ସହି ପାରିଲାନି ସ୍ୱାମୀର ମୃ-ତ୍ୟୁ। ସ୍ୱାମୀର ଚି-ତା ଲିଭିନି ଜୀବନ ହାରିଦେଲା ସ୍ତ୍ରୀ।

ସ୍ୱାମୀ ସ୍ତ୍ରୀ ଦୁହେଁ ପରସ୍ପରକୁ ଏତେ ଭଲ ପାଉଥିଲେ ଯେ ପରସ୍ପରକୁ ଛାଡି ରହି ନ ପାରି ଆଗପଛ ହୋଇ ଏବେ….।ସ୍ୱାମୀର ମୃ-ତ୍ୟୁକୁ ସହି ପାରିଲାନି ସ୍ତ୍ରୀ। ସ୍ୱାମୀର ଚିତା ନ ଲିଭୁଣୁରୁ ପୁଣି ଘରୁ ଉଠିଲା ଆଉ ଏକ ଶ-ବ। ଏ ପରିବାର ଏହାକୁ ଦେଖି କେମିତି ସମ୍ଭାଳିବି। ସ୍ଵକୀର ଚିତାକୁ ଦେଖି ସ୍ତ୍ରୀ ନିଜକୁ ସମ୍ଭାଳି ପାରିଲାନି। ସ୍ୱାମୀର ମୃ-ତ୍ୟୁ ପରେ ସ୍ତ୍ରୀ ନିଜର ଜୀବନ ହାରିଦେଲା।ହଁ ଆଜ୍ଞା ସ୍ୱାମୀ ସ୍ତ୍ରୀ ଉଭୟ ଉଭୟଙ୍କୁ ଏତେ ଭଲ ପାଉଥିଲେ ଯେ ଦୁହେଁ ଦୁହିଁଙ୍କୁ ନଦେଖିଲେ ଜୀବନ ପଳାଏ। ଦୁହେଁ ଦୁହିଁଙ୍କୁ ଛାଡି ରହି ପାରନ୍ତି ନାହିଁ। ସ୍ୱାମୀଙ୍କର ଦୀପାବଳିରେ ଜୀବନ ଯାଇଥିଲା ଆଉ ଗତ କାଲି ତାଙ୍କର ଶେଷ-କୃତ୍ୟ ସମ୍ପୂର୍ଣ୍ଣ କରାଯାଉଥିଲା କିନ୍ତୁ ଏପଟେ ସ୍ତ୍ରୀ ଜୀବନ ହାରି ଦେଲା। କାହିଁକିନା ଦୁହେଁ ଦୁହିଁଙ୍କୁ ଏମିତି ଭଲ ପାଉଥିଲେ। ସ୍ୱାମୀର ଶେଷକୃତ୍ୟ ସମ୍ପୂର୍ଣ୍ଣ କରି ଆସିଲା ବେଳକୁ ଏପଟେ ସ୍ତ୍ରୀ ଜୀବନ ହାରି ଦେଇଛି।

ଦୀପାବଳୀ ଦିନ ଏଇ ଦୁଇ ଝିଅ ବାପାଙ୍କୁ ହରାଇ ଥିଲେ ସେହି ଲୁହ ଏଇ ଛୋଟିଆ ଛୋଟିଆ ଝିଅଙ୍କ ଆଖିରୁ ନ ଶୁଖିବା ଆଗରୁ ପୁଣି ମାକୁ ହରାଇ ବସିଛନ୍ତି ଏଇ ଦୁଇ ଛୋଟିଆ ଝିଅ। ଯାହାଙ୍କୁ ବାପା ମା ଡାକି ଅଳି ଅଝଟ କରୁଥିଲେ ଏବେ ଆଉ ସେମାନେ ଏ ଦୁନିଆରେ ନାହାନ୍ତି। ଆଉ କାହା ପାଖରେ ସେମାନେ ଅଳି ଅଝଟ କରିବେ। ଏଇ ଛୋଟିଆ ଝିଅ ଦୁଇଟି ସବୁଦିନ ପାଇଁ ଅନାଥ ହୋଇଗଲେ।ଗୋଟିଏ ପଟେ ସ୍ୱାମୀ ଗକୁଲଚନ୍ଦ୍ର ଅମର ରହେ ଅମର ରହେ ଧ୍ୱନୀରେ ପ୍ରକମ୍ପିତ ହେଉଥିବା ବେଳେ ଏପଟେ ସ୍ତ୍ରୀର ମୃ-ତ ଦେହକୁ ଦେଖି ପରିବାର ଲୋକେ କାନ୍ଦୁଛନ୍ତି। କେମିତି ସହିବ ଏଇ ପରିବାର। ଏବେ ଛୋଟିଆ ଝିଅ ଦୁଇଟିକୁ କିଏ ସମ୍ଭାଳିବ। ସବୁଦିନ ପାଇଁ ଏଇ ଦୁଇ ଛୋଟିଆ ଝିଅଙ୍କ ମୁଣ୍ଡରୁ ବାପା ମାଙ୍କ ହାତ ଉଠିଗଲା। ସ୍ୱାମୀର ଶେଷକୃତ୍ୟ ସରିବା ପରେ ସ୍ତ୍ରୀ ଆନନ୍ଦୀତାଙ୍କୁ ପରିବାର ଲୋକେ ଜଗି ବସିଥିଲେ।

