ବାହାଘରକୁ ୨ବର୍ଷ ଖରାପ ହୋଇଗଲା ୨ ଟା କିଡନୀ।

ବାହାଘରକୁ ଦୁଇ ବର୍ଷ ପୁରିନି ସ୍ବାମୀଙ୍କ ଦୁଇଟି କିଡନୀ ନ-ଷ୍ଟ ହୋଇଗଲା, ଏବେ ମୁଁ କଣ କରିବି… କେମିତି ଏତେ କଷ୍ଟ ସହିବି।ବାହାଘରର ଦୁଇ ବର୍ଷରେ ଦୁଇଟି ଯାକ କିଡନୀ ନ-ଷ୍ଟ ହୋଇଗଲା। ହସୁଥିବା ସଂସାର ହଠାତ ଉଜୁଡି ଗଲା। ଅସୁମାରୀ ସ୍ୱପ ଏବେ ବଞ୍ଚିବାକୁ ରାହା ଖୋଜୁଛି। ବାହାଘରକୁ ଦୁଇ ବର୍ଷ ହେଲେ ଦୁଇଟି ଯାକ କିଡନୀ ଖରାପ। ଯ-ନ୍ତ୍ରଣା ଅସହ୍ୟ। ସହି ହେଉନି କି ରହି ହେଉନି। କ-ଷ୍ଟରେ ଛଟପଟ ହେଉଛନ୍ତି ସ୍ୱାମୀ। ଆଉ ସ୍ୱାମୀଙ୍କର କଷ୍ଟ ଦେଖି ସ୍ତ୍ରୀଙ୍କ ଆଖିରୁ ଲୁହ ନିଗିଡି ପଡୁଛି।

ଦୀର୍ଘ କାମନା ପାଇଁ ବ୍ରତ କରୁଥିବା ସ୍ତ୍ରୀ ଅହରହ ପ୍ରଶ୍ନ କରିଚାଲିଛି ଭଗବାନଙ୍କୁ। ଏମିତି କଣ ପାଇଁ କରିଲ ପ୍ରଭୁ। ମୁଁ କଣ ଅପ-ରାଧ କରିଛି। କି ଭୁଲ କରିଛି ତୁମର। ମୋତେ କାହିଁକି ଏମିତି ଦ-ଣ୍ଡ ଦଉଛ। ମୋ ଆୟୁଷ ନେଇ ମୋ ସ୍ୱାମୀଙ୍କୁ ଦେଇ ତାଙ୍କ ଆୟୁଷ ବଢ଼ାଇ ଦିଅ। ମୁଁ ତାଙ୍କ ବିନା ବଞ୍ଚି ପାରିବି ନାହିଁ।ହଁ ଆଜ୍ଞା ହସ ଖୁସିରେ କ-ଟୁଥିବା ଦିନ ଯେ ଏମିତି ଦୁର୍ଦ୍ଦିନରେ ପରିଣତ ହୋଇଯିବ ତାହା କେହି କେବେବି ବିଶ୍ୱାସ କରିପାରିନଥିବେ। ଏମିତି ଦୁଃ-ଖଦ କାହାଣୀ ହେଉଛି ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ବ୍ଲକ ଅଧିନମହୁରାପାଟଣା ସାହିର ହିମାଂଶୁ ମିଶ୍ରଙ୍କର। ଆଖିରୁ ବହି ଯାଉଛି ଧାର ଧାର ଲୁହ। ମନରେ ଅସୁମାରୀ ଦୁଃ-ଖ। ଲୁହକୁ ଯେତେ ଅଟକାଇବାକୁ ଚେଷ୍ଟା କଲେ ବି ଲୁହ ଅଟକୁ ନାହିଁ।

