ମୋ ଘର ମାଲିକ ମୋତେ ଘରୁ ବାହାର କରିଦେଲେ ବୁଝିବୁରେ ଗୁରୁ….।

ମୋତେ ମୋ ଘର ମାଲିକ କହିଥିଲେ ଯେ ଘର ଆଗରେ କେବେ ଗେଦାରିଂ ନକରିବା ପାଇଁ। ଆଉ ଯେତେବେଳେ ମୋ ଘର ଦୁଆର ମୁହଁରେ ମୋତେ ଆସି ହ-ତ୍ୟା ଧ-ମକ ମିଳିଛି ମୁଁ ଯଦି ଥା-ନାକୁ ଯିବି ପୋ-ଲିସ ଆସିବେ ତେବେ ଦୁନିଆ ତ-ଦନ୍ତ ହେବ। ଏସବୁ ଭିତରେ ଯଦି ମୋ ମାଲିକ ମୋତେ ଘରୁ ବାହାର କରିଦିଏ ମୁଁ ରହିବି କେଉଁଠି ଗୁରୁ ଘରେ ଯାଇ ରହିବି।ଏମିତି କିଛି କଥା ସିଧା ରଣୀ ପଣ୍ଡା କହିଛନ୍ତି।

ବନ୍ଧୁଗଣ ସମସ୍ତେ ଜାଣିଛନ୍ତି ଧଉଳି ଗଣନାଟ୍ୟ ଟ୍ରକ ଲେଉଟିଲା ୬ ଜଣକର ମୃ-ତ୍ୟୁ ହେଲା ଯେଉଁ ସମୟରେ ମାଲିକ ଏବଂ ମ୍ୟାନେଜର ପହଁଚିବା କଥା ଏ ପର୍ଯ୍ୟନ୍ତ ପହଞ୍ଚିଲେ ନାହିଁ। ବଡ଼ ବଡ଼ କଳାକାର ପହଞ୍ଚିଲେ ନାହିଁ ଯାତ୍ରା ଅନୁଷ୍ଠାନର ସଭାପତି ବି ପହଞ୍ଚିଲେ ନାହିଁ ଆଉ ଠିକ ସେତିକିବେଳେ ଯଦି ରାଣୀ ପଣ୍ଡା ପହଞ୍ଚିଲେ ତ ଭୁଲଟା କ’ଣ ରହିଲା?

ଯଦି ନିଜ ସାମର୍ଥ୍ୟ ଅନୁସାରେ ରାଣୀ ପଣ୍ଡା ଯଦି ସାହାର୍ଯ୍ୟ କଲେ ତେବେ ଭୁଲ ଟା କେଉଠି ରହିଲା। ଯଦି ରାଣୀ ପଣ୍ଡା ପହଞ୍ଚିବା ଦେଖି ଗଣ ମାଧ୍ୟମ ପହଞ୍ଚିଲା ଗଣମାଧ୍ୟମ ତାଙ୍କ ପ୍ରତି-କ୍ରିୟା ଆଣି ବଜାଇଲା ତେବେ ଭୁଲ ଟା କେଉଠି ରହିଲା।

ଆଉ ତାପରେ ଏ ବାବୁ ଗୁରୁ ଯେତେବେଳେ ସାମ୍ନାକୁ ବାହାରିଲେ ରାଣୀ ପଣ୍ଡା ପୂର୍ବବସ୍ଥାକୁ ଫେରିଗଲେ। ସମସ୍ତେ ଜାଣିଛନ୍ତି ରାଣୀ କେମିତି। ଆଉ ରାଣୀଙ୍କ କହିବା କଥା ଯଦି ଏ ଘ-ଟଣା ପାଇଁ ମୋ ଘର ମାଲିକ ମୋତେ ଘରୁ ବାହାର କରିଦିଏ ତେବେ ଗୁରୁ ଘରେ ରହିବି। ଗୁରୁ ଦୁଆର ମୁହଁରେ ରହିବି। ଆଉ ଏସବୁ ପରେ ଲୋକେ କହୁଛନ୍ତି “ହୋଇରେ ଗୁରୁ ଏଇୟା କଲୁ”। ଶେଷରେ ରାଣୀ ପଣ୍ଡାଙ୍କୁ ରଗେ-ଇଦେଲୁ। ଏବେ ବାମ୍ଫ ନେ।

Leave a Comment

Your email address will not be published. Required fields are marked *

Scroll to Top