ଝିଅର ରିପୋର୍ଟରେ ଏମିତି କାହିଁକି ଲେଖିଲେ ଡ଼ାକ୍ତର । ରା-ଗିଯାଇ ଝିଅର ମା ଚପଲ କାଢ଼ି ଡାକ୍ତରଙ୍କୁ… ।
ଝିଅର ସନ୍ଦେ-ହଜନକ ମୃ-ତ୍ୟୁ ପରେ ଚାଲିଥିଲା ତଦନ୍ତ । ଆଉ ସେହି ଭିତରେ ପୋ-ଷ୍ଟମ-ର୍ଟମ ରିପୋର୍ଟ୍ ମଧ୍ୟ ଆସିଥିଲା । ଆଉ ପୋ-ଷ୍ଟମ-ର୍ଟମ ରିପୋର୍ଟ୍ ରେ ଳେଖା ଯାଇଥିଲା ଯେ ଝିଅ କୁଆଡେ ନିଜେ ଜୀବନ ହାରି ଦେଇଛି । କିନ୍ତୁ ମାଆ ଦେଖିବାକୁ ପାଇଥିଲା ଯେ ଝିଅର ଶରୀରରେ ଅନେକ ଦାଗ ରହିଛି । ତେବେ ଯଦି ଝିଅ ଜୀବନ ହାରିଲା ତାହେଲେ କଣ ନିଜେ ନିଜକୁ କ୍ଷ-ତ କରିକରି କଣ ଜୀବନ ହାରିଲା କି? ଏଭଳି ଅନେକ କଥା ମନକୁ ଆସୁଥାଏ ମା’ର । ଆଉ ଶେଷରେ ସହି ପାରିଲାନି ମାଆ । ଆଜ୍ଞା ହଁ ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ମୁଖ୍ଯ ଚିକିତ୍ସା କେନ୍ଦ୍ରରେ ଅଭା-ବନୀୟ ଘ-ଟଣା । ଡାକ୍ତରଙ୍କୁ ଚପଲରେ ପିଟିଲେ ମୃତ-କଙ୍କ ମାଆ ।
ଜବାହାର ନବୋଦୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ସୌଦାମିନୀଙ୍କ ସନ୍ଦେ-ହଜ-ନକ ମୃ-ତ୍ୟୁ ପରେ ଡାକ୍ତର ଭୁଲ ପୋ-ଷ୍ଟମ-ର୍ଟମ ରି-ପୋର୍ଟ ଦେଇଥିବା ଅଭି-ଯୋଗ । ତେବେ ଏହି ରି-ପୋର୍ଟ ଭୁଲ ଓ ଝିଅକୁ ହ-ତ୍ୟା କରାଯାଇଥିବା ଅଭି-ଯୋଗ କରି ସଂପୃକ୍ତ ଡାକ୍ତରଙ୍କୁ ମା-ଡ଼ ମା-ରିଛନ୍ତି ମୃତ-କଙ୍କ ମାଆ । ସୂଚନା ଅନୁସାରେ ମୃ-ତ ଛାତ୍ରୀ ସୌଦାମିନୀଙ୍କ ମା’ ସୁଜ୍ଞାନୀ ଗମାଙ୍ଗ ଆଜି ସକାଳେ ହଠାତ୍ ଜଣେ ରୋଗୀ ଭାବେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ ।
ଡ୍ୟୁଟିରେ ଥିବା ଡାକ୍ତର ରଶ୍ମିରଞ୍ଜନଙ୍କୁ ନିଜ ଝିଅର ଶ-ବ ବ୍ୟବ-ଛେଦ ରିପୋର୍ଟ ଦେଖାଇ ବିଭିନ୍ନ ପ୍ରଶ୍ନ କରିଥିଲେ । ଆଉ ଏହାପରେ ସେ ଧସ୍ତାଧସ୍ତି କରିଥିଲେ ଡାକ୍ତର ମିଶ୍ର ପତି-ରୋଧ କରିବାରୁ ହଠାତ୍ ତାଙ୍କୁ ଜୋତାରେ ମା-ଡ ମା-ରିଥିଲେ । ଘ-ଟଣା ସମ୍ବନ୍ଧରେ ହସ୍ପିଟାଲ କର୍ତ୍ତୁପକ୍ଷ ପାରଳାଖେମୁଣ୍ଡି ପୋଲି-ସକୁ ସୂଚନା ଦେଇଥିଲେ । ପରେ ପୋ-ଲିସ ଘ-ଟଣା ସ୍ଥଳରେ ପହଞ୍ଚି ତ-ଦନ୍ତ ଆରମ୍ଭ କରିଛି । ବନ୍ଧୁଗଣ ସୂଚନାଯୋଗ୍ୟ ୨୦୨୩ ଫେବୃୟାରୀ ୨୨ତାରିଖରେ ପାରଳାଖେମୁଣ୍ଡି ଜବାହାର ନବୋଦୟ ବିଦ୍ୟାଳୟର ୯ମ ଶ୍ରେଣୀ ଛାତ୍ରୀ ସୌଦାମିନୀ ରଇତଙ୍କ ମୃ-ତଦେହ ହଷ୍ଟେଲ ପରିସରରୁ ଝୁଲନ୍ତା ଅବସ୍ଥାରେ ଉ-ଦ୍ଧାର କରାଯାଇଥିଲା ।
ସ୍କୁଲ କର୍ତ୍ତୃପକ୍ଷ ଏହାକୁ ଆ-ତ୍ମହ-ତ୍ୟା ବୋଲି କହୁଥିବା ବେଳେ ପରିବାର ଲୋକେ ଏହା ଏକ ଯୋଜନାବଦ୍ଧ ହ-ତ୍ୟାକା-ଣ୍ଡ ବୋଲି ଅଭି-ଯୋଗ କରିଛନ୍ତି । ଏହି ଘଟ-ଣାର ତ-ଦନ୍ତ ପାରଳାଖେମୁଣ୍ଡି ପୁ-ଲିସ କରିଥିଲା । କିନ୍ତୁ ଏଥିରେ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିବା ପରେ ମାମ-ଲାର ଦାୟିତ୍ୱ କ୍ରାଇମବ୍ରାଞ୍ଚ ନେଇଛି । ହେଲେ ଏଯାଏଁ କୌଣସି ନିସ୍କର୍ଷରେ ତଦ-ନ୍ତକାରୀ ସଂସ୍ଥା ପହଞ୍ଚି ପାରିନାହିଁ ।