କବାଟ ଦେଇ ଦେହଜୀବୀ କରୁଥିଲା ଖେଳ। ପହଞ୍ଚିଗଲେ ପୋ-ଲିସ….୧୦ ଜଣ ଏବେ ଜେ-ଲରେ
କଲନି ଭିତରେ ଚାଲିଥିଲା ଦେହ ବେପାର ହେଲେ ଠିକ ଏତିକି ବେଳେ ପହଞ୍ଚିଗଲେ ପୋ-ଲିସ। ପୋ-ଲିସ ଯେତେବେଳେ ଜାଣିବାକୁ ପାଇଲା ଯେ ଏହି କଲନିରେ ଚାଲିଛି ସେ-କ୍ସ ରିୟାକେଟ ତାପରେ ଆଇଆଇସିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା। ତାପରେ ଅସଂ-ଯତ ଅବସ୍ଥାରେ ୬ ଜଣ ପୁଅ ଓ ୪ ଜଣ ଝିଅକୁ ଧରିଥିଲା ପୋ-ଲିସ। ଏଇ ଦେଖନ୍ତୁ ଏମାନେ ହେଉଛନ୍ତି ସେହି ଯୁବତୀ ମାନେ ଯେଉଁମାନେ କି ରାତିକୁ ରଙ୍ଗୀନ କରୁଥିଲେ।
ସୂଚନା ମୁତାବକ ପାରାଦ୍ୱୀପ ସ୍ଥିତ ଉଦୟ ବିହାର କଲନିରେ ଚାଲିଥିଲା ସେ-କ୍ସ ରିୟାକେଟ। ତାପରେ ଲୋକ ଥା-ନା ଆଇଆଇସି କୁଳମଣି ସେଠିଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା। ତାପରେ ଉଦୟ ବିହାର କଲନିରେ ଏକ ଘରେ ଚଢ଼ାଉ କରାଯାଇଥିଲା। ଘରର ବିଭିନ୍ନ ରୁମରୁ ୬ ଜଣ ପୁଅ ଏବଂ ୪ ଜଣ ଝିଅଙ୍କୁ ଅସଂ-ଯତ ଅବସ୍ଥାରେ ଧରା ପଡିଥିବା ବେଳେ ଘରର ମାଲିକଙ୍କୁ ମଧ୍ୟ ପୋ-ଲିସ ଗି-ରଫ କରିଛି।
ତେବେ ୪ ଜଣ ଯୁବତୀ ଧରା ପଡିଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ବାହାର ରାଜ୍ୟର ବୋଲି ଜଣା ପଡ଼ିଛି। ତେବେ ଲୋକ ଥା-ନା ପୋ-ଲିସ ଘରର ମାଲିକଙ୍କୁ ମିଶାଇ ୯ ଜଣଙ୍କୁ ଗି-ରଫ କରିଥିବା ଜଣା ପଡ଼ିଛି। ଏ ନେଇ ପୋ-ଲିସ ୧ଟି ସ୍କୁଟି ୪ଟି ବାଇକ ଗୋଟିଏ କାର ୩୩୨ ଗ୍ରାମର ସୁନା ଅଳଙ୍କାର ୩୨ ହଜାର ଟଙ୍କା ଜ-ବତ କରିଛି। ଆଉ ତା ସହିତ କିଛି ଆ-ପତ୍ତି ଜନକ ଜିନିଷ ମଧ୍ୟ ଜ-ବତ କରିଛି ପୋ-ଲିସ।
ଏନେଇ ଲୋକ ଥା-ନା ପକ୍ଷରୁ କେସ ନମ୍ବର ୫୧/୨୪ ରେ ଦଫା ୩୨୬ ୩୬୬ ୩୬୬A ୩୭୦ ୩୭୦A ଓ ୩୪ ମାମ-ଲାରେ ପୋ-ଲିସ ମାମ-ଲା ରୁଜୁ କରିଛି। ତେବେ ଆଇଟିପିସି ଧାରା ଅନୁଯାୟୀ ୧୯୫୬ ରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋ-ଲିସ ପକ୍ଷରୁ ସୂଚନା ମିଳିଛି।ତେବେ ଏହି ଉଦୟ ବିହାର କଲନିରେ ଏଭଳି ସେ-କ୍ସ ରିୟାକେଟ ଚାଲିଛି ତାହା ପୋ-ଲିସ ଗୋଟି ଗୋଟି କରି ତଥ୍ୟ ଓଗାଳିବ ଏମାନଙ୍କ ନିକଟରୁ।