ମହାଭାରତର କୃଷ୍ଣ ଏବେ ଥା-ନାରେ। କୃଷ୍ଣ କାହିଁକି ଥାନାକୁ ଗଲେ ଜାଣିବା ଏହି ପୋଷ୍ଟରେ।
ମହାଭାରତର ଶ୍ରୀକୃଷ୍ଣ ଏବେ ଥା-ନାରେ। ଦିନେ ଅଭିନୟ କରି ଅଗଣିତ ଫ୍ୟାନ୍ସଙ୍କ ହୃଦୟ ଜିତିଥିବା ଏହି ଶ୍ରୀକୃଷ୍ଣ ଏବେ ଥା-ନାରେ ହାଜର ହୋଇଛନ୍ତି। ବନ୍ଧୁଗଣ PR ଚୋପ୍ରାଙ୍କ ମେଗାଧାରାବାହିକ ମହାଭାରତରେ ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରିଥିବା ନୀତିଶ ଭୋରଦ୍ବାଜ ଏବେ ବ୍ୟକ୍ତିଗତ ଜୀବନକୁ ନେଇ ଆସିଛି ଏକ ବଡ଼ ଖବର।
ଜାତୀୟ ଗଣମାଧ୍ୟମର ରି-ପୋର୍ଟ ଅନୁସାରେ ଅଭିନେତା ତାଙ୍କର ଆଇଏଏସ ପତ୍ନୀ ସସ୍ମିତା ଭୋରଦ୍ବାଜକୁ ନେଇ ଆସିଛି ବଡ଼ ବିବାଦ। ଯେଉଁଥି ପାଇଁ ମାମ-ଲା ରୁଜୁ ହୋଇଛି। ଆଉ ମାମ-ଲା ପରେ ଥା-ନାରେ ଦ୍ୱାରସ୍ତ ହୋଇଛନ୍ତି ମହାଭାରତର ଶ୍ରୀକୃଷ୍ଣ ନୀତିଶ ଭୋରଦ୍ବାଜ।
ଏଠାରେ ଜଣେଇବା ଦେବା ପାଇଁ ଚାହିଁବୁ ଶ୍ରୀକୃଷ୍ଣ ନୀତିଶ ଭୋରଦ୍ବାଜ ତାଙ୍କ ପତ୍ନୀ ସସ୍ମିତା ଭୋରଦ୍ବାଜଙ୍କ ବିରୋ-ଧରେ ଭୋପାଳ ଥା-ନାରେ ଅଭି-ଯୋଗ କରିଛନ୍ତି। ଆଉ ଏଥିରେ ତାଙ୍କ ପତ୍ନୀ ତାଙ୍କୁ ମାନସିକ ନିର୍ଯ୍ୟା-ତନା ଦେଉଥିବାର ଅଭି-ଯୋଗ ହୋଇଛି। ଏହି ମାମ-ଲା ପରେ ଭୋପାଳ ପୋ-ଲିସ ତତ୍ପରତା ଦେଖାଇଛି।
ଏଠାରେ ଜଣେଇ ଦେଉଛୁ ଯେ ନୀତିଶ ଭୋରଦ୍ବାଜଙ୍କ ପତ୍ନୀ ସସ୍ମିତା ଭୋରଦ୍ବାଜ ମଧ୍ୟପ୍ରଦେଶ ମାନବ ଅଧିକାର ଆୟୋଗରେ ଅବସ୍ଥାପିତ ଅଛନ୍ତି। ନୀତିଶ ଭୋରଦ୍ବାଜଙ୍କର ଏହା ଦ୍ୱିତୀୟ ବିବାହ। ସେ ୨୦୦୯ ମାର୍ଚ୍ଚ ୧୪ ତାରିଖରେ ମଧ୍ୟପ୍ରଦେଶ କ୍ୟାରର୍ଡର ଆଇଏଏସ ଅଫିସର ସସ୍ମିତା ଭୋରଦ୍ବାଜଙ୍କୁ ବିବାହ କରିଥିଲେ। ଆଉ ସେମାନଙ୍କର ଏବେ ଯାଆଁଳା ଝିଅ ଅଛନ୍ତି। ଜାତୀୟ ଗଣମାଧ୍ୟମର ରି-ପୋର୍ଟ କହୁଛି କି ଭୋରଦ୍ବାଜ ଗତ କିଛି ସମୟ ହେଲା ତାଙ୍କ ପତ୍ନୀଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ଅଛନ୍ତି। ଅନେକ ଚେଷ୍ଟା ସ୍ୱତେ ମଧ୍ୟ ବୈବାହିକ ଜୀବନ ସୁଧୁରୀ ନାହିଁ। ପୂର୍ବ ଭଳି ରହି ପାରୁନାହିଁ ଆଉ ଅନେକ କହୁଛନ୍ତି ଭଙ୍ଗା କାନ୍ଥରେ ଯେତେ କାଦୁଅ ଲିପିଲେ ବି ତାହା ପୂର୍ବ ଭଳି ଶକ୍ତ ହେବନାହିଁ।
ନୀତିଶ ଭୋରଦ୍ବାଜ ଓ ତାଙ୍କ ପତ୍ନୀ ସସ୍ମିତା ଭୋରଦ୍ବାଜଙ୍କ କେସ ମୁମ୍ବାଇର ଏକ କୋର୍ଟରେ ଚାଲିଛି। ଅଭିନେତା ତାଙ୍କ ପତ୍ନୀଙ୍କ ବ୍ୟବହାରରେ ମାନସିକ ଏବଂ ଶାରୀ-ରିକ ପୀ-ଡା ପାଉଛନ୍ତି ବୋଲି ଉଲ୍ଲେଖ କରିଛନ୍ତି। ଆଉ ତାଙ୍କ ପତ୍ନୀ ଏବେ ଅଭିନେତାଙ୍କୁ ଦୁଇ ଝିଅଙ୍କ ସହ ମଧ୍ୟ ମିଶାଇ ଦେଉନାହାନ୍ତି। ଯାହାକୁ ନେଇ ଥା-ନାରେ ଦ୍ୱାରସ୍ତ ହୋଇଛନ୍ତି ମହାଭାରତର ଶ୍ରୀକୃଷ୍ଣ। ଏସବୁ ପରେ ପୋ-ଲିସ କମିଶନର ଏହାକୁ ଗୁରୁ-ତ୍ୱର ସହ ଗ୍ରହଣ କରି କେମିତି ନ୍ୟା-ୟ ମିଳିବ ସେନେଇ ପ୍ରତିଶ୍ରୁତି ଦେଲା ପରେ ନୀତିଶ ଏବେ ଟିକେ ସାନ୍ତ୍ୱନା ପାଇଛନ୍ତି। ତେବେ ଏସବୁ ଭିତରେ ଲୋକେ କହୁଛନ୍ତି ମହାଭାରତରେ କୃଷ୍ଣ ଏବେ ଥା-ନାରେ।