ବାପାର ଶ-ବକୁ ପୁଅ ମଶାଣି ନେଉଥିଲା । ହେଲେ ନିଜେ ଶ-ବ ହୋଇଗଲା..ଗୋଟିଏ ମଶାଣିରେ ବାପା-ପୁଅ ।

ତେବେ ଦର୍ଶକ ବନ୍ଧୁ ଦୁର୍ଘ-ଟଣା କେବେ କେମିତି ସମ୍ମୁଖକୁ ଆସି ଯାଇଥାଏ ତାହା ଜଣା ମଧ୍ୟ ପଡିନଥାଏ । କଥାରେ ଅଛି ମଣିଷ ଜୀବନ ପାଣି ଫୋଟକା । ନିମିଷକ ମଧ୍ୟରେ କଣ ସବୁ ଘଟିଯିବ ସେ କଥା କହିବା କାହାରି ପକ୍ଷେ ଅସମ୍ଭବ । କିନ୍ତୁ ଦର୍ଷକବନ୍ଧୁ ନିକଟରେ ଘଟିଥିବା ଏକ ଦୁର୍ଘ-ଟଣା ବିଷୟରେ ଆପଣ ହୁଏତ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ । ବିଧିର ବିଧାନ ବଡ଼ ଅଜବ । ନିମିଷକ ମଧ୍ୟରେ କଣ ସବୁ ଘଟିଯିବ ସେ କଥା କହିବା କାହାରି ପକ୍ଷେ ଅସମ୍ଭବ । ତେବେ ନିକଟରେ ଦେଖିବାକୁ ମିଳିଛି ସେମିତି ଏକ ଘଟଣା । ଏମିତି ଭି ଆସେ ମୁ-ତ୍ୟୁ । ବାପାଙ୍କ ଶ-ବ ସ-ତ୍କାର ବେଳେ ଶ-ବ ହୋଇଗଲେ ପୁଅ ।

ଆଜ୍ଞା ହଁ ବାପା ପଛେ ପଛେ ଚାଲିଗଲା ପୁଅ । କିଏ ଜାଣିଥିଲା ବାପାର ଶେଷକୃତ୍ୟ କରିବାକୁ ଯାଇଥିବା ପୁଅର ଅଚାନକ ମୃ-ତ୍ୟୁ ହେବ । ଏଭଳି ହୃଦୟ ବିଦା-ରକ ଘ-ଟଣା ଦେଖିବାକୁ ମିଳିଛି କୋରାପୁଟ ବୋରିଗୁମ୍ମା ବ୍ଲକ କାମତା ଗାଁରେ । ପୁଅର ମୁଣ୍ଡ ଉପରୁ ବାପାର ହାତ ଉଠିଯିବା ପରେ ଭାଙ୍ଗି ପଡିଥିଲେ ପୁଅ । କିନ୍ତୁ ଶେଷକୃତ୍ୟ ବେଳେ ମାଡି ବସିଥିଲା ଯମ ।

କୋରାପୁଟରେ ଲକ୍ଷ୍ମଣ ମଣ୍ଡଳଙ୍କ ମୃ-ତ୍ୟୁ ପରେ ସମ୍ପର୍କୀୟଙ୍କ ସହ ବାପାଙ୍କ ଶେଷକୃତ୍ୟ କରିବାକୁ ଗାଁ ଶଶ୍ମା-ନକୁ ଯାଇଥିଲେ ପୁଅ ବେଣୁଧର ମଣ୍ଡଳ । କିନ୍ତୁ ସେଠାରେ ଏକ ବିରାଟ ଗଛର ଶୁଖିଲା ଡାଳ ବେଣୁଧରଙ୍କ ଉପରେ ପଡି ଯାଇଥିଲା । ପରେ ଡାକ୍ତରଖାନାରେ ତାଙ୍କୁ ମୃ-ତ ଘୋଷଣା କରିଥିଲେ ଡାକ୍ତର । ସୂଚନାଯୋଗ୍ୟ ଲକ୍ଷ୍ମଣ ମଣ୍ଡଳ କୋରାପୁଟରେ ନିଜ ପରିବାର ସହ ରହି ଜଳଖିଆ ଦୋକାନ ଚଳାଉଥିଲେ । କିନ୍ତୁ ଦେହ ଖରାପ ହେବାରୁ ବେଣୁଧର ଓ ତାଙ୍କ ମା ଦୋକାନ ଚଳାଉଥିଲେ । ୨୨ ବର୍ଷିୟ ବେଣୁଧର ସ୍ଥାନୀୟ ଅଂଚଳରେ ସମାଜ ସେବା ବି କରି ଚର୍ଚ୍ଚାରେ ଥିଲେ ।

କିନ୍ତୁ ଅଚାନକ ମୃ-ତ୍ୟୁ ଆସି ଗୋଟିଏ ମଶାଣିରେ ଲକ୍ଷ୍ମଣ ଓ ବେଣୁଧରଙ୍କ ଜୁଇ ଜଳିବାକୁ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରି ପାରୁନାହାନ୍ତି । ବାପାର ଅ-ନ୍ତିମ ସଂ-ସ୍କାର ସମୟରେ ପୁଅ ବି ଯେ ଶ-ବ ପାଲଟିଯିବ ଏହାକୁ କେହି ହଠାତ୍ ବିଶ୍ୱାସ କରି ପାରୁନାହାନ୍ତି । ଏଭଳି ଘ-ଟଣା ସ୍ଥାନୀୟ ଲୋକଙ୍କୁ ହତବାକ କରିଦେଇଛି ।

Leave a Reply

Your email address will not be published. Required fields are marked *