ଝାରପଡା ଜେ-ଲରେ ଏବେ ମାଳ ମାଳ ସୁନ୍ଦରୀ…. ଅର୍ଚ୍ଚନା ନାଗ ପରେ ବଢ଼ିବାରେ ଲାଗିଛି ତାଲିକା।

ଝାରପଡା ଜେଲରେ ଏବେ ମାଳ ମାଳ ସୁନ୍ଦରୀସବୁ ସୁନ୍ଦରୀ ଏବେ ଜେ-ଲରେ ବନ୍ଦ। କିଏ ହନିଟ୍ରାପ କିଏ ଠ-କେଇ ପାଇଁ ଖାଉଛି ଜେ-ଲର ହାୱା। ଅର୍ଚ୍ଚନା ନାଗ ପରେ ବଢୁଛି ତାଲିକା। ଅର୍ଚ୍ଚନା,ଇରାନୀ ମୁସ୍କାନ ରିନି ପରେ ଏବେ ମୌସୁମୀ।ଝାରପଡା ଜେ-ଲ ଏବେ କେଉଁ ପରି ଉଆସ ଠାରୁ କମ ନୁହେଁ। ରମ୍ଭା ମେନଙ୍କା ଭଳି ସୁନ୍ଦରୀ ଏବେ ଝାରପଡା ଜେ-ଲରେ। ଯଦି ଭାରତ ଭିତରେ ବ-ନ୍ଦୀ ଜୀବନ କାଟୁଥିବା ସୁନ୍ଦରୀ ମାନଙ୍କ ରାଜ ହୁଏ ତେବେ ଝାରପଡା ପ୍ରଥମ ସ୍ଥାନରେ ଆସିବ। କାରଣ ରାଜ୍ୟର ସବୁ ସୁନ୍ଦରୀ କେଲେଙ୍କାରୀ କରି ଏବେ ଝାରପଡା ଜେ-ଲ ଭିତରେ ରହିଛନ୍ତି। ଯେଉଁଥି ପାଇଁ ଝାରପଡା ଜେ-ଲରେ ବଢୁଛି ସୁନ୍ଦରୀ ମାନଙ୍କ ଲିଷ୍ଟ।

ଜଣଙ୍କ ପରେ ଜଣେ ସୁନ୍ଦରୀ ଏବେ ଜେ-ଲ ମୁହାଁ। ଅର୍ଚ୍ଚନା ନାୟକଙ୍କ ଠାରୁ ଆରମ୍ଭ କରି ତାଲିକା ଏବେ ମୌସୁମୀ ପାଖରେ ପହଂଚି ଗଲାଣି। ହେଲେ ସୁନ୍ଦରୀ ମାନଙ୍କ ଧାଡି ଛିଡୁନାହିଁ। ଯଦି ସୁନ୍ଦରୀ ମାନଙ୍କର ତାଲିକା ଦେଖିବା ତେବେ ପ୍ରଥମେ ଜେ-ଲ ଯାଇଥିଲେ ଅର୍ଚ୍ଚନା ନାୟକ। ଯାହାଙ୍କର ଲମ୍ବା ଷ୍ଟୋରି ପୁରା ରକ୍ୟକୁ ଦହଲାଇ ଦେଇଥିଲା।

ବଡ଼ ବଡ଼ ନେତାଙ୍କ ଠୁ ଆରମ୍ଭ କରି ବିଜନେସ ମ୍ୟାନ ଓ ଫିଲ୍ମ ପ୍ରଯୋଜକ ମାନଙ୍କୁ ତାଙ୍କ ଜା-ଲରେ ସେ ଫ-ସାଇ ରଖିଥିଲେ। ଅ-ଶ୍ଳୀଳ ଭିଡିଓ ରଖି ବ୍ଲାକ-ମେଲ କରୁଥିବା ଅଭି-ଯୋଗରେ ତାଙ୍କର ଠିକଣା ଏବେ ଝାରପଡା ଜେ-ଲ ପାଲଟିଛି। ରାଣୀ ଉଆସ ଛାଡି ଏବେ ସେ ଜେ-ଲର ହାୱା ଖାଉଛନ୍ତି।

ଠିକ ସେହିପରି ଦ୍ୱିତୀୟ ସୁନ୍ଦରୀ ହେଉଛନ୍ତି ଇରାନୀ ପାତ୍ର। ଏ ସୁନ୍ଦରୀ ବୁ ଅର୍ଚ୍ଚନାଙ୍କ ରାସ୍ତା ଆପଣେଇ ଥିଲେ। ଇଂଜିନିୟରିଂ କଲେଜର ଛାତ୍ର ଏବଂ ବିଜନେସ ମ୍ୟାନଙ୍କୁ ଫସାଉଥିଲେ। ଘରକୁ ଡାକି ତାଙ୍କର ଅ-ଶ୍ଳୀଳ ଭିଡିଓ କରି ଟଙ୍କା ହଡପ କରୁଥିଲେ। ହେଲେ ଜଣେ ଡାକ୍ତରଙ୍କ ଅଭି-ଯୋଗ ପରେ ସେ ଏବେ ଝାରପଡା ଜେ-ଲରେ ଚକି ପେଷୁଛନ୍ତି।

ଇରାନୀଙ୍କ ପରେ ଆଉ ଜଣେ ସୁନ୍ଦରୀ ଝାରପଡା ଜେ-ଲରେ ବନ୍ଦୀ ହୋଇଥିଲେ। ସେ ହେଉଛନ୍ତି ମୁସ୍କାନ। ଭୁବନେଶ୍ୱରରେ ରେଲୱେ ଷ୍ଟେସନରେ ଯାତ୍ରୀ ମାନଙ୍କୁ କରୁଥିଲେ ଟା-ର୍ଗେଟ। ପ୍ରଥମେ ଆଖିରେ ଖେଳ କରୁଥିଲେ। ତା ପରେ ଖାଇବାରେ ନି-ଶା ମିଶାଇ ଲୁ-ଟି ନେଉଥିଲେ। ଏଭଳି ଅଭି-ଯୋଗ ହେବା ପରେ ଷ୍ଟେସନ ପାଖରୁ ପୋ-ଲିସ ମୁସ୍କାନକୁ ଉଠାଇ ନେଇଥିଲା। ଏହାପରେ ବରଗଡ଼ ଅଞ୍ଚଳରୁ ଜଣେ ବାବାଙ୍କ ଘର ରେଡ଼ କରି ତାଙ୍କର ମର୍ଡନ ମାତା ରିନୁଙ୍କୁ ଗି-ରଫ କରିଥିଲା ପୋ-ଲିସ।ଏବେ ଠ-କେଇ ଏବଂ ବ୍ଲାକ-ମେଲ କେସରେ ଓଡ଼ିଆ ଅଭିନେତ୍ରୀ ମୌସୁମୀ ନାୟକଙ୍କୁ ଉଠାଇ ନେଇଛି ପୋ-ଲିସ। ତେବେ ଏହିଭଳି ବଢି ଚାଲିଛି ସୁନ୍ଦରୀ ମାନଙ୍କର ଲିଷ୍ଟ। ଝାରପଡା ଜେ-ଲରେ। ହେଲେ କେହି ମଧ୍ୟ ଏପର୍ଯ୍ୟନ୍ତ ମୁକୁଳି ପାରୁନାହାନ୍ତି।

Leave a Reply

Your email address will not be published. Required fields are marked *