ମୋ ଭଉଣୀକୁ ଯିଏ ଯାହା କହୁ,ଯିଏ ଘୃଣା କରୁ ହେଲେ ମୁଁ ତାକୁ କେବେ ଖରାପ କହିବିନି!

ଲୋକ ତାକୁ ଖରାପ କହିବେ କିନ୍ତୁ ଆମେ ତାଙ୍କୁ ଖରାପ କହିବୁନି। ମୋ ଭଉଣୀ ଯଦି ସମାଜ ଉପରେ କିଛି କରିଲା ତେବେ ମୋର ଦୁଃଖ କରିବାର କିଛି ନାହିଁ। ମୁଁ ତାକୁ ଘୃଣା କରିବାର କିଛି ନାହିଁ। କେହି ପଛେ ଘୃଣା କରିଥାଇ ପାରୁ। କିନ୍ତୁ ରାଣୀ ପଣ୍ଡାକୁ ମୁଁ ଘୃଣା କରିବିନି। ମୋ ଭଉଣୀକୁ ଯିଏ ଯାହା କହୁ, ଯିଏ ଘୃଣା କରୁ, ହେଲେ ମୁଁ ତାକୁ କେବେ ଖରାପ କହିବିନି।

ହଁ ‘ରାଣୀ ପଣ୍ଡାକୁ ଖଣ୍ଡଗିରି ମନା’ ତ ଖଣ୍ଡଗିରି ଦେଖିବାକୁ ଆସିଛୁ ଆଉ। କି ବିବାଦ କହିଲ ଏଇଟାକୁ, ଏଇଟା ବିବାଦ କି ? ଗୋଟେ କଳାକାର ପାଇଁ ଏଇ ବିବାଦ କିଛି ନୁହଁ। ଗୋଟେ କଳାକାର ପାଇଁ ବିବାଦ କି ? ଅଭିନୟ କରିବା, ଲୋକଙ୍କୁ ଏଣ୍ଟରଟେନମେଣ୍ଟ କରିବା ଏ ହେଉଛି ଦକ୍ଷତା ଆଉ ବିବାଦ କିଛି ନାହିଁ। କିନ୍ତୁ ବଢ଼ିଆ ଭଲ। ବଢ଼ିଆ, ଭାରି ସୁନ୍ଦର । ନାଇଁ କିଛି ଅସୁବିଧା ନାହିଁ, ନାଇଁ ଯାତ୍ରାରେ କିଛି ଅସୁବିଧା ନାହିଁ। ଯାତ୍ରାରେ କିଛି ନଗ୍ନତା ନାହିଁ ତ। ଯାତ୍ରାରେ କିଛି ଅଶୀଳତା ନାହିଁ ତ। ଯାତ୍ରା ଗୋଟେ ପ୍ରୋଗ୍ରାମ୍ କୁହ ଗୋଟେ ସାମାଜିକ, ଗୋଟେ ସମାଜକୁ ଦିଗଦର୍ଶନ ଦେଲା ଭଳିଆ

ରାଣୀ ପଣ୍ଡା ହେଉଛନ୍ତି ଜାଣେ ସାମାଜିକ କର୍ମଚାରୀ। ଜଣେ ସମାଜ ସେବିକା। ଲୋକ ତାଙ୍କୁ ଖରାପ କହିବେ କିନ୍ତୁ ଆମେ ତାଙ୍କୁ ଖରାପ କହିବୁନି।ଅନେକ ବହି ତାଙ୍କର ହବ। ଆଗକୁ ରାଣୀ ପଣ୍ଡା ମୁଖ୍ୟମନ୍ତ୍ରୀ ହେଇ ପାରନ୍ତି କି ପ୍ରଧାନମନ୍ତ୍ରୀ ହେଇ ପାରନ୍ତି କି ରାଷ୍ଟ୍ରପତି ହେଇ ପାରନ୍ତି। ବହି ହବ, ଲେଖକ ଯାହା ଲେଖିବେ ଆଉ କଣ।ଲୋକ ତାଙ୍କୁ ପସନ୍ଦ କରିବେ।

ଗୋଟେ କଳାକାରଙ୍କୁ କାହିଁକି ପସନ୍ଦ କରିବେନି।ଗୋଟେ କଳାକାରଙ୍କୁ କାହିଁକି ପସନ୍ଦ କରିବେନି, ସେ ରାଣୀ ପଣ୍ଡା ହଉ କି ମୁଁ ହୁଏ କି ଯିଏ ହଉ । ମୁଁ ବି ଜଣେ ଯାତ୍ରା କଳାକାର। ମୁଁ ଏବେ ଯାତ୍ରାରେ ଅଭିନୟ କରୁନାହିଁ ଆଗରୁ କରୁଥିଲି। କିନ୍ତୁ କାହିଁକି ପସନ୍ଦ କରିବେନି, କଣ ରାଣୀ ପଣ୍ଡା ଜଣେ ଖରାପ ଲୋକ କି ? ସମାଜ ସଂସ୍କାରକୁ ସେ ଦିଗଦର୍ଶନ ଦେଉଛନ୍ତି ଆଉ କଣ। ରାଣୀ ପଣ୍ଡାଙ୍କ ପାଇଁ ଗୋଟିଏ ମେସେଜ୍ ମୁଁ ଦେବି,’ମୋ ଭଉଣୀ ଯଦି ସମାଜ ଉପରେ କିଛି କରିଲା ତେବେ ମୋର ଦୁଃଖ କରିବାର କିଛି ନାହିଁ। ଆଉ କେହି ପଛେ ଘୃଣା କରିଥାଇ ପାରୁ। କିନ୍ତୁ ରାଣୀ ପଣ୍ଡାକୁ ମୁଁ ଘୃଣା କରିବିନି’।

Leave a Comment

Your email address will not be published. Required fields are marked *

Scroll to Top