ମୁଁ ଓଡିଶାର ଝିଅ ନୁହେଁ କି ଓଡିଆ ଶିଖିନି, ହେଲେ ଏଠିକୁ ଆସି ଆଲବମ୍ କରିବାର ଗୋଟେ କାରଣ ଅଛି..।
ଅନେକ ଇନ୍ଷ୍ଟାଗ୍ରାମ ହେଉ କିମ୍ଵା ୟୁ-ଟ୍ୟୁବ୍ ରେ ହେଉ ଆମେ ତାଙ୍କର ଗୀତ ଦେଖନ୍ତି ଏବଂ ଯଦି ଆମେ କହି ପାରିବା ସେ ଓଡ଼ିଶା ବାହାର ଝିଅ ହୋଇ ମଧ୍ୟ ଓଡ଼ିଶା ଗୀତରେ ରିଲ୍ସ କରି ଅନେକ ଲୋକଙ୍କର ଭଲ ପାଇବା କମେଇଛନ୍ତି । ଆଜି ଗୋଟାଏ ଓଡ଼ିଆ ଗୀତରେ ତୋ ସିଏ ମ୍ୟୁଜିକ୍ ଭିଡ଼ିଓ କରି ମାତ୍ର ୪ ଦିନରେ ମିଲିୟନ୍ସ୍ ଭ୍ୟୁଜ ଆଣିଥିଲେ । ଲୋକମାନଙ୍କର ଏତେ ଭଲ ପାଇବା ଥିଲା । ସେଥିପାଇଁ ନିକଟରେ ତାଙ୍କ ସହିତ ସିଧାସଳଖ କଥାବାର୍ତ୍ତା କରାଯାଇଥିଲା ଆଉ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା ତାଙ୍କ ସହିତ ।
ସେ ଓଡ଼ିଶାକୁ ଦୁଇ ଦୁଇଥର ଆସିଲେଣି ନା ତା ଆଗରୁ ମଧ୍ୟ ବହୁତ୍ ଥର ଆସିଛନ୍ତି ଆଉ ଓଡ଼ିଶା ପ୍ରତି କାହିଁକି ତାଙ୍କର ଏତେ ଭଲ ପାଇବା ଅଛି ଆଉ ଓଡ଼ିଶାରେ ସେ କିପରି ଅନୁଭବ କରୁଛନ୍ତି ସେ ସମସ୍ତ କଥା ଖୋଲି କହିଛନ୍ତି ସେ । ତେବେ ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଅଭିନେତ୍ରୀ କେଶବ ଛେତ୍ରୀ ମାଡ଼ାମ । ତେବେ କେଶବ ଛେତ୍ରୀ କହିଛନ୍ତି ଯେ ଏଇଟା ତାଙ୍କର ଥାର୍ଡ୍ ଟାଇମ୍ ଓଡ଼ିଶା ଆସିବା । ପ୍ରଥମଥର ସେ ତାଙ୍କର ଗୋଟିଏ ୱାର୍କସପ୍ କାମ ପାଇଁ ଆସିଥିଲେ ଆଉ ଏଥର ତାଙ୍କର ତୃତୀୟ ଥର ।
ତେବେ ତାଙ୍କୁ ଏଠିକାର ଲୋକଙ୍କର ଏତେ ଭଲ ପାଇବା ମିଳୁଛି ସେ ବିଷୟରେ କଣ କହିବେ ବୋଲି ପଚରା ଯାଇଥିଲା ଯେତେବେଳେ କେଶବ ଉତ୍ତର ଦେଇଥିଲେ ତାଙ୍କୁ ବହୁତ୍ ଭଲ ଲାଗେ ଯେବେ ବି ସେ ଓଡ଼ିଶା ଆସନ୍ତି । ତାଙ୍କୁ ଲାଗେ କି ଓଡ଼ିଶା ତାଙ୍କର ହିଁ ସହର ଯେମିତି । ଆଉ ସେ ବହୁତ୍ ଓଡ଼ିଆ ରିଲ୍ସ୍ ମଧ୍ୟ ବନାନ୍ତି ଆଉ ଓଡ଼ିଆ ଭାଷା ପ୍ରତି ମଧ୍ୟ ତାଙ୍କର ବହୁତ୍ ଭଲପାଇବା ଅଛି ତେଣୁ ସେ ପ୍ରାୟ ଏହି ଭାଷାରେ ରିଲ୍ସ ବନାନ୍ତି । ଓଡିଶାରୁ ମ୍ୟୁଜିକ୍ ଭିଡ଼ିଓ ପାଇଁ ଅଫର୍ କେମିତି ଆସିଲା ବୋଲି ପଚରା ଯାଇଥିଲା ତୋ କେଶବ ଛେତ୍ରୀ କହିଥିଲେ ଯେ ଇନ୍ଷ୍ଟାଗ୍ରାମରେ ପ୍ରତ୍ୟୁଷ ସାର୍ ପ୍ରଥମେ ମେସେଜ କରିଥିଲେ ଆଉ ସେ ରାଜି ହୋଇଯାଇଥିଲେ । ତାଙ୍କର ପ୍ରଥମ ମ୍ୟୁଜିକ୍ ଭିଡ଼ିଓ ଥିଲା “ମଛଲି ଜଲ୍ କି ରାନୀ” ।
ତେବେ କେଶବ ଛେତ୍ରୀ ୱେଷ୍ଟ-ବେଙ୍ଗଲର ଏକ ଛୋଟ ସହର ସିଲିଗୁଡ଼ିରୁ ଅଟନ୍ତି । କିନ୍ତୁ ସେ ଏବେ ରହୁଛନ୍ତି ଛତିଶଗଡ ରେ ସେଠାରେ ସେ କାମ କରନ୍ତି ତୋ ସେଠାରୁ ଓଡ଼ିଶା ଆସିଗଲେ । ଘର ଲୋକ ତାଙ୍କ ଭିଡ଼ିଓ ଦେଖି କଣ କହିଲେ ବୋଲି ପଚରାଯାଇଥିଲା ତୋ କେଶବ ଛେତ୍ରୀ ଉତ୍ତର ଦେଇଥିଲେ ତାଙ୍କ ବାପାଙ୍କୁ ଓଡ଼ିଶୀ ଡ୍ୟାନ୍ସ ବହୁତ୍ ଭଲଲାଗେ । ସେ ଜଣେ କଥକ ତଥା ଭାରତନାଟ୍ୟମ ଡ୍ୟାନ୍ସର ଅଟନ୍ତି । ଆଉ ଛୋଟବେଳୁ ସେ ମଧ୍ୟ ଓଡିଶୀ ନୃତ୍ୟ କରନ୍ତି । ଆଉ ଏବେ ଯେତେବେଳେ ସେ ଓଡିଆ ମ୍ୟୁଜିକ୍ ଭିଡ଼ିଓ କରୁଛନ୍ତି ତୋ ତାଙ୍କୁ ଆହୁରି ବହୁତ୍ ଭଲ ଲାଗୁଛି ।