ପୁଣି ସ୍ତ୍ରୀକୁ ମା-ରିବାକୁ ସାପ ସୁପାରୀ। ସ୍ତ୍ରୀକୁ କୁଣ୍ଢାଇ ଧରି ଜବ-ରଦସ୍ତ ସାପ ଆଣି ଚୋ-ଟ ମା-ରିଲା।

୧୭ ହଜାର ଟଙ୍କାରେ ୨ ଟି ସାପ କିଣି ଉଥରାଙ୍କ ପାଇଁ ଷ-ଡ଼ଯ-ନ୍ତ୍ର ରଚିଥିଲା ସୁରଜ,ଧରା ପଡିବା ପରେ ମିଳିଲା ଏମିତି ଦ-ଣ୍ଡ।ବି-ଷଧର ସାପ ଦ୍ୱାରା ସ୍ତ୍ରୀକୁ ହ-ତ୍ୟା କରିବା ପ୍ରଥମ ନୁହେଁ। ବାସନ୍ତୀଙ୍କ ପରି ଉଥରାଙ୍କୁ ମଧ୍ୟ କରାଯାଇଥିଲା ହ-ତ୍ୟା। ସ୍ୱାମୀ ୧୭ ହଜାର ଟଙ୍କାରେ ୨ ଟି ସାପ କିଣି ସ୍ତ୍ରୀକୁ ମା-ରିଥିଲା। ଗାତ ଭିତରୁ ମଲା ସାପକୁ ଆଣି ପୋ-ଲିସ ଯାଞ୍ଚ କଲା।ସତ ସାମ୍ନାକୁ ଆସିବା ପରେ ସ୍ୱାମୀଙ୍କୁ ଏଭଳି ଭ-ୟଙ୍କର ଦ-ଣ୍ଡ ମିଳିଲା।ହଁ ଆଜ୍ଞା ସାପ ଦ୍ୱାରା ସ୍ତ୍ରୀକୁ ହ-ତ୍ୟା କରିବା ହ-ତ୍ୟା କରିସାରି ଧରା ନପଡିବା ପାଇଁ ଭଲ ଅଭିନୟ କରିବା। ଏ ଘ-ଟଣା ଗଞ୍ଜାମ ଆଶାରେ ଘଟିଥିବା ପ୍ରଥମ ଘ-ଟଣା ନୁହେଁ। ଏଭଳି ଏକ ଘଟ-ଣାକାଣ୍ଡ ମଧ୍ୟ ଆଗରୁ ଘଟି ସାରିଛି। ଯୌତୁକ ପାଇଁ ଦୁଇ ଦୁଇ ଥର ସାପକୁ ସୁପାରୀ ଦେଇ ସ୍ତ୍ରୀକୁ ମା-ରିଦେଇଛି ଏଇ ସ୍ୱାମୀ।

