ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ଦଳରୁ ବହିଷ୍କାର କଲା ବିଜେପି, ଜାଣନ୍ତୁ କାହିଁକି ବହିସ୍କୃତ ହେଲେ।

ବିଜେପିରୁ ବିଦା ହେଲେ ବିଜୟ ମହାପାତ୍ର। ହଁ ଆଜ୍ଞା ବାରିଷ୍ଠନେତା ବିଜୟ ମହାପାତ୍ରଙ୍କୁ ଦଳରୁ ବହିଷ୍କାର କରିଛି ବିଜେପି। ଦଳ ବିରୋଧୀ କାର୍ଯ୍ୟ ଏବଂ ଅନୁଶାସନ ଭଙ୍ଗ ଅଭିଯୋଗରେ ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କୁ ବିଜେପି ବହିଷ୍କାର କରିଛି। ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ ବିଜୟ ମହାପାତ୍ର। ହେଲେ ଏହି ବରିଷ୍ଠ ନେତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ଏବଂ ଅନୁଶାସନ ଭଙ୍ଗ ଅଭିଯୋଗରେ ବିଜେପି ଦଳରୁ ବହିଷ୍କାର କରିଛି।

ତେବେ ଏଠାରେ ଆମେ ଜଣେଇ ରଖୁବାକୁ ଚାହିଁବୁ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଜେଡିର ପାତୁରା ବିଧାନସଭା ଆସନରୁ ବିଜେଡି ଟିକେଟରୁ ପ୍ରାର୍ଥୀ ହୋଇଛନ୍ତି। ପୁଣିଥରେ ଜଣେଇଦେବା ପାଇଁ ଚାହିଁବୁ କୁ ବିଜେପିରୁ ବିଦା ହେଲେ ବିଜୟ ମହାପାତ୍ର। ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ଦଳରୁ ବହିଷ୍କାର କରିଛି ବିଜେପି। ଦଳ ବିରୋଧୀ କାର୍ଯ୍ୟ ଏବଂ ଅନୁଶାସନ ଭଙ୍ଗ ଅଭିଯୋଗରେ ବିଜେପିରୁ ବହିସ୍କୃତ ହୋଇଛନ୍ତି ବିଜୟ ମହାପାତ୍ର।

ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଜେଡି ଟିକେଟରେ କେନ୍ଦ୍ରାପଡା ଜିଲ୍ଲା ପାଟପୁରା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ଅରବିନ୍ଦଙ୍କୁ ବିଜେଡ଼ି ବୋହୁ ପୂର୍ବରୁ ପ୍ରାର୍ଥ ଘୋଷଣା କରିସାରିଥିବା ବେଳେ ଏପଟେ ଆଜି ତାଙ୍କ ବାପା ବିଜୟ ମହାପାତ୍ର ବିଜେପିରୁ ବହିସ୍କୃତ ହୋଇଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top