୪ ଟା ବଏ ଫ୍ରେଣ୍ଡ ନକଲେ ରାଜଧାନୀରେ ଚଳିବେ କେମିତି ?

ଏଠି ଗୋଟେ ଝିଅ ମେଣ୍ଟେନ୍ କରିବା ପାଇଁ ନଟ୍ ଲେସ୍ ଦେନ୍ ୫୦,୦୦୦ ର ରିକ୍ୱଆର୍ମେଣ୍ଟ ରହିଛି। ଝିଅମାନେ କେବଳ ଯେମିତି ୟୁଜ୍ କରୁଛନ୍ତି ପୁଅ ମାନଙ୍କୁ ପୁଅମାନେ ସେଇଟା ବୁଝି ପାରୁନାହାଁନ୍ତି। ଝିଅମାନେ ଖାଲି ନୁହେଁ ଆଜି ସ୍ତ୍ରୀ ଲୋକମାନେ ବି ଭୁବନେଶ୍ବରରେ ଏହି ଅବସ୍ଥାରେ ପହଞ୍ଚି ଗଲେଣି, ମାନେ ଡବଲ୍ ଟ୍ରିପଲ୍ ଚାରି, ପାଞ୍ଚ ଟା ବୟଫ୍ରେଣ୍ଡ୍ ରଖୁଛନ୍ତି ଆଉ ଏଇଟା ଗୋଟେ ନେସେସିଟି। ଗୋଟେ ପୁଅର ଇମୋସନ୍ କୁ ତା’ର ପରିବାର ବୁଝିବ ନାହିଁ, ତା’ର ସମୟକୁ ତା’ର ପରିବାର ବୁଝିବ ନାହିଁ, ତା’ର ଫିଲିଙ୍ଗ୍ସକୁ ତା’ର ପରିବାର ବୁଝିବ ନାହିଁ ତା’ର ମନର କୋହ ଆଖିର ଲୁହ କୈାଣସି ଜିନିଷ କୁ ପରିବାର ମଧ୍ୟ ଗ୍ରହଣ କରିପାରେ ନାହିଁ।

ପ୍ରକୃତରେ ସେଇ ଝିଅକୁ ଗୋଟେ ପୁରସ୍କାର ମିଳିବା କଥା ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ତାକୁ ଏକ ପୁରସ୍କାର ମିଳିବା କଥା କାହିଁକି ନା ତା’ର ମାତ୍ର ଦୁଇଟା ବୟଫ୍ରେଣ୍ଡ୍ ଅଛନ୍ତି। ଆପଣ ଯଦି ଦେଖିବେ ବର୍ତ୍ତମାନ ପ୍ରାୟ ଯେଉଁ ଝିଅମାନେ ଅଛନ୍ତି ଆମେ ପୂର୍ବରୁ ବି ଏହି ବିଷୟରେ ଡିସ୍କସନ୍ କରିଛେ ଚାରି ଚାରିଟା ବୟଫ୍ରେଣ୍ଡ୍।

ଆଉ ସବୁଠୁ ବଡ଼ ଦୁଃଖର କଥା ଏଇ ପୁଅ ପିଲା ଗୁଡ଼ାକ ଜାଣି ବି ପାରୁନାହାଁନ୍ତି କି ଆମେ ଗୋଟେ ଝିଅ ପାଇଁ ରାସ୍ତାରେ ମାଡ଼ ଗୋଳ କରିବୁ କାହିଁକି, ମର୍ଡର୍ କରିବୁ କାହିଁକି,ରାହାଜାନୀ କରିବୁ କାହିଁକି,ଚେନ୍ ଚୋରି କରିବୁ କାହିଁକି,ଲାପଟପ୍ ଚୋରି କରିବୁ କାହିଁକି ଏବଂ ଇଭିନ୍ ବି ଘରେ ବାପ ମାଆଙ୍କ ସହିତ ଝଗଡ଼ା କରିକି ଟିନ୍ ଏଜର୍ ର ପିଲାମାନେ ବିଭିନ୍ନ ପ୍ରକାରର ବାହାନା କରିକି ପାଠ ପଢ଼ିଲା ବେଳେ ଟଙ୍କା ଆଣୁଛନ୍ତି ଗାର୍ଲଫ୍ରେଣ୍ଡ କୁ ପୋଷିବା ପାଇଁ।

ତେବେ ବର୍ତମାନ ରାଜଧାନୀ ରେ ଏଇଟା ଗୋଟେ ଫେସନ୍ ବୋଲି କହିଲେ ଭୁଲ୍ ହେଇଯିବ ଏଇଟା ନେସେସିଟି ହେଇଗଲାଣି। ବୟଫ୍ରେଣ୍ଡ୍ ଆମେ କାହାକୁ କହିବା ଗୋଟେ ଟିନ୍ ଏଜର୍ ର ପିଲାକୁ ଆଉ ଗୋଟେ ଟିନ୍ ଏଜର୍ ପିଲା କେତେ ଟଙ୍କା ଯଦି ଚାକିରି କରୁଥିବ ୧୦,୧୫ ହଜାର ଟଙ୍କା ଦରମା ପାଉଥିବ ଯଦି ଷ୍ଟୁଡେଣ୍ଟ ଥିବ ତାହା ହେଲେ ଘରୁ ବାପା ମାଆଙ୍କୁ ଧମକେଇକି ମିଛ ପ୍ରକାର ବାହାନା କରିକି ଟଙ୍କା ଆଣୁଥିବେ।

