ନିଜ ସାଙ୍ଗ ସହ ଯବାନଙ୍କୁ ମା-ରିବା ପାଇଁ ଜାଲ ବିଛାଇଥିଲା ହିଡ଼ମା…କିନ୍ତୁ ଯବାନଙ୍କ ଗୁ-ଳିରେ ଚାଲିଗଲା ହିଡ଼ମାର ସାଙ୍ଗ।
ସାଙ୍ଗକୁ ଧରି ଆସିଥିଲା ହିଡ଼ମା। ଯବାନଙ୍କୁ ମା-ରିବା ପାଇଁ ବିଛାଇଥିଲା ଜାଲ। ହିଡ଼ମାକୁ ଧରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା ହୋଇଥିବା ବେଳେ ମାଓ ସାଙ୍ଗକୁ ନେଇ ହିଡ଼ମା କରୁଥିଲା ମିଟିଂ। ଆଉ ଏପଟେ ଜଙ୍ଗଲ ଭିତରେ ପୁଣି ଯବାନଙ୍କ ଚାଲିଥିଲା ଟୁଣ୍ଡିଂ ଅପ୍ରେସନ। ସେପଟେ ଯବାନ ଆସୁଥିବା ଦେଖି ଲୁ-ଚି ଲୁ-ଚି ଗୁ-ଳି ମା-ରୁଥିଲା ହିଡ଼ମା। ଆଉ ଗୋଡ଼ାଇ ଗୋଡ଼ାଇ ମା-ରୁଥିଲେ ଆମ ଯବାନ। ଶେଷରେ ଗୋଟିଏ ଗୁ-ଳି ଏକ ମାଓବାଦୀଙ୍କ ଦେହରେ ବାଜିଥିଲା। ଆଉ ଏହାକୁ ଦେଖି ହିଡ଼ମା ଛୁ। ସବୁ ରଣନୀତି ଫସର ଫାଟିଲା।
ହଁ ବନ୍ଧୁଗଣ ଯବାନଙ୍କ ଗୁ-ଳିରେ ଟଳିଲା ଦୁ-ର୍ଦାନ୍ତ ମାଓ ନେତା ଚନ୍ଦ୍ରନ(ସତ୍ୟମ)। ସେ ଥିଲା ହିଡ଼ମାର ବେସ ଖାସ ଲୋକ। ବୀର ଯବାନଙ୍କ ଉପରେ ଆକ୍ର-ମଣ କରି ତାଙ୍କ ଠାରୁ ଅ-ସ୍ତ୍ର ଶ-ସ୍ତ୍ର ଲୁ-ଟି ନେବା ପାଇଁ ଯୋଜନା କରିଥିଲା କେନ୍ଦ୍ରୀୟ ମାଓ କମିଟିର କମାଣ୍ଡର ହିଡ଼ମା।କିନ୍ତୁ ଏଥର ସବୁ ଯୋଜନା ଫସର ଫାଟି ଯାଇଛି। ଖବର ମୁତାବକ ମାଲକାନାଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ଦେନ୍ତାବାଡ଼ା ଓ ସୁକୁମାର ଜିଲ୍ଲାର ମଧ୍ୟ ଭାଗରେ ମାଓବାଦୀ ମାନେ ପୁଣି ଥରେ ଆମ ଯବାନଙ୍କ ଉପରେ ଆକ୍ର-ମଣ କରିବା ପାଇଁ ଯୋଜନା କରିଥିଲେ।
ଯାହାର ଗୁଇଁନ୍ଦା ସୂଚନା ମିଳିବା ପରେ ଡ଼ିଆରଜି ବସ୍ତାର ଫାଇଟର ସହ ସିଆରପିଏଫର ଯବାନମାନେ ମିଳିତ ଭାବେ ଦାନ୍ତି ବାଡ଼ା ଓ ସୁକୁମା ଜିଲ୍ଲାର ମଧ୍ୟ ଭାଗରେ କୁହାଉଯାଉଥିବା ଗନ୍ଧ ପାଲି ପାଲା ବେଟା ଓ ପୋଡାପାଲି ଜଙ୍ଗଲରେ କୁଣ୍ଡିଂ ଅପ୍ରେସନ କରିଥିଲେ। ଯାହାକୁ ଦେଖି ମାଓବାଦୀ ମାନେ ପ୍ରଥମେ ଗୁ-ଳି ଚାଳନା କରିଥିଲେ।
କିନ୍ତୁ ଏଥର ଆମ ଯବାନ ମାନେ ନିଜକୁ ସୁର-କ୍ଷିତ ରଖି ପାଲଟା ଆକ୍ର-ମଣ କରିଥିଲେ। ପ୍ରାୟ ଉଭୟ ପକ୍ଷ ମଧ୍ୟରେ ଏକ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଗୁ-ଳି ବିନିମୟ ହୋଇଥିଲା। କିନ୍ତୁ ଏଥର ଆମ ଯବାନଙ୍କ ବିରତ୍ୱ ଆଗରେ ଫେଲ ମା-ରିଥିଲେ ମାଓବାଦୀ। ଆଉ ଘଞ୍ଚ ଜଙ୍ଗଲର ସହାୟତା ନେଇ ସେଠାରୁ ଖସି ଚାଲି ଯାଇଥିଲେ। ଗୁ-ଳି ବିନିମୟ ବନ୍ଦ ହେବା ପରେ ଯବାନ ମାନେ ସମ୍ପୂର୍ଣ୍ଣ ଅଞ୍ଚଳରେ ତଲାସୀ କରିବାରୁ ସେଠାରେ ଡିସିଏମ କ୍ୟାଡ଼ର ଦୁ-ର୍ଦାନ୍ତ ମାଓ ନେତା ଚନ୍ଦନା ମାଓନେତା ଚନ୍ଦନା(ସତ୍ୟମ) ମ-ରି ପଡିଥିବା ବେଳେ ବ-ନ୍ଧୁକ ସହ ଅନେକ ମାଓ ସାମଗ୍ରୀକୁ ଆମ ଯବାନ ଜ-ବତ କରିଛନ୍ତି। ତେବେ ଆଗାମୀ ଦିନରେ ମଧ୍ୟ ମାଓ ଗତିବିଧିକୁ ଦୃଷ୍ଟି ଦେଇ ଏଭଳି ଅପ୍ରେସନ ଜାରି ରହିବ ବୋଲି ଦାନ୍ତେବାଡ଼ SP କହିଛନ୍ତି।