ଚେନ୍ନାଇରେ ଧୋନୀଙ୍କ ନାଁରେ ନିର୍ମାଣ ହେବ ମନ୍ଦିର। ପୂଜା କରିବାକୁ ଲାଗିବ ଲୋକଙ୍କ ଲମ୍ବା ଲାଇନ।

ଚେନ୍ନାଇବାସୀଙ୍କ ଭଗବାନ ମିଷ୍ଟର କୁଲ। ଖୁବଶୀଘ୍ର ଚେନ୍ନାଇରେ ଧୋନୀଙ୍କ ନାଁରେ ହେବ ମନ୍ଦିର! ପୂଜା କରିବାକୁ ଲାଗିବ ଲମ୍ବା ଲାଇନ।ଆଜ୍ଞା ହଁ ବନ୍ଧୁଗଣ କ୍ରିକେଟରେ ଧୋନୀଙ୍କର ଯୁଗ ସାରିବାର ସମୟ ଯେତେକି ପାଖେଇ ପାଖେଇ ଆସୁଛି ତାଙ୍କର ପ୍ରେସ କିନ୍ତୁ ସେତିକି ବଢ଼ିବାରେ ଲାଗିଛି। ଖାସ କରି ଏବେ ଆଇପିଏଲ ଚାଲିଥିବାରୁ ଧୋନୀଙ୍କ ପାଇଁ ଚେନ୍ନାଇବାସୀ ପାଗଳ ପ୍ରାୟ। ମୈଦାନକୁ ଆସିବା ମାତ୍ରେ ଧୋନୀ ଧୋନୀ ଡାକରେ ପୁରା ଷ୍ଟାଡିୟମ ଯେମିତି କମ୍ପି ଉଠେ। ଚେନ୍ନାଇରେ ଭାଇଙ୍କର ଫ୍ୟାନ ଫୋଲୋଇଂଗ ଗୋଟେ ଅଲଗା ପ୍ରକାରର କହିଲେ କିଛି ଭୁଲ ହେବ ନାହିଁ।

ଆଉ ବର୍ତ୍ତମାନ ସମୟରେ ମିଷ୍ଟର କୁଲଙ୍କ ପାଇଁ ଚେନ୍ନାଇରେ ନିର୍ମାଣ ହେବ ମନ୍ଦିର। ହଁ ଆଜ୍ଞା ଚେନ୍ନାଇରେ ଧୋନୀଙ୍କ ପାଇଁ ହେଉଥିବା କ୍ରେସକୁ ଦେଖି କିଛି ଏଭଳି ମନ୍ତବ୍ୟ ଦେଇଛନ୍ତି ପୂର୍ବ କ୍ରିକେଟର ଆମ୍ବାଦ ରାଉତ। ଆନ୍ତର୍ଜାତୀୟ କ୍ରିକେଟ ହେଉ ବା ଆଇପିଏଲ। ସବୁଠି ତାଙ୍କର ଅବଦାନ ଅତୁଳନୀୟ ବୋଲି କହିଛନ୍ତି ରାଉତ। ଗତ କାଲି ଚେନ୍ନାଇ ନିଜର ଏହା ଗ୍ରାଉଣ୍ଡ ଚେକପରେ ଏହି ସିଜିନର ଶେଷ ମ୍ୟାଚ ଖେଳିଥିଲେ। ଆଉ ଏହି ମ୍ୟାଚରେ ଚେନ୍ନାଇ ରାଜେଶ୍ୱର ରାୟଙ୍କୁ ହରାଇ ୩ ନମ୍ବର ପଏଣ୍ଟରେ ପହଁଚିଛନ୍ତି। ଯଦି ଚେନ୍ନାଇ ପ୍ଲେ ଅଫରେ ନପହଞ୍ଚେ ତେବେ ଗତ କାଲିର ମ୍ୟାଚରେ ଧୋନୀଙ୍କ ପାଇଁ ଶେଷ ହେବ।

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଅର୍ଥାତ ଦେଶର ସବୁଠାରୁ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଦେଶର କୋଣ ଅନୁକୋଣରେ ତାଙ୍କର ଲକ୍ଷାଧିକ ଫ୍ୟାନ୍ସ ଆଉ ଫୋଲୋରସ ରହିଛନ୍ତି। ଖାସ କରି ଚେନ୍ନାଇରେ ତ ତାଙ୍କର ଫେସ ପୁରା ପୁରି ଅଲଗା। ଆପଣ ମାନେ ଜାଣିଥିବେ କି ପୂର୍ବରୁ ସାଉଥ ଫିଲ୍ମ ଷ୍ଟାର ରଜନିକାନ୍ତ ଏବଂ ଖୁସବୁଙ୍କ ପାଇଁ ଫ୍ୟାନ୍ସ ମନ୍ଦିର ନିର୍ମାଣ କରିସାରିଛନ୍ତି। ଆଉ ଏହି ତାଲିକାରେ ଏବେ ଧୋନୀଙ୍କର ନାଁ ମଧ୍ୟ ସାମିଲ ହେବାକୁ ଯାଉଛି। କିଛି ଏମିତି ମନ୍ତବ୍ୟ ରଖିଛନ୍ତି ପୂର୍ବତନ କ୍ରିକେଟର ଅମ୍ବାଦି ରାୟ।

ଚେନ୍ନାଇ ଫ୍ୟାନ୍ସଙ୍କ ପାଇଁ ଧୋନୀ ଭଗବାନ ବୋଲି ସେ କହିଛନ୍ତି। ବାସ୍ତବରେ ରାଇଡୁ ଗତ କାଲି ମ୍ୟାଚରେ କମେଣ୍ଟ କରିଥିଲେ। ଚେନ୍ନାଇ ସୁପର କିଙ୍ଗ ମ୍ୟାଚ ଜିତି ସାରିବା ପରେ ସେ କହିଥିଲେ ଚେନ୍ନାଇ ଫ୍ୟାନ୍ସଙ୍କ ପାଇଁ ଧୋନୀ ହେଉଛନ୍ତି ଭଗବାନ ଚେନ୍ନାଇ ପାଇଁ ସେ ୫ ଥର ଆଇପିଏଲ ଟାଇଟଲ ଏବଂ ୨ ଥର ଚାମ୍ପିୟାନ ସିଟରେ ଜିତି ଛନ୍ତି। ନିଶ୍ଚିତ ଭାଗରେ ଆଗାମୀ ଦିନରେ ଧୋନୀଙ୍କ ପାଇଁ ଚେନ୍ନାଇରେ ଏକ ମନ୍ଦିର ନିର୍ମାଣ ହେବ ବୋଲି ଭାବୁଛନ୍ତି। ଧୋନୀ ଭାରତ ପାଇଁ ଦୁଇ ଦୁଇଟି ବିଶ୍ୱକପ ଜିତି ଦେଶବାସୀଙ୍କ ପାଇଁ ଆଣି ଦେଇଛନ୍ତି ଖୁସି।

ଖାସ କରି ଆଇପିଏଲରେ ଦଳ ପାଇଁ ତାଙ୍କର ଅବଦାନ ଅତୁଳନୀୟ। ସେ ଏମିତି ଜଣେ ଖେଳାଳି ଯିଏକି ପ୍ରତିଟି ଖେଳାଳିଙ୍କ ଉପରେ ରଖିଥାନ୍ତି ବିଶ୍ୱାସ। ଲୋକେତ ଧୋନୀଙ୍କର ଗୋଟିଏ ଝଲକ ଦେଖିବା ପାଇଁ ଷ୍ଟାଡିୟମରେ ଭିଡ଼ ଜମାଇଛନ୍ତି। ଆଉ ଫ୍ୟାନ୍ସ ଭାବୁଛନ୍ତି ଗତ କାଲିର ମ୍ୟାଚ ଧୋନୀଙ୍କର ଥିଲା ଶେଷ ମ୍ୟାଚ।

Leave a Comment

Your email address will not be published. Required fields are marked *

Scroll to Top