ଭୁବନେଶ୍ୱରରେ କିଏ ଜିତିବ କହିଲେ ସମାଜସେବୀ

ନିଶ୍ଚିତ ଭାବରେ ଲୋକମାନଙ୍କର ଚିନ୍ତାଧାରା ଅଛି ଆଉ ଶିକ୍ଷିତ ଲୋକମାନଙ୍କର ଚିନ୍ତାଧାରା ଅଛି। ବହୁତ୍ ଦିନ ସରକାର କରିଲେଣି ଏବେ ଆଉ କେମିତି ସରକାର ନୂଆ କରିବା। ଗଣତନ୍ତ୍ରର ବଡ଼ ପର୍ବ ନିର୍ବାଚନକୁ ନେଇ ଯେତେବେଳେ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଛି ସେତେବେଳେ ଆମେ ସେଇ ରାସ୍ତା ବି ଆପଣେଇଛୁ। ଏବେ ଚର୍ଚ୍ଚାରେ ରହିଛି ଖୋର୍ଦ୍ଧା ଜିଲ୍ଲା ଯାହାକି ଭୁବନେଶ୍ଵର ଲୋକସଭାର ସାଂସଦୀୟ କ୍ଷେତ୍ର। ଏହି ସବୁ କ୍ଷେତ୍ର ପାଇଁ କଣ ରହିଛି ଜଣେ ସମାଜସେବୀ ହିସାବରେ କଣ ଦେଖୁଛନ୍ତି ଆଲୋଚନା କରିବା।

ଏବେ ସବୁଠି ରାଜନୀତିର ଚର୍ଚ୍ଚା ଚାଲିଛି। ଯଦି ଦେଖିବା ଖୋର୍ଦ୍ଧା ଜିଲ୍ଲାରେ କେମିତି ରାଜନୀତି ଚାଲିଛି। ମୋଦିଜୀଙ୍କର ଯେଉଁ ବିକଶିତ ଭାରତ ପାଇଁ ଚିନ୍ତାଧାରା ଅଛି ସେଇ ଚିନ୍ତାଧାରାକୁ ନେଇ ଆଜି ଓଡ଼ିଶାରେ ମନମୋହନ ସାମଲ ଏବଂ ମୋଦିଜୀଙ୍କର ଯେଉଁ ଭାବମୂର୍ତ୍ତି ମୋଦିଜୀଙ୍କର ଯେଉଁ ବିକଶିତ ଚିନ୍ତାଧାରା ଆଜି ବି ବେଗୁନିଆ ବେଲଗଡ ହଉ କିମ୍ବା ଖୋର୍ଦ୍ଧା । ସାଙ୍ଗେ ସାଙ୍ଗେ ଖୋର୍ଦ୍ଧା ଜିଲ୍ଲା କେମିତି ବିକାଶିତ ହେବ ସେଥିପାଇଁ ସେଥିପାଇଁ ମୋଦିଜୀଙ୍କର ଅନେକ ଚିନ୍ତାଧାରା।

ଆଜି ଆମ ଖୋର୍ଦ୍ଧା ଜିଲ୍ଲା ଆଗକୁ ବଢ଼ାଇବା ପାଇଁ ଯାଉଛି। କିନ୍ତୁ ଭୁବନେଶ୍ଵର ସାଂସଦୀୟ କ୍ଷେତ୍ର ଦେଖିବା କିମ୍ୱା ଖୋର୍ଦ୍ଧା ଜିଲ୍ଲା ଦେଖିବା କେଉଁଠି ନା କେଉଁଠି ମନମାଳିନ୍ୟ ଅଧିକା ଦେଖା ଯାଉଛି। ତାହା କଣ ଭୋଟର୍ ମାନଙ୍କୁ ବିଗାଡି ଦେବ କି । ଯେହେତୁ ଯେତେବେଳେ ଟିକେଟ ସବୁ ବଣ୍ଟା ଯାଉଛି ସେ ଟିକେଟ ଭିତରୁ ନିଶ୍ଚିତ ଜଣେ ପାଇବ। ଏଇ ଭିତରେ ଯେଉଁ ଜିନିଷଟା ହେଉଛି ସେ ନିଶ୍ଚିତ ମାତ୍ରାରେ ଦଳ ସମାଧାନ କରି ସମସ୍ତଙ୍କୁ ଆପଣାଇ ନିଶ୍ଚିତ ଭାବରେ କାର୍ଯ୍ୟକାରୀ କରିବ। ସେ ଜନ ସାଧାରଣଙ୍କ ପାଇଁ ଲଢ଼େଇ କରୁଛନ୍ତି ଆଉ ଆଗକୁ ମଧ୍ୟ ଲଢ଼େଇ କରିବେ।

ଆଜିକାଲିର ଯୁବପିଢ଼ି ମାନେ ଯେହେତୁ ବିଗତ ଦିନ ହେଲା ସରକାର ଅଛନ୍ତି । କେମିତି ଚେଞ୍ଜ କରିବା, କେମିତି ନୂଆ ସରକାର ଗଢ଼ିବା ନିଶ୍ଚିତ ଭାବରେ ଲୋକଙ୍କର ଚିନ୍ତାଧାରା ଅଛି। ଇଏ ଥିଲେ ସମାଜସେବୀ ଅନାଦି। ଯିଏକି ଗାଁ ଗହଳିରେ ବୁଲୁଛନ୍ତି ଲୋକଙ୍କ ସହିତ ମିଶୁଛନ୍ତି। ଆଉ ନିଜ ମନକଥା ମଧ୍ୟ କହିଛନ୍ତି ଯେ ଲୋକମାନେ ବି ଚାହୁଁଛନ୍ତି ଯେ ପରିବର୍ତ୍ତନ ଆସୁ। ଆଉ ପରିବର୍ତ୍ତନର ସ୍ୱର ନେଇ ଏଥର ଲଢ଼େଇ ହେବ। ପରିବର୍ତ୍ତନ ଆସିବ ବୋଲି ସେ ସିଧାସଳଖ କହିଛନ୍ତି। ସେ ରାଜ୍ୟ କଥା କୁହାଯାଉ କିମ୍ୱା କେନ୍ଦ୍ର କଥା କୁହାଯାଉ।

Leave a Comment

Your email address will not be published. Required fields are marked *

Scroll to Top