ମହିଳା ପୋଲିସଙ୍କୁ ଗାଡି ଭିତରେ ମାରିଦେଲେ।

ସପିଙ୍ଗ କରି ମହିଳା ପୋ-ଲିସ ଫେରୁଥିଲେ…. ବାଟରେ ଗାଡି ଭିତରେ ମହିଳା ପୋଲି-ସଙ୍କୁ।ମହିଳା ପୋଲି-ସଙ୍କୁ ରାସ୍ତାରେ ଘେରିଗଲେ ୪ ଜଣ। ଗାଡି ଭିତରେ ମହିଳା ପୋଲି-ସଙ୍କୁ ମା-ରିଦେଲେ। ପୋଲି-ସକୁ ମା-ରିବା ପରେ ଫେ-ରାର ହୋଇଗଲେ। ମହିଳା ପୋ-ଲିସକୁ ମା-ରିବା ପାଇଁ ହୋଇଥିଲା ବଡ଼ ପ୍ଲାନ।ଏ ମହିଳା ପୋଲି-ସଙ୍କ ନାମ ହେଉଛି ଶୋଭା କୁମାରୀ ଏବଂ ଏଇ ଯେଉଁ ଫୋଟ ହେଉଛି ତାଙ୍କ ସ୍ବାମୀ ଗଜେନ୍ଦ୍ର। ଉଭୟ ୭ ବର୍ଷ ପୂର୍ବରୁ ବିବାହ କରିଛନ୍ତି। ଆଉ ତାଙ୍କର ୪ ବର୍ଷର ଗୋଟିଏ କନ୍ୟା ସନ୍ତାନ ମଧ୍ୟ ରହିଛି। ଉଭୟ ଭଲ ପାଇ ବିବାହ କରିଛନ୍ତି। ଶୋଭା ହେଉଛନ୍ତି ଜଣେ ମହିଳା କନେଷ୍ଟବଳ। ଏବେ ସେ ଆଉ ଏ ଦୁନିଆରେ ନାହାଁନ୍ତି।

ଏ ମହିଳା ପୋଲିସକୁ ୪ ଜଣ ଅଭି-ଯୁକ୍ତ ଗାଡି ଭିତରେ ଘେରି ଯାଇଥିଲେ ଆଉ ତା ପରେ ଆକ୍ର-ମଣ କରିଥିଲେ। ଶେଷରେ ସେଇଠି ହିଁ ତାଙ୍କର ମୃ-ତ୍ୟୁ ହୋଇଯାଇଥିଲା। ଆଉ ଏ ମହିଳାଙ୍କୁ ମା-ରିବା ପାଇଁ କିଏ ସୁପାରୀ ଦେଇଥିଲା ଯଦି ଆପଣ ଜାଣିବେ ତାହେଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଘର ସଂ-ସାର ଠିକ ଠାକ ଚାଲିଥିଲା। ତା ପରେ ଏଇ ମହିଳା କନେଷ୍ଟବଳ ଯେଉଁ ଥା-ନାରେ ଥିଲେ ସେହି ଥା-ନାରେ ଜଣେ ଯୁବକଙ୍କୁ ପୁଣି ଭଲ ପାଇ ବସିଲେ। ଏ କଥା ଯେତେବେଳେ ସ୍ୱାମୀ ଗଜେନ୍ଦ୍ର ଜାଣିବାକୁ ପାଇଲେ ତ ସହି ପାରିଲେ ନାହିଁ। ଗଜେନ୍ଦ୍ର ତାଙ୍କ ସ୍ତ୍ରୀ ଶୋଭା କୁମାରୀଙ୍କୁ ସବୁବେଳେ କହୁଥିଲେ ଯେ ସେହି ଯୁବକ ସହ ନମିଶିବା ପାଇଁ। କିନ୍ତୁ ସ୍ତ୍ରୀ ସବୁବେଳେ ସେହି ଯୁବକ ସହ ମିଶୁଥିଲେ।