ଭୁବନେଶ୍ୱରରେ ଯେଉଁ ଝିଅମାନେ ସବୁ ରହୁଛନ୍ତି ତାଙ୍କ ଜିନ୍ସ ର ଦାମ୍ ନଟ୍ ଲେସ୍ ଦେନ୍ ୨,୫୦୦ ଟଙ୍କା, ମାନେ ୨,୫୦୦ ଟଙ୍କା ତଳକୁ ଗୋଟେ ଜିନ୍ସ ସେମାନେ ପିନ୍ଧୁ ନାହାଁନ୍ତି, ଆଉ ଗୋଟେ ଗୋଟେ ଟି ସାର୍ଟ ପିନ୍ଧୁଛନ୍ତି,ଆଉ ଆପଲ୍ ର ଗୋଟେ ଗୋଟେ ଫୋନ୍ ବି ଧରୁଛନ୍ତି। ଏଇ ଯେଉଁ ପ୍ରସାଦନ ସାମଗ୍ରୀ ଠାରୁ ବିୟୁଟି ପାର୍ଲର୍ ପର୍ଯ୍ୟନ୍ତ ଚୁଟି ଯେଉଁ ଲମ୍ବା ଲମ୍ବା ରଖୁଛନ୍ତି ତାକୁ ସିଧା ସିଧା କରିବା ଠୁ ଯେଉଁ ଲିପିଷ୍ଟିକ୍ ଲଗେଇବା ପର୍ଯ୍ୟନ୍ତ ଆପଣ ଯଦି ପ୍ରତି ଜିନିଷ ଟାକୁ ଦେଖିବେ ଗୋଟେ ଗୋଟେ ଝିଅ ମେଣ୍ଟେନ୍ କରିବା ପାଇଁ ନଟ୍ ଲେସ୍ ଦେନ୍ ୫୦,୦୦୦ ର ରିକ୍ୱଆର୍ମେଣ୍ଟ ଅଛି ଆଉ ତା ଠାରୁ ସବୁଠୁ ବେଶୀ ବଡ଼ ଜିନିଷ ଯଦି ଦେଖିବାକୁ ଚାହିଁବେ ଏଠି ପ୍ରତି ୫୦ ମିଟର ଦୂରରେ ଗୋଟେ ଗୋଟେ ବାର୍ ଖୋଲୁଛି ଆଉ ଝିଅମାନେ ପୁଅମାନଙ୍କୁ ଆଟ୍ରାକ୍ଟ କରିବା ପାଇଁ ଯେଉଁ ପ୍ରକାରର ଲୁଗା ପିନ୍ଧୁଛନ୍ତି ଆଉ ସଜ ହେଉଛନ୍ତି ତାହା ଧାରଣା ବାହାରେ।

ଯଦି ଗୋଟେ ପୁଅ ଚାକିରି କରୁଛି ତେବେ ସିଏ ଅଧିକାରୁ ଅଧିକା ୧୫ ରୁ ୨୦ ହଜାର ଟଙ୍କା ଦେଇପାରିବ ଆଉ ଜଣେ ଯଦି ଷ୍ଟୁଡେଣ୍ଟ ଥିବ ତେବେ ସିଏ ଘରେ ଝଗଡ଼ା କରିକି ବାହାନା କରିକି କିଛି ଟଙ୍କା ଆଣିବ। ତେବେ ତା’ର ଯେଉଁ ଗାର୍ଲଫ୍ରେଣ୍ଡ କୁ ସିଏ କେତେ ବା ଟଙ୍କା ଦେଇପାରିବ ଅଧିକ ରୁ ଅଧିକ ୧୦ ରୁ ୧୫ ହଜାର ଟଙ୍କା ଆଉ ଏଥିରେ ତ ଝିଅ ମାନଙ୍କର ହେବନି ସେଥିପାଇଁ ସେମାନେ ୪‌ ଟି ଲେଖାଏଁ ବୟଫ୍ରେଣ୍ଡ୍ ରଖୁଛନ୍ତି ଆଉ ତାଙ୍କ ପାଖରୁ ନିଜର ରିକ୍ୱଆର୍ମେଣ୍ଟ ଫୁଲ୍ ଫିଲ୍ କରୁଛନ୍ତି। ହେଲେ ପୁଅମାନେ ସେଇଟାକୁ ବୁଝି ପାରୁ ନାହାଁନ୍ତି ଏଥିପାଇଁ ଅନେକ ପ୍ରକାରର ଭୁଲ୍ ଏବଂ ଅନୈତିକ କାର୍ଯ୍ୟ କରିବାକୁ ପଛାଉ ନାହାଁନ୍ତି।

Leave a Reply

Your email address will not be published. Required fields are marked *