ଯେତେ ମନା କଲେ ବି ମାନୁନି ସ୍ୱାମୀ । ଡେଲି ମ-ଦ ଗ-ଞ୍ଜେଇ ପିଇ ବାପା ଆଗରେ ବି ନେଉଛି ଦେହ ସୁଖ I

ବନ୍ଧୁଗଣ ଆପଣମାନେ ସମସ୍ତେ ଆଜିକା ସମାଜରେ କେତେ କଣ ଘ-ଟଣା ଘଟୁଛି ତାହା ବିଷୟରେ ଜାଣିଥିବେ । ଆଉ ଆଜିକା ଦୁନିଆରେ ସ୍ତ୍ରୀ ନିର୍ଯ୍ୟା-ତନା ଦେବା ସତେ ଯେପରି ସବୁଆଡ଼େ ଚାଲିଛି । ଆଉ ଲୋକମାନେ ବହୁତ ଜଲଦି ମଧ୍ୟ ଏହାକୁ ଆପଣେଇ ନେଉଛନ୍ତି । ନୃ-ଶଂସ ଓ ଜ-ଲ୍ହାଦ ପାଲଟି ଯାଉଛନ୍ତି ସ୍ଵାମୀ ।ଆଜିକା ସମୟରେ ସ୍ତ୍ରୀର ଇଚ୍ଛା ବିରୁ-ଦ୍ଧରେ ଶାରି-ରୀକ ସ-ମ୍ପର୍କ ରଖିବା ମଧ୍ୟ ଆଇନ୍ ଦୃଷ୍ଟିରେ ଅପ-ରାଧ ଅଟେ ।

ତେବେ ନିକଟରେ ଏଭଳି କିଛି ଅଭି-ଯୋଗ ଆସିଛି । ସ୍ଵାମୀଙ୍କ ବିରୁ-ଦ୍ଧରେ ସ୍ତ୍ରୀ ଆଣିଛନ୍ତି ଅଭି-ଯୋଗ । ଆଉ ଅଭି-ଯୋଗ ଅନୁସାରେ ସ୍ତ୍ରୀକୁ ସ୍ଵାମୀ ଯେତେବେଳେ ପାଇଲା ମନଇଚ୍ଛା ଖାଲି ଦେହସୁଖ ନେଲା । ଏଇ ସ୍ଵାମୀ ଦେହସୁଖ ପାଇଁ ଏମିତି ହିଂ-ସ୍ର ପାଲଟି ଯାଇଛି ଯେ ସ୍ତ୍ରୀର ଗୋଡ଼ ହାତ ବାନ୍ଧି ଖାଲି ଦେହସୁଖ ନେଉଛି । ସ୍ତ୍ରୀ ଯେତେ ମନା କରୁଥାଏ ସମ୍ପ-ର୍କ ନ ରଖିବା ପାଇଁ କିନ୍ତୁ ସ୍ୱାମୀର ଚିନ୍ତା ଖାଲି ଗୋଟାଏ ଥିଲା ଆଉ ତାହା ହେଲା ସ୍ତ୍ରୀ ସହ ଜବ-ରଦସ୍ତି ସ-ମ୍ପର୍କ ରଖିବା । ଏହି ସ୍ୱାମୀର କା-ଣ୍ଡ ଏତିକିରେ ସରିନି ।

ଆହୁରି ମଧ୍ୟ ସ୍ତ୍ରୀର ଶରୀରର ପ୍ରାୟ ସମସ୍ତ ଜାଗାରେ କା-ମୁଡି ପକାଉଛି । ଅଧ ରାତିରେ ସ୍ଵାମୀ ସ୍ତ୍ରୀର ଶରୀରର ସମସ୍ତ ଜାଗାରେ କାମୁ-ଡ଼ିଛି ଯେ ସ୍ତ୍ରୀ ଆଉ ସହି ପାରୁନି । ଏବେ ସ୍ଵାମୀ ନାଁରେ ଅଭି-ଯୋଗ ଦେବାକୁ ଥା-ନାକୁ ଆସିଛି ପୀ-ଡ଼ିତା ସ୍ତ୍ରୀ । ତେବେ ସ୍ତ୍ରୀ ସହିତ ସ୍ଵାମୀ ଯାହା କଲା ତୋ କଲା କିନ୍ତୁ ସ୍ଵାମୀ ରାମଚନ୍ଦ୍ର ତା ଶ୍ୱଶୁରକୁ ମଧ୍ୟ ଢୋ କରି ଚା-ପୁଡ଼ା ଦେଇଥିଲା ।

କାରଣ ଶ୍ବଶୁର ମନା କରି ଦେଇଥିଲା ତାଙ୍କ ଝିଅ ସହିତ ବାରମ୍ବାର ଜବ-ରଦସ୍ତି ଶାରି-ରୀକ ସ-ମ୍ପର୍କ ନ ରଖିବା ପାଇଁ । କିନ୍ତୁ ଏକଥା ଖାତିର୍ ନକରି ସ୍ଵାମୀ ରାମଚନ୍ଦ୍ର ସବୁଦିନ ଛକରୁ ଗ-ଞ୍ଜେଇ ଟାଣି ଘରକୁ ଆସେ ଆଉ ସ୍ତ୍ରୀକୁ ଗାମୁଛାରେ ହାତ ଗୋଡ଼ ବାନ୍ଧି ମନଇଚ୍ଛା ଶାରି-ରୀକ ସମ୍ପ-ର୍କ ରଖିବା ସହିତ କାମୁଡ଼ା ଆମ୍ପୁଡ଼ା ଆହୁରି ବାଡ଼ିଆ ପି-ଟା ମଧ୍ୟ କରେ । ତେବେ ଏହି ଘ-ଟଣା ବଳଙ୍ଗା ଥା-ନାରେ ପହଞ୍ଚିବା ପରେ ପୋ-ଲିସ୍ ଏହି ଘଟ-ଣାକୁ କେମିତି ସମାଧାନ କରୁଛି କେବଳ ଏବେ ତାକୁ ହିଁ ଅପେକ୍ଷା ।

Leave a Reply

Your email address will not be published. Required fields are marked *