ବ୍ୟାଙ୍କ ଭିତରେ ଚାଲିଥିଲା ଏମିତି କାର୍ଯ୍ୟ…ହଠାତ ମାଡି ବସିଲା ପୋଲିସ। ଭିତରୁ ବାହାରୁଛନ୍ତି ଯୁବକ ଯୁବତୀ।
ବନ୍ଧୁଗଣ ଏ ଯେଉଁ ଫୋଟଟିକୁ ଦେଖୁଛନ୍ତି ଏ ହେଉଛି ଆଇ ସି ଆଇ ସି ଆଇ ବ୍ୟାଙ୍କ। ଆଉ ବ୍ୟାଙ୍କକୁ ସବୁବେଳେ ଜନସାଧାରଣ ମାନେ ଆସନ୍ତି ଟଙ୍କା ଉଠାଇବା ପାଇଁ। କିନ୍ତୁ ଏହି ବ୍ୟାଙ୍କ ଭିତରେ ଏମିତି କାର୍ଯ୍ୟ କରୁଛନ୍ତି ସେ ପୁଣି ବ୍ୟାଙ୍କର ଡେପୁଟି ମ୍ୟାନେଜର ଓ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ଜଣେ ମହିଳା ଓ ତାଙ୍କ ସାଥିରେ ଥିଲେ ତାଙ୍କର ସ୍ୱାମୀ। ଯାହାକୁ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।
ହଁ ଆଜ୍ଞା ବ୍ୟାଙ୍କ ଭିତରେ ଥିଲେ ଜଣେ ମହିଳା ଓ ଡେପୁଟି ମ୍ୟାନେଜର। ଶନିବାର ଦିନ ଏମିତି କାର୍ଯ୍ୟ କରୁଥିବାରୁ ହଠାତ ମାଡି ବସିଲା କ୍ରାଇମବ୍ରାଞ୍ଚ। ଆଉ ଶନିବାର ଦିନ ଥିବାରୁ ଲୋକଙ୍କ ଠାରୁ ଅତି ଚତୁରତାର ସହ ଠକି ଚାଲିଥିଲେ। ଆଉ ଏହି ସମୟରେ ହଠାତ ଚଢ଼ାଉ କରିଛି କ୍ରାଇମବ୍ରାଞ୍ଚ। ଆଉ କ୍ରାଇମବ୍ରାଞ୍ଚ ହାତରୁ ବର୍ତୀ ପାରିଲେ ନାହିଁ ୩ ଜଣ କର୍ମଚାରୀ।
ହଁ ଆଜ୍ଞା ଶନିବାର ଦିନ ହୋଇଥିବାରୁ ଉଅଭକ୍ତାଙ୍କୁ ଠକେଇ କରୁଥିଲେ। ଏହି ସମୟରେ କ୍ରାଇମବ୍ରାଞ୍ଚ ବ୍ୟାଙ୍କରେ ୩ ଜଣଙ୍କୁ ଗିରଫ କରିଛି। ଆଉ ବ୍ୟାଙ୍କ ଭିତରୁ ଜଣଙ୍କ ପରେ ଜଣେ ଜେଲକୁ ଯାଉଛନ୍ତି। ଆଉ ଲଜ୍ୟାରେ ମୁହଁକୁ ଲୁଚାଇ ଦେଉଛନ୍ତି।
ତେବେ ଏହି ଠକେଇ ମାମଲାରେ ଜଣେ ମହିଳା ଓ ଦୁଇଜଣ ପୁରୁଷ ଥିବା ସୂଚନା ମିଳିଛି।।୧କୋଟିରୁ ଉର୍ଦ୍ଧ ଟଙ୍କା ଠକେଇରେ ସମ୍ପୃକ୍ତ ଥିବା ଡେପୁଟି ମ୍ୟାନେଜର ପ୍ରଶାନ୍ତ କୁମାର ସାହୁ ଗ୍ରାହକ ସେବା ସମ୍ପୃକ୍ତ ଅଧିକାରୀ ସ୍ୱାଗତିକା ସ୍ୱାଇଁ ଓ ତାଙ୍କ ସ୍ବାମୀ ମନୋଜ କୁମାର ସାହୁ। ଏହି ୩ ଜଣଙ୍କୁ କ୍ରାଇମବ୍ରାଞ୍ଚ ରେଡହେଣ୍ଡରେ ଧରିଛି ବ୍ୟାଙ୍କ ଭିତରୁ।ସେହି ଟଙ୍କା ହଡପର ସରବିଶେଷ ତଥ୍ୟ ପ୍ରମାଣ ସଂଗ୍ରହ କରିବା ସହିତ ଅନ୍ୟ କୌଣସି ପ୍ରକାର ଠକେଇ ବାବଦରେ ବ୍ୟାଙ୍କ ବ୍ରାଞ୍ଚ ମ୍ୟାନେଜର ସହ କର୍ମଚାରୀ ମାନଙ୍କୁ ପଚରାଉଚରା ଜାରି ରଖିଛି ପୋଲିସ।