“ମାର୍କେଟ ପ୍ରାଇସ୍ ଠାରୁ ୧୦୦୦ ଟଙ୍କା କମରେ ଆମେ ଯୋଗାଇବୁ ଗ୍ୟାସ୍ ସିଲିଣ୍ଡର ସହ ସବୁ ସାମଗ୍ରୀ” : ଭାରତ ଫୁଏଲ ।

ଅନେକ ବର୍ଷ ଧରି ପେଟ୍ରୋଲିୟମ ଶିଳ୍ପରେ ତାଙ୍କର ଅନେକ ଅଭିଜ୍ଞତା ଥିଲା ତାପରେ ସେ ନିଜେ ଆରମ୍ଭ କରିଥିଲେ ଗୋଟେ କମ୍ପାନୀ । ଯାହାର ନାମ ଥିଲା ତ୍ରିନେତ୍ର ପେଟ୍ରୋଲିୟମ । ସେ ବର୍ତ୍ତମାନ୍ ତାକୁ ପୂରା ଓଡ଼ିଶା ଜାଣିଛି ଏବଂ ବହୁତ୍ ଚର୍ଚ୍ଚା ମଧ୍ୟ ହୋଇଛି ଭାରତ ଫିଲ ନାଆଁ ରେ । ଏବେ ଆସନ୍ତୁ ଜାଣିବା ସଞ୍ଜୟ ଜେନା ଅଛନ୍ତି ଯିଏକି ତ୍ରିନେତ୍ର ପେଟ୍ରୋଲିୟମର ସିଇଓ ଏବଂ ଚେୟାର ପର୍ସନ ସେ କଣ ସବୁ କହିଛନ୍ତି । ନିକଟରେ ତାଙ୍କ ସହ ସାକ୍ଷାତକାର କରାଯାଇଥିଲା ଆଉ ଏହି କଥାବାର୍ତା ସମୟରେ ସେ ଏହି କମ୍ପାନୀକୁ କିପରି ଗଢିଲେ ଆଉ କେଉଁଠି ପହଞ୍ଚାଇବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି ଏହି ସବୁ ବିଷୟରେ କଥା ହୋଇଥିଲେ ।

ପ୍ରଥମେ କମ୍ପାନୀ ବିଷୟରେ କହିବାକୁ ଗଲେ ସେ ୨୦୧୯ ମସିହାରେ ଆରମ୍ଭ କରିଥିଲେ ଏବଂ ଏବେ ୯ଟି ରାଜ୍ୟରେ ଏହାକୁ ସମ୍ପ୍ରସାରଣ କରିସାରିଲେଣି । ତେବେ ଏହି କମ୍ପାନୀ ପାଖରେ ୫ଟି ଲ୍ୟାଣ୍ଡ ଅଛି । ଗୋଟେ ଲ୍ୟାଣ୍ଡ ବାରିପଦା ଓଡ଼ିଶାରେ ଅଛି । ଦ୍ଵିତୀୟଟି ଅଛି ଚେନ୍ନାଇରେ ତୃତୀୟଟି ଅଛି ବାଙ୍ଗାଲୋର ରେ, ଚତୁର୍ଥଟା ଅଛି ହାଇଦ୍ରାବାଦ୍ ରେ ଏବଂ ପଞ୍ଚମଟି ଇଟାବାରେ ।

ସଞ୍ଜୟ ଜେନା କହିଛନ୍ତି ଯେ ସେ ପ୍ରଥମେ ଗୋଟେ ଏମ୍ପଲୋଇ ଥିଲେ ଏଲପିଜି ଇଣ୍ଡଷ୍ଟ୍ରିରେ । ସେଠୁ ଅନୁଭୂତି ହେବା ପରେ ସେ ବିଜନେସ ଆଡ଼କୁ ଧ୍ୟାନ ଦେଲେ । ମାତ୍ର ଏହି ୪ବର୍ଷ ଭିତରେ ସେ ଝାଡଖଣ୍ଡ, ବିହାର, ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶ ଆଦି ରାଜ୍ୟରେ ନିଜ କମ୍ପାନୀ ଚଳାଇଛନ୍ତି । ସେ ଏବେ ଭି ଫିଲ କରନ୍ତିନାହିଁ ଯେ ସେ କମ୍ପାନୀର ଓନର ବୋଲି ସେ ସବୁବେଳେ ଅନୁଭବ କରନ୍ତି ଯେ ବାସ୍ ସେ ଜଣେ କର୍ମଚାରୀ ଅଟନ୍ତି କମ୍ପାନୀର ।

ସେ ଏବେ ତୋ ଷ୍ଟାର୍ଟ କଲେ ଅଗକୁ ଆହୁରି ବାଟ ବହୁତ୍ ଯିବାର ଅଛି ସେମିତି କିଛି ପହଞ୍ଚି ନାହାଁନ୍ତି । ବାକି କିଛି ଜଣ ମେଣ୍ଟର ଅଛନ୍ତି ଯାହାଙ୍କ ଠାରୁ ଇନ୍ସ୍ପାୟାର୍ ହେଇକି ସେ ଆରମ୍ଭ କରିଛନ୍ତି । ଆଉ ସେ ଏବେ ଭି ଶିଖୁଛନ୍ତି । ସେ ଚ୍ୟାଲେଞ୍ଜସ୍ କୁ ଭଲ ପାଆନ୍ତି କାରଣ ଲାଇଫ ରେ ଚ୍ୟାଲେଞ୍ଜସ୍ ନରହିଲେ ଜଣେ ଆଗକୁ ବଢ଼ି ପାରିବନି ବୋଲି କହିଛନ୍ତି ସଞ୍ଜୟ ଜେନା । ପ୍ରାଇସିଂ ଫ୍ୟାକ୍ଟରକୁ ଦେଖିବାକୁ ଗଲେ ଭାରତ ଫୁଏଲରେ ସିଲିଣ୍ଡର ସାଇଜ ବିଭିନ୍ନ ପ୍ରକାରର ଅଛି । କଷ୍ଟମରକୁ କେଉଁ ସାଇଜର ସିଲିଣ୍ଡର ଦରକାର ସେହି ହିସାବରେ ଯୋଗାଇ ଦିଆଯାଏ ସେ ମଧ୍ୟ ପୁଣି ମାର୍କେଟ ପ୍ରାଇସ୍ ଠାରୁ ୧୦୦୦ ଟଙ୍କା କମରେ ଗ୍ୟାସ୍ ସିଲିଣ୍ଡର ସହ ସବୁ ସାମଗ୍ରୀ ଯୋଗେଇ ଦିଅନ୍ତି ।

Leave a Reply

Your email address will not be published. Required fields are marked *