ଭାଇକୁ ହା-ଣି କୂଅରେ ପକାଇଲେ ଅଭିନେତ୍ରୀ।

ପ୍ରେମିକ ସହ ଖରାପ ଅବସ୍ଥାରେ ଥିଲେ ଅଭିନେତ୍ରୀ, ଦେଖିଦେଲା ଭାଇ ଆଉ ଚେତେଇଲେ, ହେଲେ ଭଉଣୀ ଏମିତି କଲେ।ପ୍ରେମିକ ସହ ସ-ମ୍ବଦ୍ଧ ରଖୁଥୁଲେ ଅଭିନେତ୍ରୀ, ଦେଖିଦେଲା ଭାଇ। ସେ ପିଲାଠାରୁ ଦୂରେଇ ରହିବାକୁ ଭଉଣୀକୁ ଭାଇ ବାରମ୍ବାର କରିଥିଲା ତାଗିଦ। ଭଉଣୀ ଶୁଣିଲାନି ଭାଇର କଥା। ପ୍ରେମିକ ସହ ମିଶି ରାସ୍ତାରୁ ହଟାଇଲା କଣ୍ଟା। ଭାଇକୁ ମା-ରିଲା ଦେହରୁ ମୁଣ୍ଡକୁ ଅଲଗା କରି ଜଙ୍ଗଲରେ ଫୋପାଡ଼ି ଦେଲା।

ଅଭିନେତ୍ରୀ ସନେୟା ବାପା ମା ଭାଇ ରାକେଶଙ୍କୁ ନେଇ ତାଙ୍କର ହସ ଖୁସିର ସଂସାର। ପିଲା ବେଳୁ ସନେୟାଙ୍କର ଅଭିନେତ୍ରୀ ହେବାର ଇଛା ଥିବା ବେଳେ ସେ ମଡେଲିଂ ମାଧ୍ୟମରେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ବାପା ମା’ ପୁରା ପରିବାର ମଧ୍ୟ ତାଙ୍କୁ ବହୁତ ସପଟ କରୁଥିଲେ। ସେଦିନ ପୁରା ପରିବାର ଗୋଟେ ପାର୍ଟିରେ ଯୋଗ ଦେବାକୁ ଯାଇଥିବା ବେଳେ ଫେରିଲା ବେଳକୁ ବହୁତ ରାତି ହୋଇଯାଇଥିଲା। ଆଉ ସମସ୍ତେ ଥକି ଯାଇଥିବାରୁ ଘରକୁ ଆସି ଶୋଇ ପଡ଼ିଥିଲେ।

ଯେମିତି ସକାଳ ହୋଇଥିଲା ପୁଅ ରାକେଶକୁ କଉଆଡେବି ପାଇନଥିଲେ ବାପା ମା’। ପୁଅ କୁଆଡେ ଗଲେ ବି ବାପା ମା’ ବ୍ୟସ୍ଥ ହୋଇପଡିଥିଲେ କାରଣ ଗତ କାଲି ରାତିରେ ରାକେଶ ପରିବାର ଲୋକଙ୍କ ସାଙ୍ଗରେ ପାର୍ଟିରେ ଯୋଗ ଦେବାକୁ ଯାଇନଥିବା ବେଳେ ଘରେ ଏକୁଟିଆ ଥିଲେ ହେଲେ କାଲି ଠାରୁ ରାକେଶର ଦେଖା ମିଳୁନି ଏସବୁକୁ ନେଇ ବାପା ମା ଭଉଣୀ ପୁରା ପରିବାର ଚିନ୍ତାରେ ପଡିଯାଇଥିଲେ। ସମସ୍ତେ ରାକେଶକୁ ଖୋଜାଖୋଜିରେ ଲାଗି ପଡ଼ିଥିଲେ।

