ଜେ-ଲ ଭିତରେ କଇଁ କଇଁ ହୋଇ କାନ୍ଦୁଛି ନିହାରିକା, କହୁଛି ସେଭଳିଆ ପୁଅକୁ ପ୍ରେମ କରି ଫସିଗଲି।
ହ-ତ୍ୟା କରି ଜେ-ଲରେ କା-ନ୍ଦୁଛି ନିହାରିକା। ପୋ-ଲିସ ଆଗରେ କଇଁ କଇଁ ହୋଇ କା-ନ୍ଦିବାକୁ ଲାଗିଛି। ସେ ଭଳିଆ ପୁଅକୁ ଭଲ ପାଇ ଫସିଗଲି ବୋଲି କହିଛି। ପୋ-ଲିସ ଆଗରେ କା-ନ୍ଦି କା-ନ୍ଦି ଏଭଳି ନିଶ୍ଚିତ ଭାବରେ କହିଥିବ ନିହାରିକା। ସେ କେତେ ବଡ଼ ଭୁଲ କରିଦେଇଛି ବୋଲି ଏବେ ପ-ଶ୍ଚାତା-ପ କରୁଥିବ।
ମୁଁ ଆଜି ମୋ ଦୋ-ଷ ଯୋଗୁ ପ୍ରାୟଶ୍ଚିତ କରୁଛି। ମୋତେ ଏବେ ବହୁତ କଷ୍ଟ ହେଉଛି। ମୁଁ ଏତେ ବଡ଼ ଭୁଲ କେମିତି କରିଦେଲି।ମୋ ପାଇଁ ଗୋଟେ ନିରୀହ ଜୀବନ ଚାଲିଗଲା। ମୋ ପାଇଁ ଗୋଟେ ପରିବାର ଦହଳ ବିକଳ ହେଉଛି। ମୁଁ ହେଉଛି ଗୋଟେ ଖରାପ ଝିଅ। ମୋତେ ମୃ-ତ୍ୟୁ ଦଣ୍ଡ ମିଳିବା ନିହାତି ଦରକାର।
ହଁ ଆଜ୍ଞା ଏମିତି କିଛି କହୁଛି ଜେଲର ଚାରି କାନ୍ଥ ଭିତରେ ଥିବା ନିହାରିକା। ପୋ-ଲିସ ଆଗରେ କୁଆଡେ ଦୋ-ଷକୁ ସ୍ୟୁକର କରି କାନ୍ଦିବାକୁ ଲାଗିଛି। ନିହାରିକାର କା-ନ୍ଦ ଅଟକୁ ନାହିଁ। ପ୍ରତିଟି ମୁହୂର୍ତ୍ତରେ ଆଖିରୁ ଲୁ-ହ ଝରାଉଛି ନିହାରିକା। ସମସ୍ତେ ତାକୁ ବୁଝାଉଛନ୍ତି ହେଲେ ବୁଝୁନାହାନ୍ତି ନିହାରିକା। ମନକୁ ମା-ରି ବସୁଛନ୍ତି କାହାକୁ କିଛିବି କହୁ ନାହାଁନ୍ତି। କାରଣ ନିହାରିକାଙ୍କ ପାଇଁ ଗୋଟେ ନିରୀହ ଜୀବନ ଆଜି ଚାଲିଯାଇଛି। ଯାହା ସେ ପୁରା ବୁଝିସାରିଛନ୍ତି ଯେ ସେ କେତେ ବଡ଼ ଭୁଲ କରିଛନ୍ତି ବୋଲି।
ଯଦି ଦେଖିବା ଅନେକ ବଡ଼ ବଡ଼ ଅପରାଧୀ ମାନେ ଅଛନ୍ତି ଯେଉଁମାନେ ଜେ-ଲରେ ରହି ତାଙ୍କ ଦୋଷକୁ ବୁଝି ପାରନ୍ତି ପ୍ରତିଟି ସମୟରେ କହିବାକୁ ଲାଗନ୍ତି କି ସେ କେତେବେଳେ ବଡ଼ ଭୁଲ କରିଛନ୍ତି ବୋଲି, ଯାହା ଆଜି ଠିକ ନିହାରିକାଙ୍କ ସହିତ ହୋଇଛି।ରିଲିସରେ ଖୁସି ହେଉଥିବା ନିହାରିକା କେବେବି ଭାବିନଥିଲେ ଯେ ଏତେ ବଡ଼ ହ-ତ୍ୟାକା-ଣ୍ଡରେ ସାମିଲ ହୋଇଯିବେ। ଆଉ କଲେଜ ଯାଉଥିବା ନିହାରିକା ଏମିତି ଜେ-ଲର ଚାରି କାନ୍ଥ ଭିତରେ ବନ୍ଦୀ ରହିବେ ତାକୁ ଭାବି ଏବେ ପଶ୍ଚତାପ କରିପାରୁଥିବେ କି ସେ କେତେ ବଡ଼ ଭୁଲ କରିଦେଇଛନ୍ତି।
ଏବେ ପୋ-ଲିସ ଜେ-ରାର ସମୁଖୀନ ହୋଇପାରନ୍ତି ନିହାରିକା। ପୋ-ଲିସ ଆଗରେ ସବୁ ଘଟ-ଣାକୁ ଗୋଟି ଗୋଟି କରି କହିପାରନ୍ତି। କେମିତି ହ-ତ୍ୟା ହେଲା? କ’ଣ ପାଇଁ ହ-ତ୍ୟା କରାଗଲା?ହ-ତ୍ୟା ପଛରେ ମୂଳ କାରଣ କ’ଣ ଅଟେ? ନିହାରିକା ହ-ତ୍ୟା ସମୟରେ କ’ଣ କରୁଥିଲେ??ହ-ତ୍ୟା କିଏ କଲା? ପିଙ୍କୁ ଏବଂ ନିହାରିକାଙ୍କ ମଧ୍ୟରେ ସମ୍ପ-ର୍କ କେତେ ଦିନର? ହ-ତ୍ୟା ପରେ ସେମାନେ କ’ଣ କରୁଥିଲେ। ଏମିତି ସବୁ ପ୍ରଶ୍ନର ସମୁଖୀନ ହୋଇପାରନ୍ତି ନିହାରିକା ଏବଂ ପିଙ୍କୁ। ଜେରା ପରେ ଟ୍ରାଏଲ ପାଇଁ ଚାରସିଭ ଦାଖଲ କରିବ।
ସେପଟେ ଯଦି ଦେଖିବା ଏହି ହ-ତ୍ୟାକା-ଣ୍ଡର ଅନ୍ୟ ଅଭି-ଯୁକ୍ତ ମାନଙ୍କୁ ଧରିବା ପାଇଁ ଚେଷ୍ଟା ଚଲେଇଛି। ପିଙ୍କୁର ଅନ୍ୟ ସାଙ୍ଗ ମାନଙ୍କୁ ମଧ୍ୟ ଧରିବାକୁ ପ୍ଲାନ କରିଛି। ଏଥିରେ ଆହୁରି ୫ ଜଣ ସାମିଲ ଥିବା କଥା ସାମ୍ନାକୁ ଆସିଛି। ଏହି ମାମ-ଲାରେ ଗୌତମକୁ ମଧ୍ୟ ଜେ-ରା କରିପାରେ ପୋ-ଲିସ। କାରଣ ଗୌତମ ହେଉଛି ଏକ ମାତ୍ର ସାକ୍ଷୀ ଯିଏ ଅଞ୍ଜନକୁ ହ-ତ୍ୟା ହେବାର ନିଜ ଆଖିରେ ଦେଖିଛି।