ଆଧାରକାର୍ଡଧାରୀଙ୍କ ପାଇଁ ବଡ଼ ଖବର। ସରକାର ଦେଲେ ବଡ଼ ଚେତାବନୀ। ଏମାନଙ୍କ ପାଇଁ ଅଚଳ ହୋଇଯିବ ଆଧାର କାର୍ଡ।

ଆଧାରକାର୍ଡ ବନ୍ଧୁଗଣ ଆଜିକା ସମୟରେ ଆଧାରକାର୍ଡ ଏକ ଜରୁରୀ ଦସ୍ତା ହେଇଛି। ଦେଖିବାକୁ ଗଲେ ବର୍ତ୍ତମାନ ଆଧାରକାର୍ଡ ବିନା କିଛି ବି କାମ ସମ୍ଭବପର ନୁହେଁ। ତେଣିକି ସେ ବ୍ୟାଙ୍କ କାମ ହେଉ କିମ୍ବା ଆଉ କିଛି। ଭାରତରେ ପ୍ରତିଟି ଭାରତୀୟଙ୍କର ଏକ ମୁଖ୍ୟ ଡ଼କୁମେଣ୍ଟ ପାଲଟିଛି ଏହି ଆଧାରକାର୍ଡ। ତେବେ ଆପଣ ମାନେ ତ ଜାଣିଥିବେ ଅନେକ ସମୟରେ ଆଧାରକାର୍ଡକୁ ନେଇ ବିଭିନ୍ନ ଖବର ଗଣମାଧ୍ୟମରେ ସାମ୍ନାକୁ ଆସେ। ଯାହା ମଧ୍ୟରେ ଆଧାର ଅବଜେଟ ନାମ ଠିକଣା ଆଦି ସାମିଲ ରହିଛି।

ଅନ୍ୟ ପଟେ ଯଦି ସମୟ ସୀମା ଭିତରେ ସେହି ଆଧାରକାର୍ଡଧାରୀ ମାନେ ସେହି କାମକୁ ନସାରନ୍ତି ତେବେ ପରବର୍ତ୍ତୀ ସମୟରେ ତାଙ୍କୁ ଅନେକ ପ୍ରକାରର ସମୟର ସାମ୍ନା କରିବାକୁ ପଡିଥାଏ। ଆଉ ଏହାରି ଭିତରେ ଆଧାରକାର୍ଡ ଧାରୀଙ୍କ ପାଇଁ ରହିଛି ଏକ ବଡ଼ ତଥା ଜରୁରୀ ଖବର ତାହା ହେଲା ଯେଉଁମାନେ ୧୦ ବର୍ଷ ଧରି ନିଜର ଆଧାରକାର୍ଡ ଅପଡେଟ କରିନାହାନ୍ତି ସେମାନେ ଭଏବେ ସାବଧାନ ହୋଇଯାନ୍ତୁ। ଆଉ ତୁରନ୍ତ ନିଜର ଆଧାରକାର୍ଡ ଅପଡେଟ କରାଇ ନିଅନ୍ତୁ।

ତେବେ ଅପଡେଟ କରିବାକୁ ଆପଣଙ୍କୁ କୌଣସି ସାଇବର କେସ ଯିବା ଆବଶ୍ୟକ ନାହିଁ। କାରଣ ଆପଣ ନିଜେ ଘରେ ବସି ମୋବାଇଲ ମାଧ୍ୟମରେ ଏହି କାମଟିକୁ କରିପାରିବେ। ହେଲେ ମନେରଖନ୍ତୁ ଏଥିପାଇଁ ଶେଷ ତାରିଖ ହେଉଛି ୧୪ ମାର୍ଚ୍ଚ ୨୦୨୪। ଏହାପରେ ଅପଡେଟ କଲେ ହୁଏତ ଆପଣଙ୍କୁ ଦେବାକୁ ପଡିପାରେ ଭାରି ଅଙ୍କର ଜରିମାନା। ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଘରେ ବସି ଜେକେହି ବି କରିପାରିବେ ନିଜ ଆଧାରକାର୍ଡ ଅପଡେଟ।

କାରଣ ଏହାର ପ୍ରସେସ ହେଉଛି ବହୁତ ସହଜ। DIDO ର ଅଫିସିଆଲ ଓୱେବ ସାଇଟକୁ ଯାଇ ପ୍ରଥମେ ଆପଣଙ୍କୁ ଦେବାକୁ ପଡିବ ନିଜ ଆଧାରକାର୍ଡ ନମ୍ବର। ଏହା ପରେ ଆପଣଙ୍କ ପାଖକୁ ଯିବ ଏକ OTP। ଏହା ପରେ ନିଜର ଦସ୍ତାବିଜ ଦେବାକୁ ପଡିବ। ଏହା ପରେ ସମସ୍ତ ତଥ୍ୟ ଚେକ କରାଇ ପାରିବେ ନିଜ ଆଧାରକାର୍ଡରର ଅପଡେଟ।

ତେବେ ସ୍କାନ କପିଟିକୁ ଆପଣ ସେଭ କରିଦେଲେ ଆହୁରି ଭଲ। ତେବେ ଜଣାଇ ରଖିବୁକି PVC କାର୍ଡ଼ଟିକୁ ପ୍ରାପ୍ତ କରିବାକୁ ଆପଣଙ୍କୁ ଶୁଳ୍କ ପ୍ରଦାନ କରିବାକୁ ପଡିବ। ତେବେ ବନ୍ଧୁଗଣ କିଛି ସମସ୍ୟା ଆସିବା ଆଗରୁ ତୁରନ୍ତ ସମୟ ସୀମା ମଧ୍ୟରେ ନିଜର ଆଧାରକାର୍ଡ ଅପଡେଟ କରାଇନେବା ନିହାତି ଜରୁରୀ।

Leave a Reply

Your email address will not be published. Required fields are marked *