ଆଜ୍ଞା ହଁ ବନ୍ଧୁଗଣ ଏ ହେଉଛନ୍ତି ସେଇ ଉଥରା ଯିଏକି ବାପା ମାଆଙ୍କର ଅଲିଅଳି ଝିଅ ଥିଲେ। କିଛି ବର୍ଷ ତଳେ ଉଥରାର ବାହାଘର କରିଦେଇଥିଲେ। ମାତ୍ର ବାହାଘର ପରେ ଉଥରା ସହିତ କିଛି ବି ଭଲ ଚାଲିନଥିଲା। ଶାଶୂ ଘରେ ଉଥରାଙ୍କୁ ବହୁତ ନିର୍ଯ୍ୟା-ତନା ଦେଉଥିଲେ। ସେଥିପାଇଁ ବାରମ୍ବାର ବାପ ଘରକୁ ଚାଲି ଆସୁଥିଲେ ଉଥରା।ସ୍ତ୍ରୀକୁ ଫେରାଇ ନେବା ପାଇଁ ସ୍ୱାମୀ ସୁରଜ ଶଶୁର ଘରକୁ ଆସୁଥିଲା। ସେଦିନ ଥିଲା ୨୦୨୦ ମସିହା ମେ ୬ ତାରିଖ। ସ୍ୱାମୀ ସ୍ତ୍ରୀ ସାଙ୍ଗ ହୋଇ ସୋଇଥିବା ବେଳେ ସ୍ୱାମୀ ଉଠି ଯାଇଥିଲେ। ହେଲେ ସ୍ତ୍ରୀ ଉଥରା ଉଠିନଥିଲେ। ଯାହାକୁ ନେଇ ଉଥରାଙ୍କ ମା ଚିନ୍ତାରେ ପଡ଼ି ଯାଇଥିଲେ। ଆଉ ଦୌଡ଼ି ଯାଇ ଘର ଭିତରେ ଦେଖିଲା ବେଳକୁ ଉଥରାଙ୍କ ମୁହଁ ଖୋଲା ଥିବା ବେଳେ ତାଙ୍କ ଦେହ ପୁରା ନୀଳ ପଡିଯାଇଥିଲା। ଏସବୁକୁ ଦେଖି ମା ଉଥରାଙ୍କ ସ୍ବାମୀଙ୍କୁ ଡାକି ପଚାରିବାରୁ ସେ କିଛି ଜାଣି ନାହାଁନ୍ତି ବୋଲି ସିଧା ସିଧା କହି ଦେଇଥିଲେ।

ଏହା ପରେ ଉଥରାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲକୁ ନେଇଯାଇଥିଲେ। ମାତ୍ର ମେଡିକାଲରେ ପହଁଚିଲା ବେଳକୁ ଡାକ୍ତର ଉଥରାଙ୍କୁ ମୃ-ତ ଘୋଷଣା କରିଥିଲେ।ଏ ଖବର ପାଇବା ପରେ ପରିବାର ପୁରା ଦୁଃ-ଖରେ ଭାଙ୍ଗି ପଡିଥିବା ବେଳେ ଏ ଝିଅର ଏମିତି ହଠାତ ମୃ-ତ୍ୟୁ ହେଲା କେମିତି ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଠିକ ଏତିକି ବେଳେ ଉଥରାଙ୍କ ହାତରେ ସାପ କାମୁ-ଡ଼ିବାର ଚିହ୍ନ ଦେଖି ନେଇଥିଲେ ଡାକ୍ତର ଆଉ ଉଥରାଙ୍କୁ ସାପ କାମୁ-ଡିଛି ବୋଲି ସମସ୍ତେ ଭାବି ନେଇଥିଲେ।ମାତ୍ର ପୋଷ୍ଟମଟମ ରି-ପୋର୍ଟ ଯେତେବେଳେ ଆସିଥିଲା ତାହାକୁ ଦେଖି ସମସ୍ତେ ଯେମିତି ଚମକି ପଡ଼ିଥିଲେ କାରଣ ଉଥରାଙ୍କ ମୃ-ତ୍ୟୁ ପୂର୍ବରୁ ତାଙ୍କୁ ନିଶା ଦିଆଯାଇଥିବା ନେଇ ଜଣା ପଡିଥିଲା। ଯାହାକି କୌଣସି ଦୁର୍ଘ-ଟଣା ନୁହେଁ ବରଂ ଉଥରାଙ୍କୁ ଯୋଜନା ବୋଧ ଭାବେ ହ-ତ୍ୟା କରାଯାଇଥିଲା ଏ ଘଟ-ଣାରୁ ସ୍ପଷ୍ଟ ଜଣା ପଡିଯାଇଥିଲା।