ପରିବାର ଲୋକଙ୍କର ଟିକେ ଆଖି ଲାଗିଯିବାରୁ ଏହି ସମୟରେ ସ୍ତ୍ରୀ ଆନନ୍ଦିତା ଜୀବନ ହାରି ଦେଇଥିଲେ। ପରିବାର ଲୋକେ ଏହାକୁ ବି ସମ୍ଭାଳି ପାରୁନାହାନ୍ତି। ସମସ୍ତେ ପୁରା ଭାଙ୍ଗି ପଡିଛନ୍ତି।ସ୍ୱାମୀଙ୍କ ମୃ-ତ୍ୟୁ ପରେ ସ୍ତ୍ରୀ ଜୀବନ ହାରିଲେ ହଁ ଆଜ୍ଞା ଏଭଳି ଅଭା-ବନୀୟ ଘ-ଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଙ୍କେଇ ନିକଟ ବେଣାଗାଡିଆ ଗାଁରେ।ସୂଚନା ଅନୁସାରେ ଦୀପାବଳି ସନ୍ଧ୍ୟାରେଦୋକାନ ବନ୍ଦ କରି ଝିଅକୁ ନେଇ ଘରକୁ ଫେରୁଥିଲେ ଠିକ ସେହି ସମୟରେ ଏକ ଅଜଣା ଗାଡି ଧକାରେ ଗକୁଲଚନ୍ଦ୍ର ସାହୁଙ୍କର ମୃ-ତ୍ୟୁ ହୋଇଗଲା। ଗୋକୁଳ ଏମିତି ଏକ ମଣିଷ ଥିଲେ ଯାହାକୁ ସମସ୍ତେ ଝୁରୁଛନ୍ତି ଛୋଟରୁ ବଡ଼ ସମସ୍ତଙ୍କୁ ସ୍ନେହ ଶ୍ରଦ୍ଧା କରୁଥିଲେ। ସେ ବହୁତ ମେଳାପି ଲୋକ ଥିଲେ। ସେ ଏ ଦୁନିଆରୁ ଚାଲିଗଲେ ଏହାକୁ ବିଶ୍ୱାସ କରିପାରୁନାହାନ୍ତି ଗାଁ ଲୋକେ।

ଗୋକୁଳଙ୍କୁ ଗାଁ ଲୋକେ ବି ଝୁରୁଛନ୍ତି। ଆଉ ସମସ୍ତଙ୍କ ଆଖିରେ ଲୁ-ହ। ଗତ କାଲି ବିଳମ୍ବିତ ରାତିରେ ଗୋକୁଳଙ୍କ ସ୍ତ୍ରୀ ଅସହାୟ ହୋଇ ସମସ୍ତ କଥା ଚିନ୍ତା କରି ଜୀବନ ହାରି ଦେଇଛନ୍ତି। ସ୍ୱାମୀଙ୍କର ମୃ-ତ୍ୟୁକୁ ଗୋଟିଏ ଦିନ ବିତି ନାହିଁ ସ୍ତ୍ରୀ ନିଜର ଜୀବନ ହାରି ଦେଇଛନ୍ତି।ସ୍ତ୍ରୀ ସ୍ୱାମୀର ମୃ-ତ୍ୟୁକୁ ସହି ପାରିଲାନି ଶେଷରେ ଏଇ ଛୋଟିଆ ଛୋଟିଆ ଛୁଆଙ୍କୁ କେଉଁ ଭଳି ମଣିଷ କରିବ ସେ ନେଇ ଚିନ୍ତାରେ ରହି ରହି ନିଜ ଜୀବନ ହାରି ଦେଲା।

Leave a Reply

Your email address will not be published. Required fields are marked *