ ସ୍ଥାନ ସେହି ସ୍ଥାନ ନିକଟରେ ଥିବା ଡ଼ଷ୍ଟପିନ ପାଖରେ ପଡି ରହିଥିଲା ଏକ ଲାଲ ରଙ୍ଗର ସୁଟକେସ। ଯେଉଁ ସୁଟକେସ ଭିତରୁ କୁହୁ-ଳୁଥିଲା ନି-ଆଁ। ଆଉ ଭାସି ଆସୁଥିଲା ଅସହ୍ୟ ଦୁ-ର୍ଗନ୍ଧ। ଏଇ ବନ୍ଦ ସୁଟକେସ ପୁରା ଅଞ୍ଚଳରେ ଆ-ତଙ୍କ ସୃଷ୍ଟି କରିଦେଇଥିଲା। ଏଇ ସନ୍ଦେ-ହଜନକ ସୁଟକେସରେ ବୋମା କିମ୍ବା ଅନ୍ୟ କୌଣସି ପ୍ରା-ଣଘା-ତି ଜିନିଷ ଥାଇ ପାରେ ବୋଲି ଲୋକମାନେ ସ-ନ୍ଦେହ କରୁଥିବା ବେଳେ ଏ ଖବର ଯାଇ ପହଞ୍ଚିଥିଲା ପୋ-ଲିସ ପାଖରେ।
ପୋଲିସ ଆସିଲା ସୁଟକେସ ଖୋଲିଲା ଆଉ ସେ ସୁଟକେସ ଭିତରୁ ଯାହା ବାହାରିଥିଲା ତାହାକୁ ଦେଖିବା ପରେ ସମସ୍ତଙ୍କର ଯେମିତି ହସ ଉଡିଯାଇଥିଲା। ସେଇ ସୁଟକେସ ଭିତରେ ଥିଲା ଜଣେ ଯୁବତୀଙ୍କର ଶ-ବ। ଯୁବତୀଙ୍କୁ ମାରି ତାଙ୍କ ହାତ ଗୋଡ଼ ଭାଙ୍ଗି ଜବ-ରଦସ୍ତ ସେହି ସୁଟକେସ ଭିତରେ ପୁରାଇ ଦେଇଥିବା ବେଳେ ସୁଟକେସ ଉପରେ ଲଦାଇ ଦେଇଥିଲେ ନି-ଆଁ। ଯାହା ଦ୍ୱାରା କି ଯୁବତୀଙ୍କ ଶରୀରର ୯୦% ଜ-ଳି ଯାଇଥିଲା। ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ଏ ଯୁବତୀକୁ କେହି ହେଲେବି ଚିନ୍ହି ପାରିନଥିଲେ।
ସେପଟେ ଏ ଘଟ-ଣାକୁ ଦୁଇ ଦିନ ପରେ ଥା-ନାକୁ ଏକ ନି-ଖୋଜ ଖବର ଆସିଥିଲା। ଯେଉଁ କେସରେ ଜଣେ ଯୁବତୀଙ୍କର ଦାଦା ପୁଅ ଭାଇ ତାଙ୍କ ଭଉଣୀ କୁଆଡେ ନି-ଖୋଜ ହୋଇଯାଇଥିବା ନେଇ ଅଭି-ଯୋଗ କରିଥିଲେ। ଏଥି ସହିତ ଏକ ଫୋଟ ମଧ୍ୟ ଦେଇଥିଲେ। ଯେଉଁ ଫୋଟର ଚେହେରା ସହିତ ସୁଟକେସ ଭିତରେ ଥିବା ଯୁବତୀଙ୍କର ଚେହେରା ପୁରା ମେଳ ଖାଇ ଯାଉଥିଲା। ଏହାକୁ ଦେଖିବା ପରେ ପୋ-ଲିସ ମଧ୍ୟ ନିଶ୍ଚିତ ହୋଇଯାଇଥିଲା ଯେ ନି-ଖୋଜ ଯୁବତୀ ଜଣଙ୍କ ହେଉଛନ୍ତି ମନୀଷା ବୋଲି। ଏ ନେଇ ପ୍ରଥମେ ପୋ-ଲିସ ପରିବାର ଲୋକଙ୍କୁ ଖବର ଦେଇଥିଲା। ପରିବାର ଲୋକେ ଆସି ମନୀଷାଙ୍କ ଶ-ବକୁ ଚିହ୍ନଟ କରିଥିଲେ ଆଉ କାନ୍ଦ ବୋବାଳିରେ ଫାଟି ପଡିଥିଲା ଥା-ନା ପରିଷର।
