ଏମିତି ସ୍ତ୍ରୀ କାହାକୁ ନମିଳୁ…ସକାଳୁ ସକାଳୁ ସ୍ୱାମୀ ସ୍ତ୍ରୀର କଥା କ-ଟାକ-ଟି ପରେ, ସ୍ୱାମୀ ସହ ଏମିତି କଲା ସ୍ତ୍ରୀ।
ଏମିତି ସ୍ତ୍ରୀ କାହାକୁ ନମିଳୁ। ସାମାନ୍ୟ ଟିକିଏ କଥାରେ ସ୍ୱାମୀକୁ କାଟି ପକାଇଲା ସ୍ତ୍ରୀ। ହଁ ଆଜ୍ଞା ସବୁବେଳେ ମା-ଡ଼ ଖାଉଥିଲା ଆଉ ଏକା ଥରକରେ ସବୁକିଛି ସାରିଦେଵ ବୋଲି ନିଷ୍ପତ୍ତି ନେଲା। ଶେଷରେ ସ୍ତ୍ରୀ ସାଜିଗଲା ସଇତାନ। ସ୍ୱାମୀର ବେକକୁ ଏକ ଧାରୁଆ ଅ-ସ୍ତ୍ରରେ କା-ଟି ପକାଇଲା। ପାରିବାରିକ କୋଳ-ହର ଏକ କରୁଣ ପରିଣତି ସ୍ତ୍ରୀ କା-ଟିଦେଲା ସ୍ୱାମୀର ବେକ। ହଁ ଆଜ୍ଞା ଏବେ ସ୍ୱାମୀ ଗୁରୁ-ତ୍ୱର ଅବସ୍ଥାରେ ମେଡିକାଲରେ ହେଉଛନ୍ତି ଛଟପଟ।
ଏଭଳି ଅଭା-ବନୀୟ ଘ-ଟଣା ଘଟିଛି ଗଞ୍ଜାମ ଜିଲ୍ଲା ଧରାକଣ୍ଟା ଥା-ନା ଅନ୍ତର୍ଗତ ବୋରିଗୁଡା ଗାଁରେ। ଆ-ହତ ହୋଇଥିବା ସ୍ୱାମୀ ଜଣକ ହେଉଛନ୍ତି ସେହି ଗାଁର ରୋହିତ ପାତ୍ର। ତାଙ୍କର ବୟସ ୪୫ ବର୍ଷ ହୋଇଥିବା ସୂଚନା ମିଳିଛି। ସୂଚନାରୁ ପ୍ରକାଶ ଯେ ବିରିଗୁଡା ଗାଁର ମଦନ ପାତ୍ରଙ୍କ ବଡ଼ ପୁଅ ରୋହିତ ପାତ୍ର। ପ୍ରାୟ ସମୟରେ ମ-ଦ୍ୟପା-ନ କରି ନିଜ ସ୍ତ୍ରୀ କସ୍ତୁରୀ ପାତ୍ରଙ୍କୁ ମା-ରପି-ଟ କରୁଥିଲା। ଆଉ ଆଜିବି କୌଣସି କାରଣରୁ ସକାଳୁ ସକାଳୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଥା କ-ଟାକ-ଟି ହୋଇଥିଲା।
ଆଉ ସେହି କଥା କ-ଟାକ-ଟି ସମୟରେ ସ୍ତ୍ରୀ ସାଜିଗଲା ସଇ-ତାନ ଆଉ ସେଥିରେ ଅତିଷ୍ଠ ହୋଇ ସ୍ତ୍ରୀ କସ୍ତୁରୀ ଏକ ଧା-ରୁଆ ଛୁ-ରୀ ଧରି ନିଜ ସ୍ୱାମୀର ପିଠି ଓ ବେକକୁ କା-ଟି ପକାଇଲା। ଆଉ ଏବେ ର-କ୍ତାତ କରି ପକାଇଛି ସ୍ୱାମୀକୁ। ଯାହା ଫଳରେ ସ୍ୱାମୀ ରୋହିତ ଗୁରୁ-ତ୍ୱର ଅବସ୍ଥାରେ ମେଡିକାଲରେ ପଡି ରହି ଜୀବନ ମୃ-ତ୍ୟୁ ସହ ସଂଗ୍ରାମ କରୁଛି।
ଆଉ ଚିକିତ୍ସା ନିମନ୍ତେ ପ୍ରଥମେ ଆସିକା ଉପଖଣ୍ଡ ଚିକିତ୍ସଳୟକୁ ନେଇଥିଲେ। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଗୁରୁ-ତ୍ୱର ହେବାରୁ ତାଙ୍କୁ ବ୍ରହ୍ମପୁରକୁ ପଠା ଯାଇଛି।ଏପଟେ ଘ-ଟଣା ସ୍ଥଳରେ ଧରାକଣ୍ଟା ପୋ-ଲିସ ପହଁଚି ତ-ଦନ୍ତ ଜାରି ରଖିଛି।