ପିଙ୍କୁ ପ୍ରଧାନଙ୍କୁ ହୋଇପାରେ ଫାଶୀ ଦଣ୍ଡ। ଅଞ୍ଜନଙ୍କ ପରିବାରଙ୍କ ପାଖରେ ଅଛି ଅନେକ ପ୍ରମାଣ।
କୋର୍ଟର ଶୁଣାଣି ଆରମ୍ଭରେ ହୋଇପାରେ ଫା-ଶୀ ଆବେଦନ। ପିଙ୍କୁକୁ ମିଳିପାରେ ଫା-ଶୀ ଦ-ଣ୍ଡ। ନିର୍ମମ ଭାବରେ କରିଥିଲା ଅଞ୍ଜନଙ୍କୁ ହ-ତ୍ୟା।ଏବେ ଆଉ ଖସିବା ଅସମ୍ଭବ। ପିଙ୍କୁକୁ ମିଳିପାରେ ମୃ–ତ୍ଯୁଦଣ୍ଡ। ଆଉ ବାହାରକୁ ବାହାରି ନପାରେ ଅଭି-ଯୁକ୍ତ। ଅଭି-ଯୋଗ ପ୍ରମାଣିତ ହେବା ପରେ ଆଜୀବନ କା-ରାଦ-ଣ୍ଡ ମିଳିପାରେ କିମ୍ବା ମୃ-ତ୍ୟୁ ଦ-ଣ୍ଡବି କୋର୍ଟ ନିର୍ଦେଶ ଦେଇପାରନ୍ତି। ଯଦି ହ-ତ୍ୟାରେ କୋର୍ଟ ପ୍ରମାଣ ପାଏ କି ହ-ତ୍ୟା ବହୁତ ନିର୍ମମ ଥିଲା ଏଥିରେ ଦୋ-ଷୀ ବିଲକୁଲ ବି ପଶ୍ଚାତାପ କରୁନାହିଁ ତେବେ ଦୋ-ଷୀକୁ ମୃ-ତ୍ଯୁଦ-ଣ୍ଡ ମିଳିପାରେ। ଆଉ କୋର୍ଟ ଆଜୀବନ କାରାଦ-ଣ୍ଡ ଆଦେଶ ଦେଇପାରନ୍ତି। ଯାହା ପରେ ଆଉ କେବେ ହେଲେ ଜେ-ଲ ବାହାରକୁ ବାହାରି ପାରିବେ ନାହିଁ ଅଭି-ଯୁକ୍ତ କାହ୍ନା ପ୍ରଧାନ(ପିଙ୍କୁ)।
ଚାରିକାନ୍ଥ ଭିତରକୁ ଆଉ ବାହାରକୁ ବାହାରି ପାରିବ ନାହିଁ। ହତ୍ୟା ପରେ ମାମ-ଲା ପୁରା ଶକ୍ତ ରହିଛି। ଅଞ୍ଜନଙ୍କ ପରିବାର ପାଖରେ ରହିଛି ଅନେକ ପ୍ରମାଣ। ପିଙ୍କୁକୁ ଫା-ଶୀ ଦେବା ପାଇଁ ନିବେଦନ କରିପାରନ୍ତି ଅଞ୍ଜନଙ୍କ ପରିବାର ଲୋକେ ଯାହା ପିଙ୍କୁକୁ ସଜା ଦେବା ପାଇଁ ଉପଯୁକ୍ତ ହେବ। ଏବେ କେବଳ ପୋଲି-ସଙ୍କ ଚା-ର୍ଜସି-ଟକୁ ଅପେକ୍ଷା।
କୋର୍ଟରେ ପୋଲି-ସଙ୍କ ଚା-ର୍ଜସି-ଟ ଦାଖଲ ହେବା ପରେ ଆରମ୍ଭ ହେବ ଶୁଣାଣି ପ୍ରକ୍ରିୟା। ଯଦି ଦେଖିବା ଚା-ର୍ଜସି-ଟ ଦାଖଲ କରିବା ପୋ-ଲିସ ବିଳମ୍ବ କରିଥାଏ ଫଳରେ ଦୋ-ଷୀ ମଧ୍ୟ ଜେ-ଲଦ-ଣ୍ଡ ସେତିକି ଦିନ ପର୍ଯ୍ୟନ୍ତ ଗଡି ଚାଲେ। ଚାର୍ଜସିଟ ଦାଖଲ ହେବା ପରେ କୋର୍ଟରେ କେଶକୁ ନେଇ ଶୁଣାଣି ଆରମ୍ଭ ହୁଏ।
ସେପଟେ ଯଦି ଦେଖିବା କାହ୍ନା ପ୍ରଧାନ ହ-ତ୍ୟାକା-ଣ୍ଡର ମୁଖ୍ୟ ଅଭି-ଯୁକ୍ତ। ପ୍ରେମିକା ନିହାରିକା ହାଣିବା ପାଇଁ କହିବା ପରେ ହାଣି ଥିଲା କାହ୍ନା। ଗାଡିରୁ ମାର-ଣାସ୍ତ୍ର ବାହାର କରି ଅଞ୍ଜନଙ୍କ ପିଠିକୁ ପକାଇଥିଲା ଚୋଟ। ରାସ୍ତା ଉପରେ ଗୋଡ଼ାଇ ଗୋଡ଼ାଇ କରିଥିଲା ଆକ୍ର-ମଣ। ଏହାସବୁ ପ୍ରେମ ବ୍ୟାପାରକୁ ନେଇ ହୋଇଥିବା ପ୍ରାଥମିକ ତଦ-ନ୍ତରୁ ଜଣା ପଡ଼ିଛି। ଛଟପଟ ହୋଇ ଚାଲିଯାଇଥିଲା ଅଞ୍ଜନଙ୍କ ଜୀବନ। ଆଉ ଏବେ ଅଞ୍ଜନଙ୍କ ପରିବାର କାହ୍ନାକୁ ମୃ-ତ୍ଯୁଦ-ଣ୍ଡ ପାଇଁ ଅପେକ୍ଷା କରି ରହିଛନ୍ତି।