ଏ ନେଇ ପୋ-ଲିସ ଘରକୁ ଆସି ତଦନ୍ତ ଆରମ୍ଭ କରିଥିଲା ମାତ୍ର କୌଣସି ବି ପ୍ରମାଣ ପାଇନଥିଲା। ସେପଟେ ପରିବାର ଲୋକେ ଜୁଆଁଇ ସୁରଜଙ୍କୁ ସନ୍ଦେହ କରୁଥିବା କଥା କହିବା ପରେ ପୋଲିସ ମଧ୍ୟ ସୁରଜକୁ ନେଇ ପଚ-ରାଉଚରା କରିଥିଲା। ମାତ୍ର ସୁରଜ ଏ କଥାକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଦେଇଥିଲା। ହେଲେ ପୋ-ଲିସ ତାର ତଦ-ନ୍ତରେ ଟିକେ ବି ପଛ ଘୁଞ୍ଚା ଦେଇନଥିଲା। ପୋ-ଲିସ ତାର ତ-ଦନ୍ତ ଜୋର-ଦାର ଜାରି ରଖିଥିଲା।ଠିକ ଏତିକି ବେଳେ ଉଥରାଙ୍କୁ କାମୁ-ଡିଥିବା ସାପକୁ ପରିବାର ଲୋକେ ମା-ରି ଯେଉଁ ଗାତ ତଳେ ପୋତି ଦେଇଥିଲେ ସେଇ ଗାତ ତଳୁ ସାପକୁ ଉଧାର କରି ଛାନବିନ ଆରମ୍ଭ କରିଥିଲା ପୋ-ଲିସ। ଏହାପରେ ସେଇ ସାପକୁ ଆଣି ତ-ଦନ୍ତ କରିବା ପରେ ଅନେକ ଘ-ଟଣା ସାମ୍ନାକୁ ଆସିଥିଲା। ଏଥି ସହିତ ସୁରଜକୁ ବାରମ୍ବାର ପଚ-ରାଉଚରା କରାଯିବା ସହିତ ସୁରଜର ମୋବାଇଲ ଏବଂ ତାର ଲାପଟପ ଚେ-କ କରିବାରୁ ସବୁ ସତ ଗୋଟି ଗୋଟି କରି ସାମ୍ନାକୁ ଆସିଥିଲା।

ଅନେକ ଦିନ ଧରି ସୁରଜ ସାପ ମାନଙ୍କୁ ନେଇ ରିସର୍ଚ୍ଚ କରୁଥିବା ବେଳେ ସାପ କାମୁ-ଡ଼ାରେ କେମିତି ଲୋକ ମାନଙ୍କର ମୃ-ତ୍ୟୁ ହୁଏ ତାକୁ ନେଇ ସେ ରି-ସର୍ଚ୍ଚ କରୁଥିବାର ଗୁଗୁଲ ହିଷ୍ଟ୍ରିରେ ଜଣା ପଡିଥିଲା। ଯାହାକୁ ନେଇ ସୁରଜ ଉପରେ ପୋଲି-ସର ଆହୁରି ସ-ନ୍ଦେହ ବଢିଯାଇଥିଲା। ଏଥି ସହିତ ଅନେକ ସାକ୍ଷୀ ପ୍ରମାଣକୁ ନେଇ ପୋ-ଲିସ ଯାଞ୍ଚ କରିବା ପରେ ସବୁ ସତ ସାମ୍ନାକୁ ଆସିଥିଲା। ଆଉ ସୁରଜ ହିଁ ପ୍ରକୃତ ଦୋ-ଷୀ ବୋଲି ଜାଣି ପାରିଥିଲା।ଏଥି ସହିତ ସୁରଜକୁ ପୋ-ଲିସ ଗି-ରଫ କରିଥିଲା। ଉଥରାଙ୍କ ମା ଜଣେ ଅଧ୍ୟାପିକା ଥିବାବେଳେ ତାଙ୍କ ବାପା ଜଣେ ଭଲ ବିଜନେସ ମ୍ୟାନ ଥିଲେ। ଟଙ୍କା ପଇସା କେଉଁଥିରେ ତାଙ୍କର ଅଭାବ ନଥିଲା। ହେଲେ ଗୋଟିଏ ଦୁଃ-ଖ ଥିଲା କାରଣ ଉଥରା ମାନସିକ ଭାବେ ଟିକେ ଦୁର୍ବଳ ଥିଲେ। ସେଥିପାଇଁ ଉଥରାଙ୍କର ବାହାଘର କେଉଁଠି ବି ହୋଇ ପାରୁନଥିଲା।