ମାତ୍ର ଏସବୁ ଭିତରେ ପୋ-ଲିସ ମନରେ ଗୋଟିଏ ହିଁ ପ୍ରଶ୍ନ ଉଙ୍କି ମା-ରୁଥିଲା ଯେ ଏଭଳି ଭାବରେ ମନୀଷାକୁ କିଏ ଏବଂ କାହିଁକି ମା-ରିଛି। ଭାଇ ଭାଉଜଙ୍କ କାନ୍ଦ ବୋବାଳି ଆଉ ଦୁଃ-ଖ ଦେଖିଲେ ତାଙ୍କ ଉପରେ କାହାରି ବି ସ-ନ୍ଦେହ ହେଉନଥିଲା। ଆଉ ବାଧ୍ୟ ହୋଇ ଏ ଘଟ-ଣାକୁ ନେଇ ପୋ-ଲିସ CCTV ଯାଞ୍ଚ କରିବା ପରେ ପକୃତ ସତ ସାମ୍ନାକୁ ଆସିଥିଲା।
ଘଟଣାକୁ ନେଇ ଖୋଲ ତାଡ଼ କରିବା ପରେ ସାମ୍ନାକୁ ଆସିଥିଲେ ଭାଇ ମନୀଷ ଓ ଭାଉଜ ଶିଖା। ଆଉ ଏ ହ-ତ୍ୟାକା-ଣ୍ଡର ମାଷ୍ଟରମାଇଣ୍ଡ ଥିଲା ଭାଉଜର ପୁରୁଣା ପ୍ରେମିକ ପବନ। ସମସ୍ତଙ୍କୁ ଆଣି ପଚରାଉଚରା କରିବା ପରେ ସବୁ ସତ ସାମ୍ନାକୁ ଆସିଥିଲା। ଆଉ ଭାଉଜ ଗୋଟି ଗୋଟି କରି ସବୁ କଥା ମାନିଥିଲା। କହିଥିଲା ଯେ ନଣନ୍ଦ ଆମ ଦୁହିଁଙ୍କୁ ଅସଂ-ଯୁକ୍ତ ଅବସ୍ଥାରେ ଦେଖି ଦେଇଥିବା ବେଳେ ସେ କଥାକୁ ସବୁଆଡେ ପ୍ରଘଟ କରିଦେବାକୁ ମୋତେ ଧ-ମକ ଦେଇଥିଲା। ଆଉ ଲୋକ ଲ-ଜ୍ୟା ଭ-ୟରେ ମୁଁ କଣ କରିବି ବୋଲି କିଛି ଭାବି ପରିନଥିଲି। ସେଥିପାଇଁ ମନୀଷାକୁ ମା-ରିବା ପାଇଁ ଆମେ ଯୋଜନା କରିଥିଲୁ।
ମନୀଷା ବଞ୍ଚି ରହିଲେ ମୋ ସ୍ବାମୀଙ୍କ ସମ୍ପତିରୁ ଅଧା ଭାଗ ନେଇଯିବ ବୋଲି କହି ସ୍ୱାମୀକୁ ଶିଖାଇ ଥିଲି ଯାହା ଫଳରେ କି ସ୍ୱାମୀ ମଧ୍ୟ ମନୀଷାକୁ ହ-ତ୍ୟା କରିବା ପାଇଁ ରାଜି ହୋଇଯାଇଥିଲେ। ଏପଟେ ପବନକୁ ମଧ୍ୟ ମୁଁ ଶିଖାଇ ଥିଲି ଆମେ ଯଦି ତାକୁ ନ ମା-ରୁଛେ ତେବେ ସେ ଆମର ଅନୈ-ତିକ ସ-ମ୍ପର୍କ ସବୁଆଡେ କହିଦେବ। ଏଭଳି ଭାବରେ ଦୁଇଜଣଙ୍କୁ ବୁଝା ସୁଝା କରି ମୁଁ ମନୀଷାକୁ ମା-ରିବା ପାଇଁ ପ୍ଲାନ ରଚିଥିଲି। ଆମେ ସମସ୍ତେ ମିଶି ମନୀଷାକୁ ହ-ତ୍ୟା କରିବା ପରେ ଏକ ସୁଟକେସରେ ଜବ-ରଦସ୍ତ ପୁରାଇ ତାକୁ ନେଇ ଜଙ୍ଗଲରେ ଫୋପାଡ଼ି ଦେଇ ଆସିଥିଲୁ ଏଥି ସହିତ ଭାଉଜ ମଧ୍ୟ ସମ୍ପତି ଦୁଇ ଭାଗ ହୋଇଯାଉ ବୋଲି ଚାହୁଁନଥିଲା ଯାହା ଫଳରେ ନିଜ ରାସ୍ତାରୁ ନଣନ୍ଦକୁ ସବୁଦିନ ପାଇଁ ହଟାଇ ଦେଇଥିଲେ।ହଁ ଆଜ୍ଞା ନୟାରରେ ଏ ଘ-ଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି।