ଝିଅ ପାଇଁ ଠିଆ ପାଲା। ମୋର ହେଲୁନୁ ମାନେ କାହାର ହେବୁନୁ।
ଝିଅ ପାଇଁ ଦୁଇ ଯୁବକଙ୍କ ମଧ୍ୟରେ ଟଣାଓଟରା। ମେଡ଼ିକାଲ ବେଡ଼ରେ ଦୁଇ ଯୁବକ…।ଝିଅ ପାଇଁ ଚାଲିଛି ଠିଆ ପାଲା। ଗୋଟିଏ ଝିଅ ପାଇଁ ଦୁଇ ଯୁବକଙ୍କ ମଧ୍ୟରେ ଟଣାଓଟରା। କିଏ କହୁଛି ସିଏ ମୋର ପ୍ରେମିକା ତ କିଏ କହୁଛି ସିଏ ମୋର ଜୀବନସାଥୀ। ଏମିତି ଭାବରେ ଦୁଇ ଯୁବକଙ୍କ ମଧ୍ୟରେ ଗୋଟିଏ ଝିଅକୁ ନେଇ ହୋଇଥିଲା ଝିଙ୍କା ଝିଙ୍କି। ହେଲେ ଏତିକିରେ କଥାର ସମାଧାନ ହୋଇନଥିଲା।
ତା ପରେ କଥା ଯାଇ ପହଁଚି ଥିଲା ପିଟା ମୋରା ପାଖରେ। କିଏ କାହାକୁ ହାଣି ପକାଇଲା ତ କିଏ ପୁଣି ର-କ୍ତର ନଇ ବୁହାଇ ଦେଲା। ସେ ଝିଅକୁ ନପାଇଲେ କିଛି ବି କରିବାକୁ ପଛେଇବି ନାହିଁ ବୋଲି କହି ଏଭଳି କା-ଣ୍ଡ କରି ବସିଲେ।ହଁ ଆଜ୍ଞା ଯାଜପୁର ଥା-ନା ବିରଜାପୁର ପଞ୍ଚାୟତ ଗୁଡ଼ିଆପଦ ସାହିରେ ପୂର୍ବରୁ ଏକ ଝିଅ ପାଇଁ ହୋଇଥିବା ବିବାଦକୁ କେନ୍ଦ୍ର କରି କଟୁରି ଓ ଭୁଜାଲିରେ ଆକ୍ରମଣ ହେବାରୁ ଦୁଇଜଣ ଯୁବକ ଗୁରୁ-ତ୍ୱର ଆ-ହତ ହୋଇଛନ୍ତି।
ଯୁବକଙ୍କ କହିବା ଅନୁଯାୟୀ ତାର ସାଙ୍ଗ ଆଉ ଝିଅର ଭାଇ ଘରକୁ ଡାକିଥିଲେ ହେଲେ ଆ-ହତ ହୋଇଥିବା ଯୁବକ ମନା କରିଥିଲେ କହିଥିଲେ ଯେ ମୁଁ ତ ଘରକୁ ଗଲେ ତୁ ମତେ ମା-ରିବୁ କିନ୍ତୁ ସାଙ୍ଗ ମନା କରିଥିଲା କହିଥିଲା ଯେ ନାଁ ମୁଁ ତତେ ମାରି-ବିନି ତୁ ଆସେ। ଆ-ହତ ଯୁବକ କିଛି ବୁଝି ନପାରି ସାଙ୍ଗକୁ ପାଖକୁ ଦେଖା କରିବାକୁ ଯାଇଥିଲା ଆଉ ସେଇଠାରେ ଝିଅର ଭାଇ ଆଉ ତାର ସାଙ୍ଗ ଆ-ହତ ଯୁବକଙ୍କୁ ନି-ର୍ଧୁମ ମା-ଡ଼ ଉପରେ ମା-ଡ଼ ମା-ରିଥିଲେ। ଏହା ପରେ ଝିଅ ପରିବାର ଲୋକେ ଆସି ଯୁବକକୁ ହାଣି ତାକୁ ଗୁରୁ-ତ୍ୱର ଆ-ହତ କରିଦେଇଥିଲେ।
ଗୁରୁ-ତ୍ୱର ସୁରେନ୍ଦ୍ର ବଳଙ୍କ ପୁଅ ରାମେଶ୍ୱର ବଳ ଚିକିତ୍ସା ପାଇଁ କଟକ ବଡ଼ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଥିବା ବେଳେ ହୋଇଥିବା ବେଳେ ଆ-ହତ ବିଶ୍ଵଜିତ ରାଓ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସଧୀନ ଅଛନ୍ତି।ଅପର ପକ୍ଷରେ ପାଲଟା ଆକ୍ର-ମଣରେ ଶି-କାର ହୋଇ ଦେବେନ୍ଦ୍ର ରାଉତଙ୍କ ପୁଅ ଦେବେନ୍ଦ୍ର ରାଉତ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି। ସେପଟେ ପୋ-ଲିସ ଘ-ଟଣା ସ୍ଥଳରେ ପହଞ୍ଚି ତ-ଦନ୍ତ ଆରମ୍ଭ କରିଥିବା ବେଳେ ଏଭଳି କିଛି ସତ ସାମ୍ନାକୁ ଆସିଛି।
ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିବା ଗ-ଣ୍ଡଗୋ-ଳର କାରଣ ପଚାରିବାରୁ ଗୋଟିଏ ଝିଅ ପାଇଁ ଏଭଳି ର-କ୍ତପା-ତ ହୋଇଥିବା ନେଇ ସୂଚନା ମିଳିଛି। ତେବେ ଏଇ ଘଟ-ଣାକୁ ନେଇ ପୂର୍ବରୁ ସମାଧାନ ହୋଇଥିଲେ ମଧ୍ୟ ଏବେ ସେ ଘ-ଟଣା ଧୂଆଁ ଭଳି କୁହୁଳି କୁହୁଳି ଭ-ୟଙ୍କର ନି-ଆଁରେ ପରିଣତ ହୋଇଛି। ଆଉ ରାସ୍ତାରୁ କଣ୍ଟା ହଟେଇ ସେ ଝିଅକୁ ସବୁଦିନ ପାଇଁ ନିଜର କରିବା ପାଇଁ ଏଭଳି ଏକ କା-ଣ୍ଡଭିଆଇ ଛନ୍ତି ଯୁବକ।ସେ ନେଇ ପୋ-ଲିସ ଏ ଘଟ-ଣାକୁ ନେଇ ତ-ଦନ୍ତ ଚଳାଇଥିବା ବେଳେ ଏଭଳି ଏକ ସମ୍ବେଦନଶୀଳ ଘ-ଟଣା ଉପରେ ପୋ-ଲିସ କେଉଁ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକିରହିଲା।