ଘୁଗୁନି ଦେଲାନି ସସ୍ମିତା ମା-ରିଦେଲା ମିଥୁନ। ଘୁଗୁନି ପାଇଁ ମହିଳାଙ୍କ ଜୀବନ ନେଇଗଲା।

ଗ୍ରାହକ ଭାବେ ଆସି ଜଳଖିଆ ଖାଇବାକୁ ଆସିଥିଲା ମିଥୁନ, ବାରମ୍ବାର ଘୁଗୁନି ମାଗୁଥିଲା, ମହିଳା ମନା କରିବାରୁ…।ଘୁଗୁନି ପାଇଁ ମହିଳାଙ୍କ ଜୀବନ ନେଇଗଲା। ସ୍ୱାମୀ ସ୍ତ୍ରୀ ଗୋଟିଏ ଛୋଟିଆ ଜଳଖିଆ ଦୋକାନ କରି ଯେଉଁ ଦୁଇ ପଇସା ରୋଜଗାର ହୁଏ ସେଥିରେ ତାଙ୍କ ପରିବାର ଚଳେ। ଆଉ ଗ୍ରାହକ ଭାବେ ଆସି ସମସ୍ତେ ଜଳଖିଆକୁ ଖାଆନ୍ତି। ସେଦିନ ମଧ୍ୟ ଗ୍ରାହକ ଭାବେ ଆସିଥିଲେ ଜଳ ଖିଆ ଖାଇବାକୁ। ଜଳଖିଆ ଖାଉଥିବା ସମୟରେ ମହିଳା ସସ୍ମିତାଙ୍କୁ ଥରେ କି ଦୁଇଥର ନୁହେଁ ବରଂ ବାରମ୍ବାର ମାଗିଥିଲେ ଘୁଗୁନି ମାଗିଥିଲେ।

ଏହାପରେ ମହିଳା ଜଣଙ୍କ କହିଥିଲେ କି ଏତିକି ଟଙ୍କାର ଜଳଖିଆ ଖାଇବ। ଏତେ ଥର କାହିଁକି ଘୁଗୁନି ମାଗୁଛ। ସେଇ ଘୁଗୁନି ପାଇଁ ସ୍ୱାମୀ ବିଶ୍ଵନାଥ ଓ ସ୍ତ୍ରୀ ସସ୍ମିତାଙ୍କର ଅଭିଯୁକ୍ତ ମିଥୁନଙ୍କର ପା-ଟିତୁ-ଣ୍ଡ ହୋଇଥିଲା। ଏହାପରେ ରାତିରେ ଦୋକାନୀ ମାଲିକଙ୍କୁ ଫୋନ କରି କହିଥିଲେ କି ଦୋକାନରୁ ତାଙ୍କୁ ବାହାର କରିଦେବାକୁ। ହେଲେ ଦୋକାନୀ ମାଲିକ ଜଣଙ୍କ ରାଜି ନହେବାରୁ ପୁଣି ତା ପର ଦିନ ରାତି ପ୍ରାୟ ୧୦ ଟା ସମୟରେ ଆସିଥିଲେ ଆଉ ସସ୍ମିତାଙ୍କୁ ମିଥୁନ ସସ୍ମିତାଙ୍କୁ ଜଳଖିଆ ମାଗିଥିଲେ। ସସ୍ମିତାଙ୍କ ସ୍ୱାମୀ ଜଳଖିଆ ନାହିଁ ବୋଲି କହିବାରୁ ମିଥୁନ ରା-ଗି ଯାଇ ସସ୍ମିତାଙ୍କୁ ଏକ ଧା-ରୁଆ ଅ-ସ୍ତ୍ରରେ ଆକ୍ର-ମଣ କରିବା ସହ ତାଙ୍କର ଜୀବନ ନେଇଯାଇଥଲେ।

ଏହା ପରେ ଘଟ-ଣା ସ୍ଥଳରୁ ଫେ-ରାର ହୋଇଯାଇଥିଲା ଅଭି-ଯୁକ୍ତ ମିଥୁନ। ହଁ ଆଜ୍ଞା ଏଭଳି ଘ-ଟଣା ଘଟିଥିଲା ଚଳିତ ମାସ ୮ ତାରିଖରେ। ସେବେଠାରୁ ଅଭି-ଯୁକ୍ତକୁ ଖୋଜାଖୋଜି କରିବା ପାଇଁ ୩ଟି ସ୍ୱତନ୍ତ୍ର ଟିମ ମଧ୍ୟ ଗଠନ କରାଯାଇଥିଲା। ଦୀର୍ଘ ୨୨ ଦିନ ପରେ ପୋ-ଲିସ କବଜାରେ ଚନ୍ଦକା ଥା-ନା ଗୋଠପାଟଣା ମଡ଼ର୍ରର ଅଭି-ଯୁକ୍ତ ମିଥୁନ।ବାରମ୍ବାର ଘୁଗୁନି ଖାଇବାକୁ ମାଗିବାରୁ ଉଭୟଙ୍କ ମଧ୍ୟରେ ପା-ଟିତୁ-ଣ୍ଡ ହୋଇଥିଲା ସେଇ ଘୁଗୁନି ପାଇଁ। ମହିଳାଙ୍କ ଜୀବନ ନେବା ପରେ ଘ-ଟଣା ସ୍ଥଳରୁ ଫେ-ରାର ହୋଇଯାଇଥିଲା।

ଆଜି ଅଭି-ଯୁକ୍ତ ମିଥୁନଙ୍କୁ ପୋ-ଲିସ ଗି-ରଫ କରିବାରେ ସକ୍ଷମ ହୋଇଛି।ତାଙ୍କ ଘର ଗଙ୍ଗାପାଟଣା ତଳ ସାହିରେ ବୋଲି ଜଣାପଡିଛି। ଗତ ୮ ତାରିଖରେ ଜଳଖିଆ ଦୋକାନ ସସ୍ମିତାଙ୍କୁ ହ-ତ୍ୟା କରିଥିଲା ଅଭି-ଯୁକ୍ତ। ସେବେଠାରୁ ୩୦ ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ସନ୍ଦେହରେ ପଚ-ରାଉ-ଚରା କରିଥିଲେ ପୋଲିସ। ସ୍ୱାମୀ ବିଶ୍ଵନାଥଙ୍କୁ ମଧ୍ୟ ସ-ନ୍ଦେହ ପରିସର ଭୁକ୍ତ କରାଯାଇଥିଲା। ସ୍ୱାମୀଙ୍କ ଉପସ୍ଥିତିରେ ଅଭି-ଯୁକ୍ତ ମିଥୁନ ସ୍ତ୍ରୀ ସସ୍ମିତାଙ୍କୁ ଅତି ବିଭସ୍ୟ ଭାବରେ ହ-ତ୍ୟା କରିଥିଲା। ଆଉ ଆଜି ଅଭି-ଯୁକ୍ତକୁ ନେଇ ସିନ କ୍ରିଏସନ କରୁଛନ୍ତି ପୋ-ଲିସ।ଘ-ଟଣା ସ୍ଥଳରେ ଅଭି-ଯୁକ୍ତ କେଉଁଭଳି ଭାବରେ ଜଳଖିଆ ଦୋକାନୀ ସସ୍ମିତାଙ୍କୁ ହ-ତ୍ୟା କରିଥିଲା ସେସବୁ ସିନରେ କ୍ରିଏସନ କରୁଛି।

Leave a Reply

Your email address will not be published. Required fields are marked *