ଗାଁରେ ଚାଲିଥିଲା ସେକ୍ସ ରାକେଟ…ହଠାତ ଘର ଭିତରକୁ ପଶିଗଲେ ଗାଁ ଲୋକେ… ଦୌଡ଼ିଲେ ଯୁବତୀ ଓ ଯୁବକ।

ଗାଁରେ ଚାଲିଥିଲା ସେକ୍ସ ରାକେଟ। ଆଜ୍ଞା ହଁ ବନ୍ଧୁଗଣ ଏ କେଉଁ ହୋଟେଲରେ ନୁହେଁ କିମ୍ବା କୌଣସି ସହରରେ ନୁହେଁ ବରଂ ଗାଁର ଘର ଭିତରେ କରୁଥିଲେ ସେକ୍ସ ଆଉ ହଠାତ ରାତିରେ ଘର ଭିତରକୁ ପଶି ଆସିଲେ ଗାଁ ଲୋକେ ଆଉ ଘର ଭିତରେ ଯାହା ଦେଖିଲେ ସମସ୍ତେ ପୁରା ଆବାକ ହୋଇଗଲେ। ଏଥିରେ ଆମେ ଜଣେଇ ଦେବା ପାଇଁ ଚାହୁଁଛୁ ଯେ ଘର ଭିତରେ ଥିଲେ ଦୁଇ ଯୁବତୀ ଜଣେ ମହିଳା ଓ ଦୁଇ ଯୁବକ।

ଗାଁ ଲୋକଙ୍କୁ ଦେଖି ହଠାତ ତରବରିଆ ଭାବେ ଯୁବତୀ ମାନେ କେହି କିଛି ବୁଝି ପାରିଲେନି। ଗାମୁଛା ପିନ୍ଧି ବାହାରକୁ ଦୌଡ଼ିଲେ। ଦୀର୍ଘ ଦିନ ହେବ ଏଭଳି କାର୍ଯ୍ୟ ଘର ଭିତରେ ଚାଲିଥିବା ବେଳେ ହଠାତ ଗାଁ ଲୋକେ ରାତି ଅଧରେ ସେକ୍ସ ରାକେଟ ଚାଲିଥିବା ବେଳେ କୌଶଳ କ୍ରମେ ଘର ଭିତରକୁ ପଶି ଆସିଲେ। ଆଉ ଘର ଭିତରେ ଦୁଇ ଯୁବତୀ ଜଣେ ମହିଳା ଓ ଦୁଇ ଯୁବକକୁ ଠାବ କରିଛନ୍ତି ଗାଁ ଲୋକେ।

ଏହା ପରେ ଗ୍ରାମବାସୀ ଦୁଇ ଯୁବତୀ ଜଣେ ମହିଳାଙ୍କୁ ଅଟକ ରଖିବା ସହ ଦୁଇ ଗ୍ରାହକଙ୍କୁ ଗଛରେ ବାନ୍ଧି ଏଭଳି କାର୍ଯ୍ୟ ଦୀର୍ଘ ଦିନ ହେବା କରି ଆସୁଥିବାରୁ ନିର୍ଧୁମ ପିଟିଲେ।ଏହି ଘଟଣାଟି ଘଟିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ମର୍ଦ୍ୱରାଜ ପୁରରୁ ମଖାପଦ ଗାଁରେ ଚାଲିଥିଲା ସେକ୍ସ ରାକେଟ ଆଉ ଆଜି ଗାଁ ଲୋକେ ଠାବ କରିଛନ୍ତି। ଗ୍ରାମବାସୀ ମାନେ ଘର ଭିତରୁ ଦୁଇ ଯୁବତୀ ଜଣେ ମହିଳା ଓ ଦୁଇ ଯୁବକକୁ ଅଟକ ରଖିଛନ୍ତି। ଏହା ପରେ ଦୁଇ ଜଣ ଗ୍ରାହକକୁ ଗଛରେ ବାନ୍ଧି ପକାଇଛନ୍ତି ସ୍ଥାନୀୟ ଲୋକେ। ନିର୍ଧୁମ ମାଡ଼ ମାରି ଗଛରେ ବାନ୍ଧି ରଖିଛନ୍ତି। ଦୁଇ ଯୁବତୀ ଜଣେ ମହିଳାଙ୍କ ସମେତ ଦୁଇ ଯୁବକକୁ ଉଦ୍ଧାର କରି ଥାନାରେ ଅଟକ ରଖି ତନାଘନା କରୁଛି ନୀଳଗିରି ପୋଲିସ।

ଦୀର୍ଘଦିନ ଧରି ମର୍ଦରାଜ ପୁରର ଅଖାପଦା ଗାଁରେ ଗୋଟିଏ ଘରେ ଦେହ ବ୍ୟାପାର ଚାଲୁଥିବା ଅଭିଯୋଗ ହୋଇଥିଲା। ଆଉ ଆଜି ଗାଁରେ ସେକ୍ସ ରାକେଟକୁ ଠାବ କରିଛନ୍ତି ଗ୍ରାମବାସୀ। ଏହା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତନାଘନା ଜାରି ରଖିଛି।ଘଟଣା ସ୍ଥଳରେ ଗୋଟିଏ ବାଇକ ସମେତ ଗୋଟିଏ ଦାମୀ କାର ମଧ୍ୟ ପୋଲିସ ଜବତ କରିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *