୧୦ ବର୍ଷ ପରେ ପ୍ରଥମ ଥର ଶାନ୍ତିରେ ଶୋଇଲେ ଅନୁଭବ ମହାନ୍ତି। ମିଳିଲା ଏତେ ବର୍ଷର ଯନ୍ତ୍ର-ଣାରୁ ମୁକ୍ତି।
ଯନ୍ତ୍ରଣାରୁ ମୁକ୍ତି ଶେଷରେ କାଲି ରାତିରେ ବୋଧେ ଶାନ୍ତିରେ ଶୋଇଥିବେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି। ବନ୍ଧୁଗଣ ୧୦ ବର୍ଷର ଯନ୍ତ୍ର-ଣାରୁ ଯେତେବେଳେ ସେ ମୁକ୍ତି ପାଇଛନ୍ତି ସେଥିପାଇଁ ତ ସୋସିଆଲ ମିଡିଆର ଏ ପୋଷ୍ଟ। ୧୦ ବର୍ଷ ପୂର୍ବେ ଉଭୟଙ୍କର ପଡିଥିଲା ହାତ ଗଣ୍ଠି। ଆଉ କାଲି ଥିଲା ବିବାହ ବାର୍ଷିକ। ହଠାତ ଗୋଟିଏ ଦିନ ପୂର୍ବରୁ ଯାହା ଚାହୁଁଥିଲେ ଅନୁଭବ ମହାନ୍ତି ଯାହା ପାଇଁ ନ୍ୟା-ୟିକ ଲ-ଢେଇ ଲଢୁଥିଲେ ଯିଏ ସବୁବେଳେ କହୁଥିଲେ ନ୍ୟା-ୟର ଜୟ ହେବ। ପ୍ରଭୁ ଜଗତର ନାଥ ଜଗନ୍ନାଥ ସବୁ ଦେଖୁଛନ୍ତି ନ୍ୟା-ୟର ଦିନେ ଜୟ ହେବ, ଆଜି ତାଙ୍କ ପାଇଁ ନ୍ୟା-ୟର ଜୟ ହୋଇଛି।
୧୦ ବର୍ଷର ଯନ୍ତ୍ର-ଣାରୁ ସେ ମୁକ୍ତ ଅନୁଭବ କରିଛନ୍ତି। ସତେ ଯେମିତି ଯେଉଁ ନ୍ୟା-ୟିକ ଲ-ଢେଇ ଲଢୁଥିଲେ ସେଥିରେ ସେ ଜୟ ଯୁକ୍ତ ହୋଇଛନ୍ତି।ଭୁଲ ବୁଝାମଣା ଆରୋପ ପ୍ରତ୍ୟ-ରୋପ କୋର୍ଟ କଚେରୀ ନ୍ୟା-ୟିକ ଲ-ଢେଇ ଦୀର୍ଘ ଦିନର ସଂ-ଘର୍ଷ ପରେ ଶେଷରେ ବିଛେଦ ହୋଇଛି। ସେଦିନ ବେଷ୍ଟ କପୁଲଙ୍କୁ ଛା-ଡ଼ପ-ତ୍ର ପାଇଁ ଅନୁମତି ମିଳିସାରିଛି।
ଆଉ ସେତେବେଳେ ଅନୁଭବ ଲେଖନ୍ତି ଏଇ ଯେଉଁ ୧୦ ବର୍ଷ ଖୁବ ଥିଲା ଯନ୍ତ୍ର-ଣାଦାୟକ। ହୃଦୟ ହୀନ ଅର୍ଥ ହୀନ ମି-ଥ୍ୟା ବିବାହ। ମୋ ପାଇଁ ମୋ ପରିବାର ପାଇଁ ଯେଉଁମାନେ ପ୍ରାର୍ଥନା କରିଛନ୍ତି ସମସ୍ତଙ୍କୁ ମୋର ଧନ୍ୟବାଦ। ଧର୍ମର ଜୟ ହୋଇଛି। ଏହା ସହିତ ବର୍ଷାଙ୍କ ଖୁସି ପାଇଁ ବି ସେ ପ୍ରାର୍ଥନା କରିଛନ୍ତି। ଆଉ ହାପି ରୋଜ ଡେ ବୋଲି କହିଛନ୍ତି।
ଏଠାରେ ଜଣେଇଦେବା ପାଇଁ ଚାହିଁବୁ ୨୦୧୪ ମସିହା ଫେବୃଆରୀ ୮ ତାରିଖରେ ଅଭିନେତ୍ରୀ ବର୍ଷା ପ୍ରିୟାଦର୍ଶନୀଙ୍କ ହାତ ଧରିଥିଲେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି। କିନ୍ତୁ ଗତ ୪ ବର୍ଷ ହେଲା ଉଭୟେ ବର୍ଷା ଅନୁଭବଙ୍କ ଦାମ୍ଫତ୍ୟ ଝଡ଼ରେ ଶି-କାର ହୋଇ ଖୁବ ଚର୍ଚ୍ଚାକୁ ଆସିଛନ୍ତି ତେବେ ହାଇକୋର୍ଟ ଏ ସଂକ୍ରାନ୍ତରେ ରାୟ ଦେବା ପରେ ମାମ-ଲା ଥଣ୍ଡା ପଡିଥିଲା। ଏସବୁ ଭିତରେ ଗୋଟିଏ କଥା ସତ ଅନୁଭବଙ୍କୁ ଭଲ ପାଉଥିବା ଜାଣିଥିବା ଶୁଣିଥିବା ସମସ୍ତେ ଚାହାନ୍ତି ଅନୁଭବଙ୍କର ଛା-ଡ଼ପ-ତ୍ର ହୋଇଯାଉ।
ଆଉ ଯେତେବେଳେ ଅନୁଭବଙ୍କର ଏହି ପୋଷ୍ଟ ଦେଖିଛନ୍ତି ତା ତଳେ ତାଙ୍କ ପ୍ରଶଂସକ ମାନେ ଖୁସିରେ ବିଭର ହୋଇଯାଇଛନ୍ତି ଆଉ ଧର୍ମର ଜୟ ହେଉ ବୋଲି କହିଛନ୍ତି।ଆଉ ସମସ୍ତେ କହୁଛନ୍ତି ଯେଉଁ ଦିନ ହୋଇଥିଲା ବାହାଘର ସେହି ଦିନ ହେଲା ଛା-ଡ଼ପ-ତ୍ର। ୧୦ ବର୍ଷର ଯନ୍ତ୍ର-ଣାରୁ ତାଙ୍କ ଭାଇ ଅନୁଭବ ମହାନ୍ତି ଏବେ ମୁକ୍ତ।