“ମୁଁ ଯେତେବେଳ ଯାଇଥିଲି ସେତେବେଳେ ତା ଦେହକୁ କୁଣ୍ଢେଇ ଝିଅଟେ କା-ନ୍ଦୁଛି ଆଉ କହିଲା ସାର ତାଙ୍କ ଦେହ ଭାଇବ୍ରେଟ କରୁଛି” ।
ବନ୍ଧୁଗଣ ବର୍ତମାନ ସମୟରେ ପ୍ରେମରେ ପ୍ରତା-ରଣାରୁ ହେଉ କିମ୍ବା କ୍ୟାରିୟରରେ ବିଫଳତା ପାଇଁ ହେଉ, ଜୀବନକୁ ସତେ ଯେମିତି ଖେଳ ଭାବୁଛନ୍ତି କିଛି ଯୁବ ଗୋଷ୍ଠୀ । ନିଜର ଭୂତ ଭବିଷ୍ୟତ ଏବଂ ଦାୟିତ୍ୱକୁ ଭୁଲି କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ଆ-ତ୍ମହ-ତ୍ୟା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି । ଆ-ତ୍ମହ-ତ୍ୟା ଘ-ଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆ-ତ୍ମହ-ତ୍ୟାକୁ ସବୁ ପ୍ରୋବ୍ଲେ-ମର ଏକମାତ୍ର ସରଳ ପନ୍ଥା ଭାବି ଛାତ୍ରଛାତ୍ରୀ ମାନେ ବହୁତ୍ ଜଲଦି ଆପଣେଇ ନେଉଛନ୍ତି । ବନ୍ଧୁଗଣ ସେହିପରି ନିକଟରେ ଏକ ଘରୋଇ କଲେଜ ହଷ୍ଟେଲରୁ ମିଳିଲା ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃ-ତଦେ-ହ । ଦ୍ୱିତୀୟ ବର୍ଷର ଛାତ୍ରୀଙ୍କ ହୋଇ ଯାଇଛି ସନ୍ଦେ-ହଜନକ ମୃ-ତ୍ୟୁ ।
କଲେଜ୍ କର୍ତ୍ତୃପକ୍ଷ ଆ-ତ୍ମହ-ତ୍ୟା କହୁଥିବା ବେଳେ ଅନ୍ୟ ପଟରେ ଘରଲୋକେ ଆ-ତ୍ମହ-ତ୍ୟା କରିଥିବା ଅଭି-ଯୋଗକୁ ଖଣ୍ଡନ କରି ତାଙ୍କ ଝିଅକୁ ହ-ତ୍ୟା କରାଯିବା ନେଇ ଥା-ନାରେ ଅଭି-ଯୋଗ କରିଛନ୍ତି ପରିବାର । ତେବେ ଏହାକୁ ନେଇ କଲେଜ୍ କର୍ତ୍ତୃପକ୍ଷଙ୍କ ମଧ୍ୟରୁ ଜଣେ ମିଡ଼ିଆ ସାମ୍ନାରେ ଘ-ଟଣା ଦିନର ଦୃ-ଶ୍ୟ ବଖାଣି କହିଛନ୍ତି ଯେ, ତାଙ୍କୁ ଜଣେ ଫୋନ୍ କରି କହିଲା ସେ ସାରା ସହିତ କଥା ହେଉଥିଲେ ଆଉ ସେ କହିଲା ଅଟେଣ୍ଡନାନ୍ସ ନେବାକୁ ଯାଉଛି ବୋଲି ।
ତାପରେ ସେ କହିଲା କଲେଜ୍ କ୍ୟାମ୍ପସରେ ଆଉ କେହି ନାହାନ୍ତି ତେଣୁ ଦୌଡ଼ିକି ଆସନ୍ତୁ ବୋଲି । ଆପଣ ଏକା ଅଛନ୍ତି ଶୀଘ୍ର ଆସନ୍ତୁ । ତେଣୁ ଏହି ବ୍ୟକ୍ତି ଜଣକ ବଏଜ୍ ହଷ୍ଟେଲ ରେ ରୁହନ୍ତି । ସେ ତାଙ୍କ ରୁମ୍ ରୁ ଆସି ମୃତା ଯୁବତୀଙ୍କ ରୁମ୍ ତଳୁ ୪ ମହଲା ଉପର ସେଠିକି ଯିବା ସମୟରେ ତଳୁ ମଧ୍ୟ ପିଲା ଯିଏ ଯାହା ରୁମରୁ ଡାକ ପକାଉଥାନ୍ତି ସାର୍ ଟିକେ ଜଲଦି ଆସନ୍ତୁ ବୋଲି । ଯାଇକି ଏହି କଲେଜ୍ କର୍ତ୍ତୃପକ୍ଷ ଦେଖନ୍ତି ଗୋଟେ ଝିଅ ତାକୁ କୁଣ୍ଢେଇ ଧରି କା-ନ୍ଦୁଛି ଆଉ କହିଲା ସାର୍ ଏଇ ରିସେଣ୍ଟ ବୋଧେ ସେ ଭାଇବ୍ରେଟ ହେଉଛି ମୃ-ତା ଯୁବତୀଙ୍କ ଦେହ ।
ତେଣୁ ସେଇ ପରିପେକ୍ଷୀରେ ଝିଅର ଜୀବନ ବଞ୍ଚାଇବା ପାଇଁ ଯୁବକ ଜଣକ ଚେଷ୍ଟା କଲେ ତେଣୁ ପ୍ରଥମେ ନିକଟସ୍ଥ ୨୦୦ ମିଟର ଦୂର ତରାଭୋଇ ହସ୍ପିଟାଲକୁ ନେଲେ ତାପରେ ସେମାନେ କହିଲେ ପ୍ରାୟ ନାହାଁନ୍ତି ଜଣା ପଡୁନି । ତାପରେ ଶୀଘ୍ର ତାକୁ ବଡ଼ ମେଡିକାଲ୍ କୁ ନେଇଗଲେ । ଆଉ ସେଠାରେ ଇସିଜି ହେଲା ଅକ୍ସିଜେନ୍ ଲାଗିଲା ଆଉ ସେତେବେଳକୁ ହସ୍ପିଟାଲ୍ ରେ ଅଧକ୍ଷ ପ୍ରିନ୍ସିପାଲ ସାର୍ ଙ୍କ ସମେତ ଏକାଡେମିକ ସାର୍ ମଧ୍ୟ ପହଞ୍ଚି ସାରିଥିଲେ ।