ଆଉ ସେପଟେ ଖଟିଆ ଉପରେ ପଡି ରହିଛନ୍ତି ସ୍ୱାମୀ ହିମାଂଶୁ। ଦୁଇଟି ଯାକ କିଡନୀ ଖରାପ ତାଙ୍କୁ ଆଜି ଅକର୍ମଣ୍ୟ କରିଦେଇଛି। ଶେଷ ରାସ୍ତା ଏବେ ହିମାଂଶୁ ହେଲେ ବଞ୍ଚିବାକୁ ସେ ଅନେକ ଇଛା ରଖିଛନ୍ତି କିନ୍ତୁ କେବଳ ତାଙ୍କୁ ବଞ୍ଚିବାର ରାହା ଦରକାର। ଖଟ ଉପରେ ବସି କା-ନ୍ଦି କା-ନ୍ଦି ସ୍ବାମୀଙ୍କ ମୁଣ୍ଡକୁ ଆଉଁସି ଦେଉଛନ୍ତି ସ୍ତ୍ରୀ।ହିମାଂଶୁ ହେଉଛନ୍ତ ଘରର ଏକ ମାତ୍ର ରୋଜଗାରିଆ ପୁଅ। ହେଲେ ସିଏ ଏବେ ଖଟିଆରେ ଜୀବନ କା-ଟୁଛନ୍ତି। ତେବେ ଖବର ମୁତାବିକ ହିମାଂଶୁଙ୍କ ବାହାଘର ସ୍ୱାଗତିକାଙ୍କ ସହ ୨ ବର୍ଷ ପୂର୍ବରୁ ହୋଇଥିଲା। ଉଭୟଙ୍କର ଗୋଟିଏ ଶିଶୁ ପୁତ୍ର ମଧ୍ୟ ହୋଇଛି।

ତେବେ ୧୫ ଦିନ ପୂର୍ବରୁ ହିମାଂଶୁଙ୍କୁ ଜ୍ଵର ହୋଇଥିଲା ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ ପରିବାର ଲୋକେ। ସେଠାରେ ପରୀକ୍ଷା ପରେ ଜଣା ପଡିଥିଲା କି ହିମାଂଶୁଙ୍କର ଦୁଇଟି ଯାକ କିଡନୀ ଖରାପ ହୋଇଯାଇଛି। ଏହା ପରେ ତାଙ୍କୁ କଟକ ବଡ଼ ହସ୍ପିଟାଲକୁ ନେଇ ଯାଇଥିଲେ ସେଠାରେ ମଧ୍ୟ ସେହି ସମାନ ରିପଟ। ହିମାଂଶୁଙ୍କର ଦୁଇଟି ଯାକ କିଡନୀ ଖରାପ ହୋଇଯାଇଛି।

ଏଭଳି ଖବର ଶୁଣିବା ପରେ ଯେପରି ପରିବାର ଲୋକଙ୍କ ପାଦ ତଳୁ ମାଟି ଖସି ଯାଇଛି। ଡାକ୍ତର କହିଛନ୍ତି ହିମାଂଶୁଙ୍କର ଗୋଟିଏ କିଡନୀ ଲାଗିଲେ ସେ ସାଧାରଣ ଜୀବନ ବିତାଇ ପାରିବେ। ଆଉ ହିମାଂଶୁଙ୍କ ପାଇଁ ତାଙ୍କ ମା’ କିଡନୀ ଦେବା ପାଇଁ ପୁରା ପ୍ରସ୍ତୁତ ଅଛନ୍ତି। ସବୁ ପରୀକ୍ଷା ମଧ୍ୟ ସରିଯାଇଛି ହେଲେ କିଡନୀ ପ୍ରତିରୋପଣ ପାଇଁ ୩୦ ଲକ୍ଷ୍ୟ ଟଙ୍କାର ଆବଶ୍ୟକତା ରହିଛି। ଏତେ ଟଙ୍କା ଆସିବ କେଉଁଠୁ। ହିମାଂଶୁ ବଞ୍ଚିବେ କେମିତି ଏଇ କଥା ଭାବି ଭାବି ହିମାଂଶୁଙ୍କ ପରିବାରକୁ ଭୋକ ଶୋଷ କିଛି ବି ଲାଗୁନାହିଁ। ସବୁକିଛି ଯେମିତି ଏବେ ମ-ରିଯାଇଛି।

ଏବେ କାନ୍ଦି କାନ୍ଦି ସରକାରୀ ସହାୟତା ପାଇଁ ଅପେକ୍ଷା କରିଛନ୍ତି ପରିବାର ଲୋକେ ଏବଂ ସ୍ଥାନୀୟ ବାସିନ୍ଦା।ଏ ହେଉଛନ୍ତି ତାଙ୍କ ଗାଁର ସୁନା ପୁଅ। ଯଦି କେହି ଶହଦୀୟ ବ୍ୟକ୍ତି କିମ୍ବା ସାମାଜିକ ସଙ୍ଗଠନ ହିମାଂଶୁଙ୍କୁ ସାହାର୍ଯ୍ୟ କରିବାକୁ ଚାହାଁନ୍ତି ତେବେ ହିମାଂଶୁଙ୍କ
ଆକାଉଣ୍ଟ ନମ୍ବର- ୦୯୯୪୦୧୧୦୦୮୭୫୮୯

IfC code: UCBA 0000994

Phon pay: 6362449243

Leave a Reply

Your email address will not be published. Required fields are marked *