ଶେଷରେ ଲୁମ୍‌ରୈନା ଖୋଲି କହିଦେଲେ କାହିଁକି ଭାଙ୍ଗିଗଲା ସ-ମ୍ପର୍କ.. କିଏ କାହାକୁ ଦେଇଛି ଧୋ-କା ।

ବନ୍ଧୁଗଣ ଦିନ ଥିଲା ପରଦା ଆଗରେ ଓ ପଛରେ ବେଶ୍ ପ୍ରଶଂସା କରୁଥିଲେ ଲୋକେ ଏହି ଯୋଡ଼ି ଦୁହିଁଙ୍କର । ଆଉ କିଛିଦିନ ପରେ ହୁଏ ତ ବାହାଘର ମଧ୍ୟ ହୋଇଥାନ୍ତା । ହେଲେ ସବୁ କିଛି ଅଧାରେ ରହିଗଲା । ଫ୍ୟାନ୍ସ ମାନେ ମଧ୍ୟ ଅଳ୍ପେ ବହୁତ୍ ନା-ଖୁସ୍ ଅଛନ୍ତି ଏଥି ପାଇଁ । ତେବେ ଆମେ ଏଠାରେ ଆପଣଙ୍କୁ ଓଡ଼ିଆ ସିରିଏଲ୍ ଜଗତର ବେଶ୍ ଲୋକ ପ୍ରିୟ ଯୋଡ଼ି ରାଜ ରାଜେଶ୍ ଓ ଲୁମ୍ରାଇନାଙ୍କ କଥା କହୁଛୁ । ଦିନ ଥିଲା ଦୁହିଁଙ୍କୁ ସବୁଠାରେ ହସ ଖୁସିରେ ଏକାଠି ଦେଖିବାକୁ ମିଳୁଥିଲା । ହେଲେ ଏବେ ସବୁ ଦିନ ପାଇଁ ଅଲଗା ହୋଇ ଯାଇଛନ୍ତି ଦୁହେଁ । ଅନ୍ୟପକ୍ଷରେ ଅଭିନେତ୍ରୀ ଲୁମରୈନା ହେଉଛନ୍ତି ଜଣେ ଭଲ ଅଭିନେତ୍ରୀ ।

ବ୍ରେକଅପ୍ ପରେ ଏହି ଅଭିନେତ୍ରୀ ଜଣକ ଏବେ ଚର୍ଚ୍ଚାକୁ ଆସିଛନ୍ତି । ଆଜ୍ଞା ହଁ ଏହି ଅଭିନେତ୍ରୀ ଜଣକ ଅଭିନେତା ରାଜ ରଜେଶଙ୍କ ସହିତ ସମ୍ପର୍କରେ ଥିଲେ । ସେମାନେ ପରସ୍ପରକୁ ଭଲ ପାଉଥିଲେ । ଆଉ ଏବେ ତାଙ୍କର ବ୍ରେକ ଅପ୍ ହୋଇଯାଇଛି । ଆଉ ଏହି ବିଷୟରେ ପଚାରିବାରୁ ଅଭିନେତ୍ରୀ ଜଣକ ଗଣମାଧ୍ୟମ ଆଗରେ କିଛି କଥା କହିଛନ୍ତି ।

ତେବେ ଦୁହେଁ ଯେତେବେଳେ ରିଲେସନସିପରେ ଥିଲେ ସେତେବେଳେ ରାଜେଶ୍ ଲୁମରୈନା ଙ୍କୁ ଡେଭିଲ ଅଫ୍ ଦ ୱାର୍ଲ୍ଡ଼ ଲେଖନ୍ତି । ସେଇଟା ସେ ସତରେ ସେ ଡେଭିଲ୍ ଥିଲେ କି ଏଞ୍ଜେଲ ଥିଲେ ତାଙ୍କ ଲାଇଫରେ ବୋଲି ପଚରା ଯାଇଥିଲା । ତୋ ଲୁମରୈନା କହିଥିଲେ ସେ ତାଙ୍କୁ ଡେଭିଲ୍ କହିବାର କାରଣ କିଛି ଅଲଗା ଥିଲା । ଲୁମରୈନାଙ୍କ ଡେଭିଲ୍ ଦାନ୍ତ ଦୁଇଟା ଅଛି । ଆଉ ସେ ଏବେ ବି ସେ ଡେଭିଲ ଅଫ୍ ମାଇ ୱାର୍ଲ୍ଡ଼ କୁହନ୍ତି କାରଣ ତାଙ୍କୁ ସମସ୍ତେ ଡେଭିଲ୍ ବୋଲି ତାଙ୍କୁ ପ୍ରେଜେଣ୍ଟ କରାଯାଇଥିଲା ପାଷ୍ଟ ରିଲେସନସିପରେ ।

ଆଉ ଯେତେବେଳେ ଲୁମରୈନାଙ୍କ ରାଜେଶଙ୍କ ଜୀବନରେ ଏଣ୍ଟ୍ରି କଲେ ସେତେବେଳେ ସେ ତାଙ୍କୁ ଆଖ୍ୟା ଦେଇଥିଲେ ଯେ ଡେଭିଲ ଅଫ୍ ମାଇ ୱାର୍ଲ୍ଡ଼ । ଲୁମରୈନାଙ୍କୁ ଗୋଟେ ପର୍ସନାଲ ପ୍ରଶ୍ନ ପଚରା ଯାଇଥିଲା ଯେ ରାଜେଶଙ୍କ ସହିତ ଯେତେବେଳେ ଶେଷଥର କଥା ହେଇଥିଲେ କଣ କଥା ହେଇଥିଲେ । ଏହାର ଉତ୍ତର ଲୁମରୈନା ଦେଇଥିଲେ ଯେ ସେ ରାଜେଶଙ୍କୁ କହିଥିଲେ ଯେ ସେ ସବୁବେଳେ ତାଙ୍କ ସାଙ୍ଗରେ ଅଛନ୍ତି ଯେତେବେଳେ କିଛି ଦରକାର ହେବ ସାହାର୍ଯ୍ୟ ଦରକାର ସେ ତାଙ୍କୁ ସବୁବେଳେ କଲ୍ କରି ପାରିବେ ଆଉ ଯେତେବେଳେ ତାଙ୍କର ସାହାର୍ଯ୍ୟ ଦରକାର୍ ତାହେଲେ ସେ ମଧ୍ୟ ନିଶ୍ଚୟ କଲ୍ କରିବ । ଦୁହିଁଙ୍କ ମନରେ କିଛି ଭି ଘୃଣା ନାହିଁ । ଲୁମରୈନାଙ୍କୁ ମୁଭ୍ ଅନ୍ କରିବାକୁ ୬ ମାସ ଲାଗିଲା କିନ୍ତୁ ଏବେ ସେ ଖୁସି ଅଛନ୍ତି ।

Leave a Reply

Your email address will not be published. Required fields are marked *