ଦୋକାନରେ ପଶି ଆକ୍ର-ମଣ। ସ୍ୱାମୀର ମୁଣ୍ଡ ଗଡ଼ିଗଲା। ସ୍ତ୍ରୀ ଚାଲିଗଲା।
ଦୋକାନରେ ଶୋଇ ଥିଲେ ସ୍ୱାମୀ ସ୍ତ୍ରୀ ରାତିରେ କିଛି ଦୁ-ର୍ବୁତ୍ତ ଆସି ସ୍ୱାମୀ ସ୍ତ୍ରୀଙ୍କୁ ଆକ୍ର-ମଣ କଲେ ଆଉ ଏବେ…ଆଉ ସହି ପାରିଲାନି ସ୍ତ୍ରୀ ସେଦିନର ରାତିର ଛାତି ଥରା ଦୃ-ଶ୍ୟ ଭୁଲି ପାରିଲାନି। ସ୍ୱାମୀକୁ ଛାଡି ଆଉ ବେସି ଦିନ ବଞ୍ଚିପାରିଲାନି। ହଁ ଆଜ୍ଞା ସେଦିନ ସ୍ବାମୀଙ୍କ ସହ ଯାହା ଘଟିଥିଲା ଜାଣିଲେ ଆପଣ ବି ସ୍ତବ୍ଧ ହୋଇଯିବେ।
କଟକ ଜିଲ୍ଲା ସାଲେପୁର ଥା-ନା ଅନ୍ତର୍ଗତ ଉଳିଆ ବଜାର ପୋଲ ପାଖରେ ଜଳଖିଆ ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉ ଥିବା ହରେକୃଷ୍ଣ ପୁଷ୍ଟି ଏବଂ ସ୍ତ୍ରୀ ଅନ୍ନପୂର୍ଣ୍ଣା ପୁଷ୍ଟି ସବୁ ଦିନ ଭଳି ଦୋକାନରେ ରାତିରେ ଶୋଇ ଥିବା ବେଳେ ସକାଳେ ଗାଁ ଲୋକେ ଚା ପିଇବାକୁ ଆସିଥିବା ବେଳେ ହରେକୃଷ୍ଣ ମୃତ ଓ ତାଙ୍କ ପତ୍ନୀ କ୍ଷ-ତାସ୍ତ ଅବସ୍ଥାରେ ଦେଖିବାକୁ ପାଇଥିଲେ।
ତେବେ ସେଦିନ କାଳ ରାତିରେ କିଛି ବୁଝିବା ପୂର୍ବରୁ ସ୍ତ୍ରୀ ଯେତେବେଳେ ଆଖି ଖୋଲିଥିଲା ଦୋକାନରେ ଲାଗିଥିଲା ର-କ୍ତର ଛିଟା। ସ୍ତ୍ରୀ ଖାଲି ଏତିକି ଦେଖିଲା ସ୍ୱାମୀ ଶୋଇ ପଡିଛି ଆଉ ଡାକିଲେ ଉଠୁନି। ସ୍ତ୍ରୀ ମୁଣ୍ଡକୁ ବି ଆକ୍ର-ମଣ ହୋଇଥିଲା। ଆଉ ଗୁରୁ-ତ୍ୱର ହୋଇ ପଡ଼ିଥିଲା ସ୍ତ୍ରୀ। ହେଲେ ସ୍ୱାମୀକୁ ଅତି ବିଭ-ତ୍ସ ଭାବେ ଆକ୍ର-ମଣ କରିଥିଲେ ୫ ଜଣ ନରରୂପୀ ରା-କ୍ଷସ। ଘ-ଟଣା ପୁରା ଅଞ୍ଚଳରେ ଛାଞ୍ଚଲ୍ୟ ସୃଷ୍ଟି କରିଦେଇଥିଲା।
ସାଲେପୁର ପୋଲି-ସକୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ ଦୁ-ର୍ବୁତ୍ତ। ତେବେ ଏଭଳି ବିଭତ୍ସ ହ-ତ୍ୟାକା-ଣ୍ଡରେ ହରେକୃଷ୍ଣ ପୁଷ୍ଟିଙ୍କ ମୃ-ତ୍ୟୁ ହୋଇଥିବା ବେଳେ ପତ୍ନୀ ଅନ୍ନପୂର୍ଣ୍ଣା ପୁଷ୍ଟିଙ୍କୁ ଗୁରୁ-ତ୍ୱର ଅବସ୍ଥାରେ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ମାସେ ହେଲା ସେ ଚିକିତ୍ସିତ ହେଉଥିଲେ। କିଛି ଦିନ ପରେ ଆର୍ଥିକ ଦୃଷ୍ଟିରୁ ସମ୍ବଳ ନଥିବାରୁ ଘରେ ରହି ଚିକିତ୍ସିତ ହେଉଥିଲେ ହେଲେ ଏବେ ଖବର ଆସି ପହଁଚିଛି ସେ ଆଉ ନାହାଁନ୍ତି।
ଆଖି ଆଗରେ ସ୍ବାମୀଙ୍କ ମୃ-ତ୍ୟୁ କଥା ଭାବି ଭାବି ଭାଙ୍ଗି ପଡିଥିଲା ଅନ୍ନପୂର୍ଣ୍ଣା। ସ୍ୱାମୀଙ୍କୁ ପ୍ରତିଦିନ ଝୁରି ହେଉଥିଲେ ଆଉ ଆଉ ଆଜି ଭଗବାନ ତାଙ୍କ ପାଖକୁ ଡାକି ନେଲେ। ସ୍ୱାମୀ ପରେ ପରେ ସ୍ତ୍ରୀ ବି ଚାଲିଗଲେ।ଘ-ଟଣା ସ୍ଥଳରେ ଖବର ପାଇ ସାଲେପୁର ପୋ-ଲିସ ପହଁଚି ମୃ-ତ୍ୟୁବ-ରଣ କରିଥିବା ମହିଳାଙ୍କ ଶ-ବକୁ ବ୍ୟବ-ଚ୍ଛେଦ ପାଇଁ କଟକ ପଠାଇଥିବା ସୂଚନା ମିଳିଛି।ଏଭଳି ଘ-ଟଣା ୫ ଜଣ ଦୁ-ର୍ବୁତ୍ତ ଘଟାଇଛନ୍ତି ତ ଏବେ ସେହି ୫ ଜଣ ଆସାମୀ ଥା-ନାରେ ଅଛନ୍ତି। ଦେଖିବାକୁ ବାକି ରହିଲା ସେହି ୫ ଜଣ ଦୁର୍ବୁ-ତ୍ତଙ୍କୁ କଣ ସଜା ମିଳୁଛି।