ବୁଢ଼ୀ ବୟସରେ ଛୁଆ ଜନ୍ମ କରି ଲୋକଲଜ୍ୟାରେ ବିକିଦେଲା
ଜଣେ ଛୁଆ ଦେଇଥିଲା ପୁଣି କିଛି ସମୟ ପରେ ତା ଛୁଆକୁ ଫେରେଇ ନେଲା। ଶୁଣିଲେ ତ ଆଜ୍ଞା ଏ ବୁଢ଼ୀ ମାଉସୀଙ୍କ କଥା। ସେ କିଭଳି ଭାବେ ବିରକ୍ତ ହୋଇ ତାଙ୍କୁ କେହି ଜଣେ ଠକି ଦେଇ ଥିବା କହୁଛନ୍ତି। ତେବେ ତାଙ୍କୁ କିଏ କାହିଁକି ଛୁଆ ଦେଇଥିଲା। ଛୁଆ ତ ଦେଲା ଦେଲା ପୁଣି ଫେରାଇ ନେଲା କାହିଁକି ? ଏମିତି ଅନେକ ପ୍ରଶ୍ନ ଉଙ୍କି ମା-ରୁଥିବା ବେଳେ ସାମ୍ନାକୁ ଆସିଛି ଏଭଳି କିଛି ସାଙ୍ଘା-ତିକ ସତ। ପୁଣି ଏଠି ଜନ୍ମ କଲା ମାଆ ହିଁ ତା ଛୁଆକୁ ଅନ୍ୟ ହାତରେ ଟେକି ଦେଇଛି।
ଛୁଆ ବିକ୍ରି ପଛର କାରଣ ଜାଣିଲେ ଆପଣଙ୍କର ବି ହୋସ୍ ଉଡ଼ିଯିବ। ହଁ ଆଜ୍ଞା ବୁଢ଼ୀ ବୟସରେ ପିଲା ଜନ୍ମ କରିଛି ମାଆ। ଆଗରୁ ତା ପାଖରେ ଦୁଇଟି ବଡ଼ ବଡ଼ ପୁଅ ଥିବା ବେଳେ ଜଣଙ୍କର ବୟସ ୨୪ ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କର ବୟସ ୧୮ ବର୍ଷ। ଏହି କାରଣରୁ ମାଆ ଲୋକ ଲ-ଜ୍ଜ୍ୟାରେ ଆଉ କିଛି ଟଙ୍କା ପଇସା ଲୋଭରେ ତା ଛୁଆକୁ ଅନ୍ୟ ହାତକୁ ଟେକି ଦେଇଛି। ହଁ ଦର୍ଶକ ବନ୍ଧୁ ପୁଣି ଥରେ ଜଣେ ମାଆର ମାତୃତ୍ଵ,ମାଆର ମମତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବର୍ତ୍ତମାନ ଏଭଳି ଏକ ଖବରକୁ ନେଇ ସବୁଆଡେ ଏଇ ମାଆକୁ ନିନ୍ଦା କରାଯାଉଛି। ପୁଣି ଥରେ ଜଣେ ମାଆର,ମାତୃତ୍ଵ ମାଆର ମମତା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଇଏ କଣ ସତରେ ଜଣେ ମାଆ ? ଏମିତି କଣ କଉଁ ମାଆ କରିପାରେ। କେଡ଼େ ହୃଦୟହୀନ ଆଉ ନି-ର୍ଦ୍ଦୟ ଏ ମାଆ ଜଣକ। ଜନ୍ମ କଲା ମାଆ ଯେ ଏମିତି କରିବ ସେ ପୁଣି ଲୋକ ଲ-ଜ୍ଜ୍ୟା ଭ-ୟରେ କେହି କେବେ ବିଶ୍ୱାସ କରି ପାରିବେ ନାହିଁ। ଜନ୍ମ କଲା ମାଆ ହୋଇ ନିଜ ଛୁଆର ମୂଲ୍ୟ ବୁଝି ପାରିଲାଣି ମାଆ। ଶେଷରେ ମାତ୍ର ଚାରି ଦିନର ଛୁଆ ସହ ମାଆ ଏମିତି କଲା।
