ମହିଳା ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ଏବେ ଆକାଉଣ୍ଟକୁ ଯିବ ୧୦ହଜାର ଟଙ୍କା।

ଗର୍ଭବତୀ ମା’ ମାନଙ୍କ ପାଇଁ ଆସିଲା ଖୁସି ଖବର। ରାଜ୍ୟ ସରକାରଙ୍କ ପକ୍ଷରୁ ଗର୍ଭବତୀ ମା’ ମାନଙ୍କୁ ଦିଆଯିବ ୧୦ ହଜାର ଟଙ୍କା। ଗର୍ଭ-ବତୀ ମହିଳାଙ୍କୁ ଯେତେବେଳେ ୬ ମାସ ହୋଇଥିବ ସେତେବେଳେ ଆସିବ ୬ ହଜାର ଟଙ୍କା ଏବଂ ଦ୍ୱିତୀୟ କିସ୍ତିରେ ଶିଶୁକୁ ଯେତେବେଳେ ୧୦ ମାସ ହୋଇଯିବ ସେତେବେଳେ ଆସିବ ୪ ହଜାର ଟଙ୍କା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମମତା ଯୋଜନା ମାଧ୍ୟମରେ ଗର୍ଭ-ବତୀ ମହିଳାମାନଙ୍କ ପାଇଁ ଆଣିଛନ୍ତି ଖୁସି ଖବର। ତେବେ ଆମେ ଏଠି କହି ରଖିବାକୁ ଚାହିଁବୁ ଯେ ୨୦୧୧ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକପ୍ରିୟତା ମମତା ଯୋଜନାର ଶୁଭାରମ୍ଭ କରିଥିଲେ। ଆଉ ଏହି ଯୋଜନା ବେସ ଲୋକପ୍ରିୟ ହୋଇ ପାରିଛି।

ଯଦି ଆମେ ଏହି ଯୋଜନା ବିଷୟରେ ଆପଣ ଜାଣିବାକୁ ଚାହୁଁଛନ୍ତି ବା ଆପଣଙ୍କର ଯଦି କିଛି ଅଭି-ଯୋଗ ରହିଛି ତାହେଲେ ୧୮୧ ହେଲ୍ପଲାଇନ ନମ୍ବରକୁ କଲ କରି ଆପଣଙ୍କ ଅଭି-ଯୋଗ ଜଣାଇପାରିବେ। କିମ୍ବା ଆପଣଙ୍କ ନିକଟସ୍ଥ ଅଙ୍ଗନବାଡି କେନ୍ଦ୍ରକୁ ଯାଇ ଆପଣଙ୍କର ଅଭି-ଯୋଗ ଜଣାଇ ପାରିବେ। ତେବେ ଅଗଷ୍ଟ ୨୩ ରୁ ସମସ୍ତ ଯୋଗ୍ୟ ହିତା-ଧିକାରୀ ଏହି ବର୍ଦ୍ଧିତ ରାଶି ପାଇବେ।

ଚଳିତ ଫେବୃଆରୀ ମାସ ୨୦ ରୁ ୨୫ ତାରିଖ ମଧ୍ୟରେ ବକେୟା ରାଶି ହିତାଧିକାରୀ ମାନଙ୍କୁ ମିଳିବ। ତେବେ 5ଟ ଅଧ୍ୟକ୍ଷ ଯେତେବେଳେ ଜିଲ୍ଲା ଗସ୍ତ କରୁଥିଲେ ସେହି ସମୟରେ ମା’ ମାନଙ୍କର ଦାବି ଥିଲା କି ମମତା ଯୋଜନାରେ ଯେଉଁ ରାଶି ଆସୁଛି ତାହାକୁ ଦୁଇଗୁଣିତ କରିବା ପାଇଁ। ମା’ ମାନଙ୍କର ଏହି ଦାବିକୁ ନେଇ 5t ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଜଣାଇଥିଲେ। ଏବେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି କି ସମସ୍ତ ଗର୍ଭବତୀ ମା’ ମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ମିଳିବ।

ତେବେ ଏହି ଯୋଜନା ଆରମ୍ଭ ହେବା ଠାରୁ ଏ ପର୍ଯ୍ୟନ୍ତ ୬୦ ହଜାରରୁ ଉର୍ଦ୍ଧ ଗର୍ଭ-ବତୀ ଏବଂ ପ୍ରସୂତି ମା’ମାନେ ଉପକୃତ ହେଉ ହେଉଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୯୦୦ କୋଟି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଛି।ତେବେ ମମତା ଯୋଜନାରେ ଗର୍ଭ-ବତୀ ମହିଳା ମାନଙ୍କୁ ମିଳିବ ୧୦ ହଜାର ଟଙ୍କା।

Leave a Reply

Your email address will not be published. Required fields are marked *