କିନ୍ତୁ ଉଥରାଙ୍କ ଏଭଳି କଥା ଜାଣି ସୁଧା ସୁରଜ ତାଙ୍କୁ ବାହା ହେବାକୁ ରାଜି ହୋଇଥିଲା। ଏଥି ସହିତ ଉଥରାଙ୍କ ପରିବାର ଲୋକେ ତାଙ୍କୁ ଅନେକ ପ୍ରକାରର ଯୌ-ତୁକ ଦେଇଥିଲେ। ମାତ୍ର ସେତିକିରେ ସୁରଜଙ୍କର ମନ ଶାନ୍ତି ହୋଇନଥିଲା। ସେ ବାରମ୍ବାର ଉଥରାଙ୍କୁ ନିର୍ଯ୍ୟା-ତନା ଦେବା ସହିତ ଉଥରାଙ୍କ ପରିବାର ଲୋକଙ୍କ ଠାରୁ ଆହୁରି ଅଧିକ ଟଙ୍କା ନେବା ପାଇଁ ସବୁବେଳେ ଇଛା ରଖୁଥିଲେ। କାରଣ ଉଥରା ତାଙ୍କର ପସନ୍ଦ ନଥିଲା ତାଙ୍କର ପସନ୍ଦ ଥିଲା ଉଥରାଙ୍କ ବାପା ଆଉ ମାଙ୍କ ଟଙ୍କା ପଇସାକୁ। ଏଥି ସହିତ ଉଥରାଙ୍କୁ ନିଜ ରାସ୍ତାରୁ ହଟାଇ ଆଉ ଜଣଙ୍କୁ ବାହା ହେବା ପାଇଁ ମନସ୍ଥ କରିଥିଲେ ସୁରଜ।

ସେଥିପାଇଁ ୧୭ ହଜାର ଟଙ୍କା ଦେଇ ସାପ କିଣିଥିଲେ ସୁରଜ। ଆଉ ବ୍ୟାଗରେ ପୁରାଇ ସ୍ତ୍ରୀ ସୋଇଥିବା ସ୍ଥାନରେ ଆଣି ଛାଡି ଦେଇଥିଲେ। ମାତ୍ର ସାପଟି ସ୍ତ୍ରୀକୁ କା-ମୁଡି ନଥିବା ବେଳେ ଜବ-ରଦସ୍ତି ସାପର ବେକକୁ ଧରି ସ୍ତ୍ରୀକୁ କାମୁ-ଡିବା ପାଇଁ ବାଧ୍ୟ କରିଥିଲେ ସୁରଜ। ଏନେଇ ସମସ୍ତ ଘଟ-ଣାକୁ ମାନିବା ପରେ କୋର୍ଟ ପକ୍ଷରୁ ସୁରଜକୁ ଆଜୀବନ କାରା-ଦଣ୍ଡ ମିଳିଛି। ତେବେ ଏଭଳି ଏକ ଘ-ଟଣା କେରଳରେ ଦେଖିବାକୁ ମିଳିଛି। ଯାହାକି ଓଡ଼ିଶାରେ ଗଞ୍ଜାମ ଜିଲ୍ଲାରେ ଘଟିଥିବା ଘଟ-ଣା ସହିତ ସମ୍ପୂର୍ଣ୍ଣ ଭାବେ ମେଳ ଖାଉଛି।

Leave a Reply

Your email address will not be published. Required fields are marked *