କଥାରେ କୁହାଯାଏ ମାଆ ତାର ସନ୍ତାନକୁ ସବୁବେଳେ ବିପ-ଦରୁ ର-କ୍ଷା କରିବା ପାଇଁ ନିଜର ଜୀବନ ଦେବା ପାଇଁ ମଧ୍ୟ ପଛେଇ ନଥାଏ। ମାତ୍ର ଏ କେମିତି କା ମାଆ ?ସାମାନ୍ୟ ଟଙ୍କା ଲୋଭରେ ଲୋକ ଲ-ଜ୍ଜ୍ୟା ଭ-ୟରେ ନିଜର ଶିଶୁ ପୁତ୍ରକୁ ବିକ୍ରି କରି ଦେଇଛି। ଏ ବୁଢ଼ୀ ବୟସରେ ଛୁଆ ଜନ୍ମ ହୋଇଥିବା ବେଳେ ଟଙ୍କା ଲୋଭରେ ମାଆ ତାର ଛୁଆକୁ ଅନ୍ୟ କାହା ହାତକୁ ଦେଇବି ସାରିଥିଲା। ହେଲେ ହଠାତ୍ କଣ ହେଲା କେଜାଣି ତାର ମନ ବଦଳିଗଲା।
ଆଉ ଯାହାକୁ ତା ଛୁଆ ବିକ୍ରି କରିଥିଲା ତାଙ୍କ ପାଖରୁ ତା ଛୁଆକୁ ଫେରାଇ ଆଣିବା ବେଳେ ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ଧରା ପଡ଼ିଗଲା ମାଆ। ହଁ ଆଜ୍ଞା ଏ ହେଉଛନ୍ତି ସେଇ ମହୀୟସୀ ମହିଳା ଯାହାଙ୍କର ଦୁଇଟି ବଡ଼ ବଡ଼ ପିଲା ଥିବା ବେଳେ ପରିଣତ ବୟସରେ ପୁଣି ଏକ ପୁତ୍ରକୁ ଜନ୍ମ ଦେଇଛନ୍ତି। ହେଲେ ଲୋକ ଲ-ଜ୍ଜ୍ୟା ଭ-ୟରେ ଟଙ୍କା ଲୋଭରେ ନିଜ ଛୁଆକୁ ବିକ୍ରି କରି ଦେଇଛନ୍ତି।
ଏଭଳି କା-ଣ୍ଡ କରି ପୋ-ଲିସ୍ ହାତରେ ଧ-ରା ପଡ଼ିଗଲା ପରେ ଥା-ନାରେ ବସି କୁମ୍ଭୀର କା-ନ୍ଦଣା କାନ୍ଦୁଛି ଜନ୍ମ କଲା ମାଆ। ସୂଚନା ମୁତାବିକ ବାଲେଶ୍ଵରରେ ଚାରି ଦିନର ଶିଶୁ ପୁତ୍ରକୁ ବିକ୍ରି କରଯାଇ ଥିବା ଅଭି-ଯୋଗ ହୋଇଛି। ଘ-ଟଣା ପ୍ରଘଟ ହୋଇଥିବା ବେଳେ ଛୁଆକୁ ବିକ୍ରି କରିଥିବା ମାଆ ଓ କିଣିଥିବା ପରିବାରକୁ ବାଲେଶ୍ଵର ସହଦେବ ଖୁଣ୍ଟା ଥା-ନାରେ ଅଟକ ରଖି ପଚରା ଉଚରା ଚାଲିଛି। ତେବେ ବାଲେଶ୍ଵର ପଢ଼ୁଆ ପଦା ଥା-ନାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।
ପଢୁଆ ପଦା ଅଞ୍ଚଳର ଜଣେ ମହିଳା ବିଭିନ୍ନ ମେସରେ ରୋଷେଇଆ ଭାବେ କାମ କରୁଥିବା ବେଳେ ଗତ ଚାରିଦିନ ତଳେ ତାଙ୍କର ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା। ତେବେ ଛୁଆକୁ ଜନ୍ମ ପରେ ପରିବାର ମଧ୍ୟରେ ଦ୍ୱନ୍ଦ ଦେଖିବାକୁ ମିଳିଥିବା ବେଳେ ଉଭୟ ଦମ୍ପତ୍ତି ଛୁଆକୁ ନ ରଖିବା ପାଇଁ ସ୍ଥିର କରିବା ସହ ସାରଗାଁ ଅଞ୍ଚଳର ଜଣେ ନିଃସ-ନ୍ତାନ ଦମ୍ପତ୍ତିଙ୍କୁ ବିକ୍ରି କରି ଦେଇଥିବା ଅଭି-ଯୋଗ ହୋଇଛି।