ମୋତେ ଉଦ୍ଧାର କର ମୁଁ ବାତ୍ୟାରେ ଫସି ଯାଇଛି।

ବାତ୍ୟାରେ ଫସିଗଲେ ସୁପରଷ୍ଟାର ଅମୀର ଖାଁନ। ବଞ୍ଚାଇବା ପାଇଁ ଗୁହାରି କଲେ ପହଁଚିଲା ରେସକ୍ୟୁ ଟିମ।ଯାଇଥିଲେ ମା’ଙ୍କୁ ଦେଖିବାକୁ ମାଡି ଆସିଲା ପାଣି। ବାତ୍ୟାରେ ଫସିଗଲେ ସୁପରଷ୍ଟାର ଅମୀର ଖାଁନ। ଯେଉଁ ଗାଡିରେ ଆସିଥିଲେ ସବୁ ବୁଡ଼ିଗଲା। ବଞ୍ଚାଇବା ପାଇଁ ଗୁହାରି କଲେ ପହଁଚିଲା ରେସକ୍ୟୁ ଟିମ।

ମା’ଙ୍କ ଦେହ ଖରାପ ସେଥିପାଇଁ ଡାକ୍ତରଖାନାକୁ ଯାଇଥିଲେ ମା’ଙ୍କୁ ଆଡ଼ମିଶନ କରିବା ପାଇଁ। ଡାକ୍ତରଖାନା ଚେନ୍ନାଇରେ ଥିଲା। ଆଉ ବାତ୍ୟାରେ ଫସିଗଲେ ଅମୀର ଖାଁନ। ଆଣ୍ଠୁଏ ଆଣ୍ଠୁଏ ପାଣିରେ ଫସି ରହିଲେ। କୁଆଡେ ବି ଯାଇପାରିଲେ ନାହିଁ। ନାଁ ଗାଡି ଗଡ଼ିଲା ନାଁ ପ୍ଲେନ ଉଡିଲା। ସବୁ ବାତ୍ୟା ପାଣିରେ ବୁଡ଼ିଗଲା। ଅମୀର ଖାଁନ ଆସିଥିବା ଗାଡି ମଧ୍ୟ ଆଉ ଗଡ଼ିଲା ନାହିଁ। ଏହାପରେ ଉଧାର କରିବା ପାଇଁ ଡାକିଲା ମି। କହିଲେ ମୋତେ ଉ-ଦ୍ଧାର କର ମୁଁ ଫସି ଯାଇଛି।

ହଁ ଆଜ୍ଞା ବାତ୍ୟାର ପ୍ରଭାବରେ ବହୁତ କ୍ଷ-ତିଗ୍ର-ସ୍ତ ହୋଇଛି ତାମିଲନାଡୁ। ଏହାର ପ୍ରଭାବ ଚେନ୍ନାଇରେ ଅଧିକ ପଡିଛି। ଅହରହ ବର୍ଷା କାରଣରୁ ପୁରା ବୁଡି ଯାଇଛି ଚେନ୍ନାଇ। ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ପୁରା ବିମାନ ବନ୍ଦର। ସବୁ ପାଣିରେ ବୁଡି ଯାଇଛି। ଟିକେ ଏଇ ଫୋଟକୁ ଦେଖନ୍ତୁ କେମିତି ଉ-ଦ୍ଧାର ହେଉଛନ୍ତି ଅମୀର ଖାଁନ। ଘଣ୍ଟା ଘଣ୍ଟା ବାତ୍ୟାରେ ଫସି ରହିଛନ୍ତି। ନାଁ ଖାଇବା ନାଁ ପିଇବା କିଛି ବି ଠିକ ନଥିଲା। ସାଧାରଣ ଲୋକଙ୍କ ଭଳି ଉଦ୍ଧା-ରକୁ ଅପେକ୍ଷା କରି ରହିଥିଲେ। ଖାଲି ଅମୀର ନୁହଁନ୍ତି ଅମୀରଙ୍କ ସହିତ ଆଉ ଇଣ୍ଡିଆନ ଚଳଚିତ୍ରର ଅଭିନେତା ବିଷ୍ଣୁବିଶାଲ ମଧ୍ୟ ରହିଥିଲେ। ବାତ୍ୟାର ପ୍ରଭାବ ପରେ ଉ-ଦ୍ଧାର କରାଯାଇଥିଲା।

ସୂଚନା ମୁତାବିତ ଅମୀରଙ୍କ ମା’ ଜିନତ ହୁସେନଙ୍କ ଚିକିତ୍ସା ପାଇଁ ଅକ୍ଟୋବରରେ ଚେନ୍ନାଇକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଅଭିନେତାଙ୍କ ମା’ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି। ତାଙ୍କୁ ଭେଟିବା ଲାଗି ଅମୀର ଚେନ୍ନାଇ ଯାଇଥିବା ବେଳେ ପ୍ରବଳ ବର୍ଷାରେ ହୋଟେଲରୁ ବାହାରି ପାରିନଥିଲେ। ମାତ୍ର ଏନେଇ ସେ ପ୍ରଶାସନକୁ ଜଣାଇ ନଥିଲେ। ଜଣେ ସାଧାରଣ ବ୍ୟକ୍ତିଙ୍କ ଭଳି ଉଦ୍ଧା-ରକାରୀଙ୍କୁ ଅପେକ୍ଷା କରି ରହିଥିଲେ। ଯଦି ଦେଖିବା ସେତେବେଳେ ଲ୍ୟାଣ୍ଡଫେଲ ବେଳେ ପବନର ବେଗ ଥିଲା ୯୦ ରୁ ୧୧୦ କିଲୋମିଟର।

Leave a Reply

Your email address will not be published. Required fields are marked *