ନିଜ ସୁନ୍ଦରୀ ଝିଅ ଉପରେ ରଖିଥିଲା ଖରାପ ନଜର ଆଉ କରିଥିଲା ଖରାପ କାମ, ଏବେ ଗି-ରଫ କଲା ପରେ ମୁହଁ ଖୋଲିଲା ବାପା।

ଗି-ରଫ ହେଲା ସଇତାନ ବାପା। ଯିଏକି ନିଜର ସୁନ୍ଦରୀ ଝିଅ ସହିତ ବାରମ୍ବାର ରଖୁଥିଲା ଶାରୀ-ରିକ ସ-ମ୍ପର୍କ। ଝିଅ କା-ନ୍ଦି କା-ନ୍ଦି ମନା କରୁଥିଲେ ବି ଶୁଣୁ ନଥିଲା ଏହି ଦେହଲୋଭି ମଣିଷ ବାପା। ବାପା ହୋଇ ନିଜ ସହିତ ବାରମ୍ବାର ଜୋରଜ-ବରଦସ୍ତି ଶାରୀ-ରିକ ସମ୍ପର୍କ ରଖୁଥିଲା। ଶେଷରେ ବାଧ୍ୟ ହୋଇ ଝିଅ ଜୀବନ ହାରିଦେଲା। ଆଉ ସେପଟେ ମା’ ଯାଇ ଥା-ନାରେ ଅଭି-ଯୋଗ କରିଥିଲେ। ଆଉ ବାପାକୁ ଖୋଜୁଥିଲା ପୋ-ଲିସ ଆଉ ଏବେ ଗି-ରଫ ହୋଇଛନ୍ତି ବ୍ୟକ୍ତି।

ଆଉ ଗି-ରଫ ହେବା ପରେ କହୁଛନ୍ତି ଝିଅ ଭୁଲ କାମ କରୁଥିଲା ମୁଁ ତାଗିଦ କରିବାରୁ ଝିଅ ଜୀବନ ହାରିଦେଲା। କିନ୍ତୁ ଏପଟେ କୁହାଯାଉଛନ୍ତି ଏହି ବାପା ବାରମ୍ବାର ଶାରୀ-ରିକ ସ-ମ୍ପର୍କ ରଖୁଥିଲା ନିଜ ଜନ୍ମ କଲା ଝିଅ ସହିତ। ଯାହାକୁ ସହି ପାରୁନଥିଲା ଝିଅ। ଏମିତିକି ମା’ମଧ୍ୟ ଦେଖିଛି ବାପା ବାରମ୍ବାର ଏଭଳି ଝିଅ ସହିତ କରୁଥିଲା। ମା’ ବାରମ୍ବାର ତାଗିଦ କରୁଥିଲା କିନ୍ତୁ ଶୁଣୁନଥିଲା ବାପା। ଆଉ ଶେଷରେ ଜୀବନ ହାରିଦେଲା ଝିଅ।

ହଁ ଆଜ୍ଞା ଏ ଘ-ଟଣା ଦେଖିବାକୁ ମିଳିଛି କୋଣାର୍କ ଥା-ନା ଅନ୍ତର୍ଗତ ମାଟିଆପଡା ଗାଁରେ। ଯାହାକି ଘଟି ଯାଇଥିଲା ଗୋଟେ ଲ-ଜ୍ୟାଜ-ନକ ଘ-ଟଣା। ନିଜ ଜନ୍ମ କଲା ଝିଅ ସହିତ ଜୋର ଜବ-ରଦସ୍ତ ଶାରୀ-ରିକ ସ-ମ୍ପର୍କ ରଖୁଥିଲା ବାପା।ତେବେ ଝିଅଟି କମ ବୟସର। ପାଠ ପଢୁଥିଲା। ମା’ମଧ୍ୟ ବହୁତ ଆଶା ରଖିଥିଲା ଝିଅ ଉପରେ କିନ୍ତୁ ପ୍ରତ୍ୟକ ଦିନ ବାପା କୁଆଡେ ମ-ଦ ପିଇ ଆସି ଝିଅ ସହିତ ଶାରୀ-ରିକ ସ-ମ୍ପର୍କ ରଖୁଥିଲା।

ଝିଅ ଯେତେ ମନା କଲେ ବି ଶୁଣୁ ନଥିଲା ବାପା। ତେବେ ଯେଉଁଦିନ ଝିଅ ଜୀବନ ହାରିଲା ସେଦିନର ଘ-ଟଣା କିଛି ଏମିତି ଥିଲା। ମା’ ପର ଘରକୁ କାମ କରିବାକୁ ଯାଇଥିଲା। ବାପା ମଳୟ ସକାଳୁ ସକାଳୁ ଘରକୁ ଫେରିଥିଲା ଘରେ ଝିଅ ଥିଲା। ଆଉ ତାକୁ ଜୋର ଜବର-ଦସ୍ତ ଶାରୀ-ରିକ ସମ୍ପର୍କ ତା’ ସହିତ ରଖିଥିଲା। ଝିଅଟି ଲ-ଜ୍ୟା ସହି ପାରିନଥିଲେ। ଆଉ ଶେଷରେ ଜୀବନ ହାରିଦେଲା ଝିଅ ଯାହାକି ମା’ ଅଭି-ଯୋଗ କରିଛନ୍ତି ଥା-ନାରେ।ଆଉ ଏପଟେ ବୁଧବାର ଦିନ ଅପରାହ୍ନରେ ୨ ଘଟିକା ସମୟରେ କୋଣାର୍କ ସ୍ଥିତ ମାଧିପୂର ଛକ ଠାରୁ କୋଣାର୍କ ପୋ-ଲିସ ଗି-ରଫ କରିଛି ସଇତାନ ବାପାକୁ।

Leave a Comment

Your email address will not be published. Required fields are marked *

Scroll to Top