ସ୍ୱାମୀର ଶରୀର ପାଖରେ ବସି ପ୍ରେମିକ ସହ ର-ମାନ୍ସ କରୁଛି ସ୍ତ୍ରୀ… ଏପଟେ ସ୍ୱାମୀର ଆତ୍ମା କଲବଲ।

ଏ ବୟସରେ ବି ପ୍ରେମ ହୁଏ, ସ୍ୱାମୀର ମୃ-ତ ଦେହ ଉପରେ ପ୍ରେମିକ ସାଙ୍ଗରେ। ବହାଘରକୁ ୧୪ ବର୍ଷ ବିତିଛି ୭ ବର୍ଷର ଝିଅ ୫ବର୍ଷର ପୁଅ ଅଛି। ପ୍ରେମିକ ସହ ମିଶି ସ୍ୱାମୀକୁ ମା-ରି ମାଟି ତଳେ ପୋତି ଦେଇଛି। ଯୋଉ ଘର ମାଟି ତଳେ ପୋତିଛି ସେହି ଘର ମାଟି ଉପରେ ପ୍ରେମିକ ସହିତ ର-ମାନ୍ସ କରୁଛି।ନକଣ୍ଟାକୁ ହଟାଇ ଦେଇଛି ସେହି କଣ୍ଟାକୁ ସବୁଦିନ ପାଇଁ ମାଟି ତଳେ ପୋତି ଦେଇଛି ସ୍ୱାମୀର ମୃ-ତ ଦେହ ଉପରେ ସ୍ତ୍ରୀ କରୁଛି ର-ମାନ୍ସ।

ବନ୍ଧୁଗଣ ହେମଦସ୍ତାର କୁଆ ହେମଦସ୍ତା ଭିତରେ ଅଦା ରସୁଣ ପିଆଜକୁ ଛେଞ୍ଚିଥାଏ। ଆଉ ଯେତେବେଳେ ହେମଦସ୍ତାର କୁଆ ମା-ଡ଼ରେ ସ୍ୱାମୀର ଜୀବନ ଯାଇଛି। ହେମଦସ୍ତା ପ୍ରହାର କରିଛି ଏହି ସ୍ତ୍ରୀ। ଯିଏ ଆଜି ଡେମ ଦେଖେଇଛି। ହ-ତ୍ୟାକା-ରୀ କହିଛି ହ-ତ୍ୟା ଘଟଣା ପୁରା। କେମିତି ମା-ରିଛି କୋଉଠି ପୋତିଛି କେମିତି ରଖିଛି କେମିତି କ’ଣ କରିଛି।

ନୟାଗଡ଼ ଅଡ଼ ଗାଁ ହ-ତ୍ୟା ଘଟ-ଣାର ଏବେବି ଏକ ଛାଞ୍ଚଲ୍ୟକର ଖୁଲାସା କରିଛି ପୋ-ଲିସ। ପ୍ରେମିକ ସହ ମିଶି ସ୍ୱାମୀକୁ ମା-ରି ଘର ଭିତରେ ପୋତି ଦେଇଥିଲା ସ୍ତ୍ରୀ। ଘଟ-ଣାର ୧୦ ଦିନ ପରେ ପୋ-ଲିସ ଗାଁରେ ପହଁଚି ଅଭି-ଯୁକ୍ତ ସ୍ତ୍ରୀ ଆଉ ତା’ର ମା’କୁ ଉଠାଇ ନେଇଥିବା ବେଳେ ପ୍ରେମିକ ଫେ-ରାର ହେବାକୁ ଚେଷ୍ଟା କରୁଥିଲା। ଆଉ ଠିକ ଏତିକି ବେଳେ ପୋ-ଲିସ କବ୍ଜାରେ ବି ପଡିଛି ସେହି ପ୍ରେମିକ। ପୋ-ଲିସ ତହସିଲଦାର ସାଇଣ୍ଟିଫିକ ଟିମ ଘ-ଟଣା ସ୍ଥଳରେ ପହଞ୍ଚି ଖୁଲତାଡ଼ ଆରମ୍ଭ କରିଛନ୍ତି।

ସ୍ୱାମୀକୁ ମା-ରି ଘର ଭିତରେ ପୋତି ଦେଇଥିବା ପୋ-ଲିସ ଆଗରେ ସତ ମାନିଛି ସେହି ସ୍ତ୍ରୀ ଜସ୍ନାରାଣୀ ନାୟକ। ଆଉ ଏବେ ପଚରାଉଚରା କରିବା ପରେ ମହିଳା ଜଣକ କିଭଳି ହ-ତ୍ୟା କରିଛି ତାହାର ଡେମ ଦେଖାଇଛି।ଏସବୁ ଭିତରେ କିନ୍ତୁ ଲୋକେ କହୁଛନ୍ତି ଯେଉଁ ଘର ସ୍ୱାମୀର ମୃ-ତ ଦେହ ସେଇ ଘରେ ପ୍ରେମିକ ସହ ର-ମାନ୍ସ କରୁଛି ସ୍ତ୍ରୀ।

Leave a Reply

Your email address will not be published. Required fields are marked *