ତୁ ଗରିବ ପୁଅ ତୋତେ ବାହା ହେବିନି।

ଯୁବତୀ ଗରିବ କହି ଯୁବକଙ୍କୁ ସିଧା ସିଧା ମନା କରିଦେଲା… ଆଉ ତାପରେ…. ।ଗ୍ୟାରେଜ ମିସ୍ତ୍ରିଙ୍କୁ ଯୁବତୀ ମନ ଦେଇଦେଲା। ଗରିବ ପୁଅ ବୋଲି ବାହା ହେବାକୁ ମନା କରିଦେଲା। ଗ୍ୟାରେଜ ମିସ୍ତ୍ରି ନାଁରେ ଥା-ନାରେ ଏତ-ଲା ଦେଲା ଯୁବତୀ। ଥା-ନା ଭିତରୁ ବାହାରିଲା ବେଳକୁ ଯୁବତୀର ଜୀବନ ଗଲା।ପ୍ରକାଶ କାମାଖିଙ୍କୁ ବହୁତ ଭଲ ପାଉଥିଲେ। ଉଭୟଙ୍କର ଦେଖା ହୋଇଥିଲା ଗ୍ୟାରେଜରେ। ଦିନେ ଯୁବତୀଙ୍କର ସ୍କୁଟି ଖରାପ ହୋଇଯାଇଥିଲା। ତାପରେ ନିକଟରେ ଥିବା ଗ୍ୟାରେଜକୁ ଆସିଥିଲେ ଯୁବତୀ। ଗ୍ୟାରେଜରେ ପ୍ରକାଶ ସହିତ ଦେଖା ହୁଏ। ଯୁବତୀ ପ୍ରକାଶକୁ ଦେଖିବା ପରେ ସେଇଠି ହିଁ ମନ ଦେଇ ଦେଇଥିଲେ ପ୍ରକାଶକୁ।

ପରେ ଯୁବତୀର ସ୍କୁଟି ଖରାପ ହୋଇନଥିଲେ ମଧ୍ୟ ସେ ନିଜେ ନିଜେ ସ୍କୁଟିକୁ ଖରାପ କରି ପ୍ରକାଶଙ୍କ ପାଖକୁ ଆସନ୍ତି। ପ୍ରକାଶ ମଧ୍ୟ ସ୍କୁଟିକୁ ସଙ୍ଗେ ସଙ୍ଗେ ସଜାଡି ଦିଅନ୍ତି। ଏମିତି କଥାବାର୍ତ୍ତା ମଧ୍ୟରେ ଉଭୟ ଉଭୟଙ୍କୁ ମନ ଦିଆନିଆ ହୋଇଗଲେ। ତାପରେ ପ୍ରେମ ସମ୍ପର୍କ ଆଗକୁ ବଢ଼ିଲା।ଯୁବତୀର ବୟସ ହେଉଛି ୩୦ ଓ ଯୁବକର ବୟସ ହେଉଛି ୨୨। ଯୁବକର ବୟସ ଯୁବତୀଙ୍କ ଠାରୁ କମ ଥିଲେ ମଧ୍ୟ ଉଭୟ ଉଭୟଙ୍କୁ ବହୁତ ଭଲ ପାଉଥିଲେ। ଯୁବତୀ ଜଣଙ୍କ ହେଉଛନ୍ତି ୮ ବର୍ଷର ବଡ଼। କିଛି ଦିନ ବିତିବା ପରେ ଯୁବକ ଜଣଙ୍କ କହିଲେ ବିବାହ ହେବା ପାଇଁ ହେଲେ ଯୁବତୀ ସିଧା ସିଧା ମନା କରିଦେଲେ।

ଯୁବତୀ ଆହୁରି ମଧ୍ୟ କହିଲେ କି ମୋ ଠାରୁ ତୁମେ ଦୁରେଇ ଯାଅ। ହେଲେ ଯୁବକ ଜଣଙ୍କ ଯୁବତୀଙ୍କୁ ହୃଦୟ ଦେଇ ଭଲ ପାଉଥିଲେ। ଯୁବକ ବାରମ୍ବାର କହୁଥିଲେ ସେ ତାଙ୍କୁ ନିଜର କରିବା ପାଇଁ।ହେଲେ ଯୁବତୀ ରାଗରେ ଉତକ୍ଷିପ୍ତ ହୋଇ ଯୁବକର ନାଁରେ ଥା-ନାରେ ଏତ-ଲା ଦେଲେ। ହେଲେ ଯୁବକ ଜଣଙ୍କ ଏକଥାକୁ ସହି ପାରିଲେ ନାହିଁ। ପ୍ରେମିକା ଜଣକ ଯେମିତି ଥା-ନାରୁ ବାହାରିଛନ୍ତି ବାଟରେ ପ୍ରେମିକାର ଜୀବନ ନେଇଯାଇଛନ୍ତି ପ୍ରେମିକ ପ୍ରକାଶ। ଏବେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି କାମାଖୀ।

ପୋ-ଲିସ ଏହି ଘଟ-ଣାକୁ ତ-ଦନ୍ତ କରି ଅଭି-ଯୁକ୍ତ ପ୍ରକାଶକୁ ଗି-ରଫ କରିଛନ୍ତି। ଏଭଳି ଘ-ଟଣା ଦେଖିବାକୁ ମିଳିଛି ଗୋଆରଭରିରେ। ଯୁବତୀର ମୃ-ତ ଦେହକୁ ଅଵଲୀଉପଟେକାକୁ ଫୋପାଡ଼ି ଦେଇଥିଲା ପ୍ରେମିକ ପ୍ରକାଶ। ଏବେ ପ୍ରେମିକ ପ୍ରକାଶ ପୋ-ଲିସ ହାତରେ ଧରା ପଡିବା ପରେ ଏବେ ସେ ଜେ-ଲରେ ଅଛନ୍ତି।

Leave a Reply

Your email address will not be published. Required fields are marked *