ପିଙ୍କୁ ଭିଲିୟନ ବୋଲି ତାକୁ ମୁଁ ଭଲ ପାଇଥିଲି। ତାର ଭିଲିୟାନ ରୂପ ମୋତେ ଭାରି ଭଲଲାଗେ। ମୁଁ ପିଙ୍କୁକୁ କହିଥିଲି ତାକୁ ହା-ଣିଦିଅ ବୋଲି।
ଫିଲ୍ମ ଷ୍ଟାଇଲରେ ପ୍ରେମ କରିବାକୁ ପସନ୍ଦ କରୁଥିଲେ ନିହାରିକା। ସେଥିପାଇଁ ଗୌତମକୁ ଛାଡି କାହ୍ନା(ପିଙ୍କୁ)କୁ ଭଲ ପାଇଲେ। କାରଣ ପିଙ୍କୁ କୁଆଡେ ଭିଲିୟାନ ଥିଲା। ପିଙ୍କୁକୁ ଛୋଟରୁ ବଡ଼ ସମସ୍ତେ ଡରୁ ଥିଲେ। ନେଲରୁ ଯାଇ ଦୁଇ ଦୁଇ ଥର ଆସିଥିଲେ ପିଙ୍କୁ। ଆଉ ପିଙ୍କୁର ଗୁ-ଣ୍ଡା ଆଚରଣ ଭାରି ଭଲ ଲାଗୁଥିଲା ନିହାରିକାକୁ। ଖାସ ସେଇଥି ପାଇଁ ପିଙ୍କୁକୁ ମନ ଦେଇ ବସିଥିଲା ନିହାରିକା।
ହଁ ଆଜ୍ଞା ଗି-ରଫ ହେବା ପରେ ସବୁ ଗୋଟି ଗୋଟି କରି କଥା ସାମ୍ନାକୁ ଆସୁଛି। କ’ଣ ପାଇଁ ହ-ତ୍ୟା କଲେ ? କଣ ପାଇଁ ନିହାରିକା ଗୌତମଙ୍କୁ ଛାଡି ପିଙ୍କୁକୁ ଭଲ ପାଇଲେ? ସେସବୁ କଥା ଏବେ ସାମ୍ନାକୁ ଆସୁଛି। ପିଙ୍କୁ ଭିଲିୟାନ ଥିଲା ବୋଲି ନିହାରିକା ତାକୁ ଭଲ ପାଇବା ବୋଲି କଥା ମଧ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି।
ନିହାରିକାଙ୍କ ମା’ଙ୍କ କହିବା ଅନୁସାରେ ସବୁବେଳେ ଫ୍ରିଡ଼ମ ଚାହୁଁଥିଲେ ନିହାରିକା। ଫୋନରେ ସବୁବେଳେ କଥା ହେଉଥିଲେ। ଏସବୁକୁ ନେଇ ମା’ ବିର-କ୍ତ ହୋଇ ଫୋନରେ କଥା ହେବା ପାଇଁ ମନା କରିବାରୁ ତାଙ୍କ ପିୟୁସିଙ୍କ ଘରକୁ ଚାଲିଯାଇଥିଲେ ନିହାରିକା। କାରଣ ମା’ ଥିଲେ ନିହାରିକାଙ୍କ ପାଇଁ କଣ୍ଟା। ତେବେ ପିୟୁସିଙ୍କ ଘରକୁ ଗଲା ପରେ ନିଜ ଇଚ୍ଛାକୁ ପୂରଣ କରିଥିଲେ ନିହାରିକା।
ଆଜିର ଦୁନିଆରେ ହାଇଲେଟ ହେବା ପାଇଁ ଗୋଟିଏ କ୍ରିମି-ନାଲକୁ ହିଁ ମନ ଦେଇ ବସିଥିଲେ। ନିହାରିକା ଭାବୁଥିଲେ ପିଙ୍କୁ ତାଙ୍କୁ ଭଲରେ ପ୍ରଟେକ୍ଟ କରିପାରିବ। ହେଲେ ସେ ଜାଣି ନଥିଲେ କି ଏମିତି ହ-ତ୍ୟା ମାମ-ଲାରେ ଫସି ଯିବେ ବୋଲି। ଯେଉଁ ପୁଅକୁ ଭଲ ପାଉଥିଲେ ସେଇ ପୁଅ ପାଇଁ ଆଜି ଜେ-ଲର ଚାରିକାନ୍ଥ ଭିତରେ ରହିଛନ୍ତି ନିହାରିକା।
ଯଦି ଦେଖିବା ହ-ତ୍ୟା ପରେ ବାହାରକୁ ଯାଇ ଲୁ-ଚିବା ପାଇଁ ପାଖରେ ଅର୍ଥ ନଥିଲା ସେଥିପାଇଁ ସାଲିଆ ସାହିରେ ଯାଇ ଲୁ-ଚି ଥିଲେ ପିଙ୍କୁ ଆଉ ନିହାରିକା। ଦୁଇ ଦିନ କାଳ ସାଲିଆ ସାହି ଭିତରେ ଲୁ-ଚିକି ରହିଥିଲେ। ଯାହାର ଖବର ପୋ-ଲିସ ପାଖରେ ପହଁଚି ଯାଇଥିଲା। ଖବର ପାଇ ପୋ-ଲିସ ସାଲିଆ ସାହିରୁ ପିଙ୍କୁ ଏବଂ ନିହାରିକାଙ୍କୁ ଗି-ରଫ କରିଛି। ତାଙ୍କର ପ୍ରଥମ ରାତି ଝାର-ପଡା ଜେ-ଲରେ ହିଁ କଟିଛି। ତେବେ ଏବେ ପିଙ୍କୁ ଆଉ ନିହାରିକାର ମେଡିକାଲ ଟେଷ୍ଟ କରିବା ପରେ ତାଙ୍କୁ କୋର୍ଟ ଚା-ଲାଣ କରାଯାଇଛି।