ଦିନେ ଏଇ ମହିଳା କନେଷ୍ଟବଳ ସପିଂ ସାରି ଘରକୁ ଫେରୁଥିଲେ ଠିକ ସେହି ସମୟରେ ୪ ଜଣ ଯୁବକ ଆସି ଏ ମହିଳାଙ୍କର ଜୀବନ ନେଇଯାଇଥିଲେ।ଶୋଭା କୁମାରୀଙ୍କର ପରିବାର ଲୋକେ ଅଭି-ଯୋଗ କରିଛନ୍ତି କି ତାଙ୍କ ସ୍ୱାମୀ ଗଜେନ୍ଦ୍ର ଶୋଭାଙ୍କର ଜୀବନ ନେଇଯାଇଛି। କିନ୍ତୁ ଏପଟେ ସ୍ୱାମୀ ଗଜେନ୍ଦ୍ର କହିଛନ୍ତି କି ସେ ଯେଉଁ ଗାଡ଼ିରେ ଆସୁଥିଲେ ୪ ଜଣ ଡ଼କା-ୟତ ଆସୁଥୁଲେ।ଆଉ ତାଙ୍କ ପୋର୍ସକୁ ଛଡ଼ାଇ ଥିଲେ ଏବଂ ଶୋଭା ଯେତେବେଳେ ତାଙ୍କ ପୋର୍ସ ଦେଇନଥିଲେ ସେତେବେଳେ ସେଇ୪ ଜଣ ଡ଼କା-ୟତ ଜୀବନ ନେଇଯାଇଛନ୍ତି ଶୋଭାଙ୍କର। ଏଭକି କିଛି କହିଛନ୍ତି ସ୍ୱାମୀ ଗଜେନ୍ଦ୍ର।

ତେବେ ଶୋଭାଙ୍କର ପରିବାର ଲୋକ ଅଭି-ଯୋଗ କରିଛନ୍ତି କି ତାଙ୍କ ସ୍ବାମୀ ଗଜେନ୍ଦ୍ର ଏଭଳି ସୁପାରୀ ଦେଇ ତାଙ୍କ ସ୍ତ୍ରୀର ଜୀବନ ନେଇଯାଇଛି।କିନ୍ତୁ ଏପଟେ ସ୍ୱାମୀ ଗଜେନ୍ଦ୍ର କହିଛନ୍ତି କି ୪ ଜଣ ଡ଼କା-ୟତ ତାଙ୍କ ସ୍ତ୍ରୀର ଜୀବନ ନେଇଯାଇଛନ୍ତି। ତେବେ ଉଭୟ ଘଟ-ଣାକୁ ନେଇ ପୋ-ଲିସ ଏବେ ବିଭିନ୍ନ ଦିଗକୁ ତ-ଦନ୍ତ କରୁଛନ୍ତି। ଏନେଇ ସ୍ୱାମୀ ଗଜେନ୍ଦ୍ର ମଧ୍ୟ ଥା-ନାରେ ଅଟକ ଅଛନ୍ତି।ମହିଳା ପୋ-ଲିସ କନେଷ୍ଟବଳ ଜଣଙ୍କ ହେଉଛନ୍ତି ବିହାର ରାଜ୍ୟ ଅରୁଆଲ ଜିଲ୍ଲାର ଖୋର୍ଦ୍ଧା ପୋ-ଲିସ ଷ୍ଟେସନ ସୁର ଗାଁର ବୋଲି ଜଣା ପଡ଼ିଛି। ଏବଂ କୋକ ପୋ-ଲିସ ଷ୍ଟେସନ ଅଞ୍ଚଳର କାମୁହାନି ଗାଁର ଗଜେନ୍ଦ୍ର କୁମାର ବୋଲି ଜଣା ପଡ଼ିଛି। ତେବେ ଜାଣିବାକୁ ବାକି ରହିଲା ପୋ-ଲିସ ଏ ଘଟ-ଣାକୁ କେମିତି ସମାଧାନ କରୁଛି।

Leave a Reply

Your email address will not be published. Required fields are marked *