ଏହାରି ଭିତରେ ଦୁଇ ଦିନ ବିତିଗଲା। ରାକେଶର କୌଣସି ପତା ମିଳିଲା ନମିଳିବାରୁ ବାଧ୍ୟ ହୋଇ ପରିବାର ଲୋକେ ପୁଅ ନି-ଖୋଜ ଥିବା ନେଇ ପୋଲିସକୁ ଜଣାଇଲେ। ପୋ-ଲିସ ମଧ୍ୟ ରାକେଶକୁ ଖୋଜିବାକୁ ପୁରା ପ୍ରୟାସ କରିଥିଲେ କାରଣ ରାକେଶ କୌଣସି ଯାଇତାଇ ଲୋକ ନଥିଲେ। ସେ ଥିଲେ ଅଭିନେତ୍ରୀ ସନେୟାଙ୍କର ଭାଇ।

ଠିକ ଏହି ସମୟରେ ପୋ-ଲିସ ପାଖକୁ ଖବର ଆସିଲା ଯେ ଘଞ୍ଚ ଜଙ୍ଗଲ ଭିତରେ ଏକ ଶରୀର ଉଲ-ଗ୍ନ ଅବସ୍ଥାରେ ପଡିଛି। ହେଲେ ସେ ଶରୀରରେ ମୁଣ୍ଡ ନାହିଁ କି ହାତ ଗୋଡ଼ବି ନାହିଁ। ଏକଥା ଶୁଣି ପୋଲିସ ଯେମିତି ଚମକି ପଡିଥିଲା। ଏହାପରେ ଜଙ୍ଗଲ ଭିତରେ ମିଳିଥିଲା ମୁଣ୍ଡ ବିହୀନ ଗଣ୍ଡି। ଠିକ ଜଙ୍ଗଲ ଠାରୁ ଟିକେ ଦୂରରେ ନଦୀ ପଠାରେ କିଛି କୁକୁର କଣ ଖାଉଥିବାର ଦେଖି ପୋ-ଲିସ ସେଠାକୁ ଦୌଡ଼ି ଯାଇଥିଲେ ଆଉ ଦେଖିଲା ବେଳକୁ ଏକ ଗାମୁଛା ଭିତରେ ରହିଛି ମଣିଷର କଟା ଗୋଡ଼ ଓ ହାତ ଯାହାକୁ କୁକୁର ମାନେ ଝୁଣି ଝୁଣି ଖାଉଥିଲେ।

ସେପଟେ ଜଙ୍ଗଲ ନିକଟରେ ଥିବା ଏକ କୂଅ ଭିତରେ ଜଣେ ଯୁବକଙ୍କର ମୁଣ୍ଡ ଭାସୁଥିବାର ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। ଯାହାକୁ ନେଇ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଏ ଖବର ପାଇ ପୋ-ଲିସ ମଧ୍ୟ ଘ-ଟଣା ସ୍ଥଳରେ ପହଞ୍ଚି ଦେଖିଲା ବେଳକୁ ପାଣି ଭିତରେ ଭାସୁଥିବା ସେଇ କ-ଟା ମୁଣ୍ଡ ସନେୟାଙ୍କ ଭାଇ ରାକେଶଙ୍କର ଚେହେରା ପୁରା ମେଳ ଖାଇଯାଉଛି। ଜଙ୍ଗଲ ଭିତରେ ମିଳିଥିବା କଟା ହାତ ଗୋଡ଼ ଏଥି ସହିତ ଏଇ ମୁଣ୍ଡ ମଧ୍ୟ ରାକେଶଙ୍କର ହୋଇଥାଇ ପାରେ ବୋଲି ପୋ-ଲିସ ସ-ନ୍ଦେହ କରି ଖଣ୍ଡ ବିଖଣ୍ଡିତ ଶରୀରକୁ ଏକାଠି କରି ଥା-ନାକୁ ନେଇଯାଇଥିଲା।

ଏନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦେଲା ପରେ ତାଙ୍କ ବାପା ମା’ ଆସି ରାକେଶଙ୍କ ମୃ-ତ ଶରୀରକୁ ଚିହ୍ନଟ କରିଥିଲେ। ଏହା ପରେ ଘ-ଟଣା ନେଇଥିଲା ନୂଆ ମୋଡ଼। ତେବେ ଏଭଳି ବିଭସ୍ୟ ଭାବରେ ରାକେଶର ହ-ତ୍ୟା କିଏ ଏବଂ କାହିଁକି କରିଛି ତାହାକୁ ନେଇ ପୋ-ଲିସ ଚିନ୍ତାରେ ପଡିଯାଇଥିଲା ଆଉ ରାକେଶର ମୋବାଇଲକୁ ଯାଞ୍ଚ କରୁ କରୁ ସେଥିରେ ଲାସ୍ଟ କଲ ଥିଲା ତାଙ୍କ ଭଉଣୀ ସନେୟାଙ୍କର। ଦୀର୍ଘ ଘଣ୍ଟାଏ ଭାଇ ଭଉଣୀଙ୍କର ଚାଲିଥିଲା କଥାବାର୍ତ୍ତା ଆଉ ଏହା ପରେ ରାକେଶଙ୍କର ମୋବାଇଲ ସୁଇଜଅଫ ହୋଇଯାଇଥିଲା। ଦୁଇ ଦିନ ପରେ ମିଳିଛି ଭାଇର ମୃ-ତ ଦେହ। ଯାହାକୁ ନେଇ ପୋ-ଲିସ ସନେୟାଙ୍କ ଉପରେ ସ-ନ୍ଦେହ କରିଥିଲା।

ତେବେ ସନେୟା ପୁରା ପରିବାର ପାର୍ଟିକୁ ଯାଇଥିବା ବେଳେ ଭାଇ ରାକେଶ କଣ ପାଇଁ ପାର୍ଟିକୁ ଯାଇନଥିଲେ ଏହାକୁ ନେଇ ପୋ-ଲିସ ମନରେ ପ୍ରଶ୍ନବାଚୀସୃଷ୍ଟି ହେବା ସହିତ ଭଉଣୀ ସନେୟା ଉପରେ ପୋଲି-ସର ସ-ନ୍ଦେହ ବଢିଥିଲା। ଏଥି ସହିତ ପୋ-ଲିସ ଖବର ନେଉ ନେଉ ଜାଣିବାକୁ ପାଇଥିଲା ଭଉଣୀ ସନେୟା ଏବଂ ରାକେଶଙ୍କ ଭିତରେ ଅନେକ ଦିନ ଧରି ଭଲ ସ-ମ୍ପର୍କ ନଥିଲା। କାରଣ ଭାଇ ଭଉଣୀର ପ୍ରେମ ସମ୍ପ-ର୍କକୁ ବି-ରୋଧ କରୁଥିଲା। ସେ ପୁଅ ସହିତ ମିଶିବାକୁ ଭଉଣୀକୁ ବାରମ୍ବାର ମନା କରୁଥିଲା। ସେ ପିଲା ଭଲ ନୁହେଁ ତା ଠାରୁ ଦୂରେଇ ରହ ବୋଲି ବାରମ୍ବାର କହୁଥିଲା। ଯାହାକୁ ନେଇ ବିର-କ୍ତ ହେଉଥିଲେ ସନେୟା।

ଏଥି ସହିତ ସନେୟାଙ୍କ ପ୍ରେମ ସ-ମ୍ପର୍କ ବିଷୟରେ ଘରେ ଜଣେଇଦେବାକୁ ରାକେଶ ଭଉଣୀଙ୍କୁ ଧ-ମକ ଦେଇଥିଲେ। ଏଥିରେ ଚିଡି ଯାଇଥିଲେ ସନେୟା। ଆଉ ନିଜର ପ୍ରେମର ବାଟରେ କଣ୍ଟାକୁ ହଟେଇବା ପାଇଁ ପ୍ରେମିକ ସହ କରିଥିଲେ ପ୍ଲାନିଂ। ପୂର୍ବ ଯୋଜନା ଅନୁସାରେ ନିଜର ଫିଲ୍ମ ପ୍ରମୋସନ ପାଇଁ ବାପା ମାଙ୍କୁ ଡକେଇ ନେଇଯାଇଥିବା ବେଳେ ଭାଇକୁ ଏକୁଟିଆ ଛାଡି ଚାଲିଯାଇଥିଲେ।

ଏହା ପରେ ପ୍ରେମିକ ସହ କରିଥିବା ଯୋଜନା ଅନୁସାରେ ଭାଇ ଘରେ ଏକୁଟିଆ ଥିବା ବେଳେ ପ୍ରେମିକ ଆଉ ତାର ଦୁଇ ସାଙ୍ଗ ମିଶି ଆସି ରାକେଶଙ୍କ ମୁହଁକୁ ବନ୍ଦ କରି ପ୍ରଥମେ ହ-ତ୍ୟା କରିବା ପରେ ତାଙ୍କ ମୃ-ତ ଶରୀରକୁ କାର ଯୋଗେ ଜଙ୍ଗଲକୁ ନେଇଯାଇଥିଲେ। ସେଠାରେ ସବୁ ପ୍ରମାଣକୁ ଲୁଚେ-ଇବାକୁ ଯାଇ ରାକେଶଙ୍କର ଶରୀରକୁ ଖଣ୍ଡ ଖଣ୍ଡ କରି ଏଣେ ତେଣେ ଫୋପାଡ଼ି ଦେଇଥିଲେ। ଯାହା ଦ୍ୱାରାକି ସନେୟାଙ୍କ ଉପରେ କାହାରି ସ-ନ୍ଦେହ ନହେବ। ଏହା ପରେ ପ୍ରେମିକ ସହିତ ଦୁଇ ସାଙ୍ଗ କେଉଁ ଆଡେ ଫେ-ରାର ହୋଇଯାଇଥିଲେ।

ଏନେଇ ପୋଲିସ ଅଭିନେତ୍ରୀ ସନେୟାଙ୍କୁ ଗି-ରଫ କରିବା ପରେ ଆଉ ଏକ ସତ ମଧ୍ୟ ସାମ୍ନାକୁ ଆସିଛି। ରାକେଶ ସନେୟାଙ୍କର ନିଜ ଭାଇ ନହୋଇଥିବାରୁ ସନେୟା ରାକେଶଙ୍କୁ ଆଦୌ ପସନ୍ଦ କରୁନଥିଲେ। ଆଉ ସବୁବେଳେ ତାଙ୍କୁ ଘୃଣା କରି ଆସୁଥିଲେ। କାରଣ ରାକେଶ କୁଆଡେ ତାଙ୍କ ସମ୍ପତି ଉପରେ ଭାଗ ବସେଇବେ ତାକୁ ନେଇ ଚିନ୍ତାରେ ପଡି ଯାଇଥିଲେ ସନେୟା। ଆଉ ଏଥିପାଇଁ ପିଲା ବେଳଠୁ ଆଜି ପର୍ଯ୍ୟନ୍ତ ସନେୟା ରାକେଶଙ୍କୁ ଘୃଣା କରି ଆସୁଥିଲେ।ହଁ ଆଜ୍ଞା ପବ୍ଲିରେ ଏହି ହ-ତ୍ୟାକା-ଣ୍ଡ ଯେମିତି ସମସ୍ତଙ୍କ ଛାତିକୁ ଥରାଇ ଦେଇଛି। ଏମିତି ବିଭସ୍ୟ ହ-ତ୍ୟାକା-ଣ୍ଡ କଣ କେହି ଭଉଣୀ ଭାଇର କରିପାରେ। ତେବେ ଜାଣିବାକୁ ବାକି ରହିଲା ଅଭିନେତ୍ରୀ ସନେୟାଙ୍କୁ ଏହି ହ-ତ୍ୟାକା-ଣ୍ଡ ପାଇଁ କଣ ଦ-ଣ୍ଡ ଦେଉଛି କୋର୍ଟ।

Leave a Reply

Your email address will not be published. Required fields are marked *