ଗ୍ରାହକଙ୍କ ପାଇଁ କରୁଥିଲେ ଚା… ହଠାତ ବାଜିଲା ଡିଜେ, ଅତିଧିକ ସାଉଣ୍ଟ ଯୋଗୁ ଟଳିପଡିଲେ ଚା ଦୋକାନୀ।
ଏମିତି ଡିଜେ ବାଜିଲା ଯେ ଘଟଣା ସ୍ଥଳରେ ଟଳି ପଡିଲେ ଚା ଦୋକାନୀ। ହଁ ଆଜ୍ଞା ଚା କରୁ କରୁ ଚାଲିଗଲା ଚା ଦୋକାନୀଙ୍କ ଜୀବନ। ଏମିତି ବି ମୃ-ତ୍ୟୁ ଆସେ ଚା କରୁଥିଲେ ଆଉ ହଠାତ ଡିଜେ ସାଉଣ୍ଟରେ ଟଳିପଡିଲେ ଚା ଦୋକାନୀ। ସବୁଦିନ ଭଳି ଆଜିବି ବେସ ହସଖୁସିରେ ଗ୍ରାହକଙ୍କ ପାଇଁ କରୁଥିଲେ ଚା। ଆଉ ଗ୍ରାହକମାନେ ଚା ପିଇବାକୁ ଅପେକ୍ଷା କରିଥିଲେ।
ଆଉ କିଛି ସମୟ ପରେ ତାଙ୍କ ହାତରେ ତିଆରି ହୋଇଥିବା ଚା ପିଇ ଥାନ୍ତେ ଗ୍ରାହକ। କିନ୍ତୁ ଅଚାନକ ଘଟିଲା ଏଭଳି ଅଭା-ବନୀୟ ଘ-ଟଣା ଯେ ଯାହାକୁ ଦେଖି ସମସ୍ତେ ସ୍ତବ୍ଧ ହୋଇଗଲେ। ଆଖି ସାମ୍ନାରେ ଡିଜେ ସାଉଣ୍ଟ ଯୋଗୁଁ ଚାଲିଗଲା ଚା ଦୋକାନୀଙ୍କ ଜୀବନ। ଆଉ ଏଭଳି ଭାବେ ଜୀବନ ଯାଇଛି ଯେ ଯାହାର ଦୃଶ୍ୟ ଆମେ ଆପଣଙ୍କୁ ଦେଖାଇପାରୁନୁ। ଆଉ ଏଭଳି ମୃ-ତ୍ୟୁ ଆପଣ କେବେ କେଉଁଠିବି ଶୁଣି ନଥିବେ।
ଚା କରୁ କରୁ ଅତ୍ୟଧିକ ଡିଜେ ସାଉଣ୍ଟ ଯୋଗୁ ଉଡ଼ିଗଲା ଚା ଦୋକାନୀଙ୍କ ପ୍ରାଣ ବାୟୁ।ଆଜ୍ଞା ହଁ ବନ୍ଧୁଗଣ ଏଭଳି ଅଭା-ବନୀୟ ଘ-ଟଣା ଘଟିଛି ରାଉରକେଲା ସ୍ମାର୍ଟସିଟି ସହର ଏସଡ଼ିଆଇ ଛକ ନିକଟରେ। ଏଭଳି ମୃ-ତ୍ୟୁକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଏସଡ଼ିଆଇ ଛକ ନିକଟରେ ମାତ୍ରାଧିକ ଡିଜେ ସାଉଣ୍ଟ ଘାତକ ପାଲଟିବା ନେଇ ଆଶଙ୍କା ବଢୁଥିବା ବେଳେ ପୁଣି ଏପରି ଏକ ଘ-ଟଣା ସାମ୍ନାକୁ ଆସିଛି। ଡିଜେ ସାଉଣ୍ଟ ହେଲା ଚା ଦୋକାନୀଙ୍କ ଚାଲିଗଲା ଜୀବନ। ମୃ-ତକ ଜଣକ ହେଲେ ଚା ଦୋକାନୀ ପ୍ରେମନାଥ ବାରଭାୟା।
ଏସଡ଼ିଆଇ ଛକ ନିକଟରେ ସ୍ୱରସ୍ୱତୀ ପୂଜା ପ୍ରସେସନ ଚାଲିଥିଲା ଚା କରୁଥିଲେ ପ୍ରେମ ନାଥ। ଠିକ ସେହି ସମୟରେ ହଠାତ ଅତ୍ୟଧିକ ଡିଜେ ସାଉଣ୍ଟ ହେବାରୁ ସେ ଅସୁସ୍ଥ ହୋଇ ଟଳି ପଡ଼ିଥିଲେ ଆଉ ଆଜି ପୁଣି ଡିଜେ ସାଉଣ୍ଟ ଯୋଗୁଁ ଅକାଳରେ ଚାଲିଗଲା ଜଣେ ବ୍ୟକ୍ତିଙ୍କ ଜୀବନ।
ରାଉରକେଲାରେ ଅତ୍ୟଧିକ ଡିଜେ ସାଉଣ୍ଟ ହେବାରୁ ଜୀବନ ଚାଲି ଯିବାର ଅଭି-ଯୋଗ ହୋଇଛି। ଏସଡ଼ିଆଇ ଛକରେ ସ୍ୱରସ୍ୱତୀ ପୂଜା ପ୍ରସେସନ ବେଳେ ଘଟିଛି ଏଭଳି ଦୁର୍ଘ-ଟଣା। ଆଉ ଡିଜେ ସାଉଣ୍ଟ ଯୋଗୁ ଚା ଦୋକାନୀ ସବୁଦିନ ପାଇଁ ଆଖି ବୁଜିଦେଲେ। ଆଉ ଗ୍ରାହକମାନେ ଅପେକ୍ଷା କରିଥିବାଚା ପିଇବାକୁ ଅପେକ୍ଷାରେ ହିଁ ରହିଗଲା। ଡିଜେ ସାଉଣ୍ଟ ଶୁଣି ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ ଚା ଦୋକାନୀ। ଆଉ ସଙ୍ଗେ ସଙ୍ଗେ ଘ-ଟଣା ସ୍ଥଳରେ ଉଡ଼ିଗଲା ତାଙ୍କର ପ୍ରାଣ ବାୟୁ।
ସେଠାରେ ଥିବା ଲୋକମାନେ ତୁରନ୍ତ ତାଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ମେଡିକାଲକୁ ନେଇଥିଲେ କିନ୍ତୁ ଦୁଃ-ଖର ବିଷୟ ଯେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ।ହଁ ଆଜ୍ଞା ଏଭଳି ମୃ-ତ୍ୟୁକୁ ଦେଖି ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ଡିଜେ ଗାଡିଟି ଭଦ୍ରକ ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି। ଏ ଖବର ଜାଣିବା ପରେ ରଘୁନାଥ ପାଲି ଥା-ନା ପୋ-ଲିସ ଏହି ଗାଡିକୁ ଜ-ବତ କରିଛି।