ପ୍ରେମିକାଙ୍କୁ ବ-ନ୍ଧୁକ ଦେଇ ଫସିଗଲେ ଯବାନ।

ନର୍ସ ପ୍ରେମିକାକୁ ଖୁସି କରେଇବା ପାଇଁ ନିଜ ବନ୍ଧୁକ ଦେଇଦେଲେ ଯବାନ… ଶେଷରେ ଚାଲିଗଲା ଚାକିରୀ।ପ୍ରେମିକାଙ୍କୁ ଖୁସି କରୁ କରୁ ଯବାନଙ୍କ ଚାଲିଗଲା ଚାକିରୀ। ଯୁବତୀଙ୍କ ଓଠରେ ହସ ଦେଖିବା ପାଇଁ ହାତକୁ ଦେଇଦେଲେ ପି-ସ୍ତଲ। ଡ୍ୟୁଟିରେ ଥାଇବି ସୁନ୍ଦରୀ ପ୍ରେମିକା ପାଇଁ ଡ୍ୟୁଟି ଭୁଲିଗଲେ। ମହଙ୍ଗା ପଡିଲା ମେଳା ଭିତରେ ଯବାନଙ୍କ ପ୍ରେମ।

ହଁ ଆଜ୍ଞା ଏହି ଯବାନ ଜଣଙ୍କ ନିଜ ପ୍ରେମିକାକୁ ଖୁସି କରିବା ପାଇଁ ନିଜ ପିସ୍ତଲକୁ ପ୍ରେମିକା ହାତକୁ ଟେକି ଦେଲେ। ସୂଚନା ମୁତାବକ ଅଞ୍ଚଳରେ ପୂଜା ଚାଲିଥିଲା। ଏହି ଯବାନଙ୍କୁ ଏଥିରେ ଡ୍ୟୁଟି ପାଇଁ ନିୟୋଜିତ କରାଯାଇଥିଲା। ଯବାନ ଜଣଙ୍କ ମଧ୍ୟ ଠିକ ଠାକ ଡ୍ୟୁଟି କରୁଥିଲେ।ହେଲେ ଏହି ଯୁବତୀ ଅର୍ଥାତ ନିରୂପମା ପୂଜା ଦେଖିବା ପାଇଁ ଆସିଲେ। ଯେତେବେଳେ ତାଙ୍କ ପ୍ରେମିକ ଯବାନ ଅନିଲଙ୍କୁ ଏଠାରେ ଦେଖିଥିଲେ ତାଙ୍କ ବ-ନ୍ଧୁକ ମାଗିଥିଲେ ପ୍ରେକିକା ନିରୂପମା। ପ୍ରେମିକ ଅନୀଲ ମଧ୍ୟ ପ୍ରେମିକା ନିରୂପମାଙ୍କୁ ଖୁସି କରିବା ପାଇଁ ତାଙ୍କର ନିଜ ପିସ୍ତ-ଲକୁ ତାଙ୍କ ହାତକୁ ଦେଇଦେଲେ।

ଯୁବତୀ ଜଣଙ୍କ ପି-ସ୍ତଲ ଧରି କିଛି ଫୋଟ ନେବା ସହିତ ରିଲିସ ମଧ୍ୟ କରିଥିଲେ। ଯେତେ ଦିନ ପର୍ଯ୍ୟନ୍ତ ଏହି ଫୋଟ ଓ ରିଲିସ ଯୁବତୀଙ୍କ ପାଖରେ ଥିଲା ସେତେ ଦିନ ପର୍ଯ୍ୟନ୍ତ ସବୁକିଛି ଠିକ ଥିଲା। ହେଲେ ଯୁବତୀ ଜଣଙ୍କ ଯେତେବେଳେ ତାଙ୍କ ସୋସିଆଲ ଆକାଉଣ୍ଟରେ ପୋଷ୍ଟ କରିଦେଲେ ସେତେବେଳେ ଯାଇ ଚେଇଁ ଉଠିଥିଲା ପୋଲିସ।

କୁହାଯାଉଛି ଏହି ରିଲିସ ଦୁର୍ଗା ପୂଜା ବେଳର କିନ୍ତୁ ଏବେ ପ୍ରେମିକା ନିରୂପମା ତାଙ୍କ ପେଜରେ ପୋଷ୍ଟ କରି ଦେଇଛନ୍ତି। ଯାହା ଫଳରେ ଏହି ଯବାନଙ୍କୁ ଏବେ ତାଙ୍କର ଚାକିରୀ ହରେଇବାକୁ ପଡିଛି। ପୂଜା ସମୟରେ କିଛି ସମୟ ପାଇଁ ଯବାନ ଜଣଙ୍କ ଭୁଲି ଯାଇଥିଲେ ଯେ ଜନସାଧାରଣଙ୍କୁ ସୁର-କ୍ଷା ଦେବା ପାଇଁ ଅଛନ୍ତି। ହେଲେ ପ୍ରେମିକାକୁ ଖୁସି କରେଇବା ପାଇଁ ତାଙ୍କ ଉପରେ ପଡିଯିବ ଭାରି ହୁଏତ ଏକଥା ସେ କଦାପି ଜାଣିନଥିଲେ।ଏହି ଟିକକ ଖୁସି ନେଇଗଲା ତାଙ୍କ ଚାକିରୀ। ଏହି ଯୁବତୀ ଜଣଙ୍କ ଏକ ଘରୋଇ ଡାକ୍ତରଖାନାରେ ନର୍ସ ଭାବେ କାର୍ଯ୍ୟ କରୁଛନ୍ତି।

ଏଭଳି ଘଟଣା ଦେଖିବାକୁ ମିଳିଛି ବିହାରର ଗୋପାଳଗଞ୍ଜ ଅଞ୍ଚଳରେ। ଗୋପାଳଗଞ୍ଜ SP କହିଛନ୍ତି କି ଯବାନଙ୍କୁ ଚାକିରୀରୁ ନିଲ-ମ୍ବିତ କରାଯାଇଛି। ଆଉ ଏହି ଘ-ଟଣା ଉପରେ ଆହୁରି ତ-ଦନ୍ତ ଚାଲିଛି। ଖୁବଶୀଘ୍ର ତ-ଦନ୍ତ ସାରି ୟଙ୍କ ଉପରେ କଡା କାର୍ଯ୍ୟନୁ-ଷ୍ଠାନ ନିଆଯିବ ବୋଲି କହିଛନ୍ତି ଗୋପାଳଗଞ୍ଜ SP। ତେବେ ଜାଣିବାକୁ ବାକି ରହିଲା ଏହି ଘଟ-ଣା ଆଗକୁ କେଉଁ ମୋଡ଼ ନେଉଛି।

Leave a Reply

Your email address will not be published. Required fields are marked *