ସିଙ୍ଗଡା ଭିତରେ ମଲା ଝିଟିପିଟି। ବାପ ଝିଅ।
ଲୋକାଲ ମାର୍କେଟରୁ ସିଙ୍ଗଡା ଖାଇ ଗୁରୁତ୍ୱର ଅବସ୍ଥାରେ। ମେଡିକାଲରେ ଭର୍ତି ହେଲା ଝିଅ। ଘଟ-ଣା ସ୍ଥଳରେ ପହଞ୍ଚି….ସିଙ୍ଗଡାରୁ ବାହାରିଲା ମଲା ଝିଟିପିଟି। ସିଙ୍ଗଡା ଖାଇ ବାପ ଝିଅ ଗୁରୁ-ତ୍ୱର। ଦୋକାନିକୁ ପୋଲି-ସର ପଚ-ରାଉ-ଚରା ଜାରି।ସିଙ୍ଗଡା ଖାଉ ଖାଉ ବିଗିଡିଗଲା ଝିଅର ସ୍ୱାସ୍ଥ୍ୟ ଅବସ୍ଥା। ଆଳୁ ବାହାର କରି ଦେଖିବାରୁ ବାହାରିଲା ମଲା ଝିଟିପିଟି। କଥାଟି ଅଜବ ଲାଗୁଥିବ କିନ୍ତୁ ଘଟ-ଣାଟି ସତ। ଘରେ ଆମେ ଯେଉଁ ଭଳି ଭାବେ ଖାଦ୍ୟ ପ୍ରସ୍ତୁତ କରିଥାଉ ବାହାରେ ମିଳୁଥୁବା ଖାଦ୍ୟ ସେହିଭଳି ପ୍ରସ୍ତୁତ ହୋଇନଥାଏ। ଏହା ଜାଣି ମଧ୍ୟ ସମୟ ଅ-ଭାବ ହେଉ କିମ୍ବା ବ୍ୟସ୍ତତା ଯୋଗୁ ବାହାରେ ଆମେ ଖାଦ୍ୟ ଖାଇଥାଉ।
ବାହାରର ଖାଦ୍ୟ ଖାଇ ଲୋକେ ଫ୍ରୁଟ ପୟଜନର ଶି-କାର ମଧ୍ୟ ହେଉଛନ୍ତି। ବାହାର ଖାଦ୍ୟରେ କେତେବେଳେ ଅପମି-ଶ୍ରଣ କରାଯାଉଥିବା ଖବର ପ୍ରାୟ ପ୍ରତିଦିନ ଶୁଣିବାକୁ ପାଉଥିବେ।ଏହା ସହିତ ଖାଦ୍ୟରେ କେତେବେଳେ ସାପ ବେଙ୍ଗ ଝିଟିପିଟି ବାହାରିବା ଘ-ଟଣା ମଧ୍ୟ ଶୁଣିବାକୁ ମିଳିଥାଏ।ଗୋଟିଏ ରେଷ୍ଟୁରାଣ୍ଟରେ ଜଣେ ବ୍ୟକ୍ତି ଖାଉଥିବା ବେଳେ ଚିକେନ୍ ତରକାରୀରୁ ଗୋଟିଏ ମଲା ମୂଷା ବାହାରି ଥିଲା। ଯାହା ସମଗ୍ର ଅଞ୍ଚଳରେ ଚହଳ ସୃଷ୍ଟି କରିଦେଇଥିଲା।ସେହିପରି ଏକ ଘ-ଟଣା ଜାଣିବାକୁ ମିଳିଛି ଉତ୍ତରପ୍ରଦେଶର ହମପୁର ଠାରେ।
ଏକ ଲୋକାଲ ମାର୍କେଟରୁ ସିଙ୍ଗଡା ଖାଇ ବାପ ଝିଅ ଗୁରୁତ୍ୱର ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହାର ପ୍ରକୃତ କାରଣ ଜାଣିଲେ ଆପଣଙ୍କ ହସ ଉଡିଯିବ। ତେବେ ଆସନ୍ତୁ ଜାଣିବା ପ୍ରକୃତ ଘଟ-ଣାଟି କଣ।ହମପୁର ସହରର ଚଣ୍ଡିଗଡ଼ରେ ଅବସ୍ଥିତ ଏକ ଆର୍ଯ୍ୟନଗର ନିବାସି ମନୋଜ ପୁରା ଘର ପାଇଁ ସିଙ୍ଗଡା ଆଣିଥିଲେ। ସିଙ୍ଗଡାକୁ ପ୍ରଥମେ ତାଙ୍କର ୧୩ ବର୍ଷର ଝିଅ ଖାଇଥିଲା ପରେ ମନୋଜ ସେହି ସିଙ୍ଗଡା ଖାଇଥିଲେ। ସିଙ୍ଗଡା ଖାଇବା ମାତ୍ରେ ସ୍ୱାଦ ଅଲଗା ଲାଗିଥିଲା। ପରେ ସେ ସିଙ୍ଗଡାକୁ ଫାଳ କରି ଦେଖିଥିଲେ। ଏହି ସିଙ୍ଗଡା ଭିତରୁ ମଲା ଝିଟିପିଟି ବାହାରିଥିଲା।
ସେପଟେ ସିଙ୍ଗଡା ଖାଇ ତାଙ୍କର ୧୩ ବର୍ଷର ଝିଅ ଅସୁସ୍ଥ ହୋଇପଡିଥିଲା। ପରେ ପରେ ମନୋଜଙ୍କ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ବିଗିଡିବାରେ ଲାଗିଥିଲା। ଏହା ପରେ ଉଭୟ ବାପ ଝିଅଙ୍କୁ ଲୋକାଲ ମେଡ଼ିକାଲରେ ଭର୍ତି କରାଯାଇଥିଲା। ପରେ ପିଡିତାଙ୍କ ପରିବାର ଲୋକ ପୋ-ଲିସ କଣ୍ଟ୍ରୋଲ ରୁମକୁ ଏ ନେଇ ସୂଚନା ଦେଇଥିଲେ। ପିଡି-ତାଙ୍କ ପରିବାର ଏ ନେଇ କଠୋର କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।ସେପଟେ ପୋ-ଲିସ ଉକ୍ତ ଦୋକାନିକୁ ପଚ-ରାଉ-ଚରା କରିବା ବେଳେ ଦୋକାନି ତାଙ୍କ ଭୁଲକୁ ମାନିବାକୁ ପ୍ରସ୍ତୁତ ନୁହଁନ୍ତି।ବର୍ତ୍ତମାନ ବାପ ଝିଅଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ବୋଲି ଜଣାପଡିଛି। ପୋ-ଲିସ ଏଇ ଘଟ-ଣାର ଅଧିକ ତ-ଦନ୍ତ ଚଲାଇଛି।