ସ୍ୱାମୀ ଘରକୁ ମ-ଦ ପିଇ ଆସିଲା, ଆଉ ତା’ପରେ ସ୍ତ୍ରୀ ସହ କା-ଣ୍ଡ କରିଦେଲା। ଏବେ ସବୁ ସରିଗଲା।
ସ୍ୱାମୀ ମ-ଦ ପିଇ ଆସିଲା ଆଉ ତା’ପରେ ସ୍ତ୍ରୀକୁ ପି-ଟି ପି-ଟି ମା-ରିଦେଲା। ରାତି ଅଧରେ ଏଭଳି କା-ଣ୍ଡ ଘଟେଇ ଦେଇଛି ସ୍ୱାମୀ। ଯାହା ଫଳରେ ସ୍ତ୍ରୀରର ଏଭଳି ଜୀବନ ଯାଇଛି। ଏବେ ମୃ-ତ ମହିଳାଙ୍କ ପରିବାର ଲୋକେ ଥା-ନାରେ ଅଭି-ଯୋଗ କରିଛନ୍ତି। ତେବେ ମୃ-ତ ମହିଳାଙ୍କ ପରିବାର ଲୋକେ ଥା-ନାରେ ଏତ-ଲାରେ ଦର୍ଶାଇଛନ୍ତି ଯେ ତାଙ୍କ ଝିଅକୁ ସ୍ୱାମୀ ରମେଶ ପି-ଟି ମା-ରିଦେଇଛି। ସବୁବେଳେ ରମେଶ ଶାରୀ-ରିକ ଓ ମାନ-ସିକ ନିର୍ଯ୍ୟା-ତନା ଦେଉଥିଲା ଆଉ ଏମିତିକି ଯୌ-ତୁକ ପାଇଁ ମଧ୍ୟ ଦାବି କରୁଥିଲା। ଏବେ ଝିଅକୁ ମା-ରିଦେଵ ପରେ ଅଭି-ଯୁକ୍ତ ରମେଶ କହୁଛୁ କି ତାଙ୍କ ସ୍ତ୍ରୀ ନିଜେ ନିଜେ ଜୀବନ ହାରି ଦେଇଛି।
ଏଭଳି ଘ-ଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ଥା-ନା ଅନ୍ତର୍ଗତ ମଲ୍ଲିକାପୁର ଗାଁରେ। ଏ ହେଉଛନ୍ତି ରମେଶ ପରିଡା। ଆଉ ଆପଣ ଦେଖୁଥିବା ଏହି ଫୋଟରେ ମହିଳା ଜଣକ ହେଉଛନ୍ତି ଝରଣା ଦାସ। ଏନେଇ ଖଇରା ଥା-ନାରେ ଅଭି-ଯୋଗ କରିଛନ୍ତି ଝରଣାଙ୍କ ପରିବାର ଲୋକେ।
ତେବେ ଏହି ଘ-ଟଣା ଥା-ନାକୁ ଯିବା ପରେ ପୋ-ଲିସ ଏହାର ତ-ଦନ୍ତ ଆରମ୍ଭ କରିଦେଇଛି। ଏପଟେ ମୃ-ତ ମହିଳାଙ୍କ ସ୍ୱାମୀ ରମେଶ ପରିଡା କହିଛନ୍ତି କି ରମେଶ ଯେତେବେଳେ ମଦ ପିଇ ଘରକୁ ଫେରିଲେ ତାଙ୍କ ସହ ସେ ଝ-ଗଡା ହେଲେ। ରମେଶ ଶୋଇ ପଡିବା ପରେ ସ୍ତ୍ରୀ ନିଜେ ନିଜେ ଏଭଳି ଚରମ ନିଷ୍ପତ୍ତି ନେଇଛି। ଏଭଳି କିଛି କହିଛନ୍ତି ମୃ-ତ ମହିଳାଙ୍କ ସ୍ୱାମୀ ରମେଶ ପରିଡା।ତେବେ ପୋଲି-ସର ସ୍ପଷ୍ଟ ତ-ଦନ୍ତ ପରେ ଜଣା ପଡିବ ଝରଣା ଦାସଙ୍କର କେମିତି ଜୀବନ ଗଲା।