ଗାଧୋଉଥିଲା ସ୍ତ୍ରୀ । ଭିଡିଓ କରି ବାରମ୍ବାର କଲା… ଗର୍ଭ-ବତୀ କରି ଭିଟାମିନ୍ ବଟିକା ଦେଇଥିଲେ… ।
ପ୍ରଥମେ ପ୍ରେମ ଜା-ଲରେ ଫ-ସାଇ ବାରମ୍ବାର ଶାରି-ରୀକ ସ-ମ୍ପର୍କ ରଖୁଥିଲେ । ଆଉ ଗାଧୋଇବା ବେଳର ଭିଡ଼ିଓ କରି ସ୍ତ୍ରୀକୁ ବାରମ୍ବାର କରୁଥିଲେ ଦୁ-ଷ୍କର୍ମ । ପ୍ରଥମେ ପ୍ରେମ ଜା-ଲରେ ଫ-ସାଇ ଇଚ୍ଛା ବିରୁ-ଦ୍ଧରେ ଶାରି-ରୀକ ସ-ମ୍ପର୍କ ରଖୁଥିଲେ । ହଁ ଆଜ୍ଞା ମହିଳାଙ୍କ କହିବା କଥା ଯେ ସେ ଆଉ ତାଙ୍କ ପୁଅ ଘରେ ରହୁଥିଲେ । ତାଙ୍କର ଜଣେ ସମ୍ପର୍କୀୟ ସବୁବେଳେ ଘରକୁ ଯିବା ଆସିବା କରନ୍ତି । ତାହାରି ଭିତରେ ପ୍ରେମ ଜା-ଲରେ ଫସାଇ ତାଙ୍କ ସହ ଜୋର୍ ଜବ-ରଦସ୍ତି ଶାରି-ରୀକ ସ-ମ୍ପର୍କ ରଖିଥିଲେ । ଆଉ ଅନ୍ତ-ରଙ୍ଗ ଭିଡ଼ିଓ କରି ଭାଇରାଲ କରି ଦେବାକୁ ଧ-ମକ ଦେଉଥିଲେ । ତାହାରି ମଧ୍ୟରେ ମହିଳା ଜଣକ ଗର୍ଭ-ବତୀ ମଧ୍ୟ ହେଇଥିଲେ ।
ମାତ୍ର ୧ ମାସ ହୋଇଥିଲା ଉକ୍ତ ଯୁବକ ଜଣକ ଭିଟାମିନ ବଟିକା କହି ଗ-ର୍ଭ ନ-ଷ୍ଟ ବଟିକା ଦେଇ ତାଙ୍କ ଛୁଆକୁ ନ-ଷ୍ଟ କରିଦେଲେ । ତେବେ ଏଭଳି କିଛି ଲା-ଜ୍ୟାଜ-ନକ ଘ-ଟଣା ଦେଖିବାକୁ ମିଳିଛି ନିମାପଡ଼ା ପୌର ପରିଷଦ ଅଞ୍ଚଳରେ । ନିମାପଡ଼ା ପୌର ପରିଷଦ ଅଞ୍ଚଳରେ ରହୁଥିବା ଜଣେ ସ୍ୱାମୀ ପରିତ୍ୟକ୍ତା ମୁସଲିମ ସମ୍ପ୍ରଦାୟର ମହିଳା ନିଜ ଛୋଟ ପୁଅକୁ ନେଇ ଘରେ ଏକୁଟିଆ ରହୁଥିବା ବେଳେ ଖୋର୍ଦ୍ଧା ଜିଲ୍ଳା ବାଲିପାଟଣା ଥା-ନା ସିରିପାରି ଗାଆଁର ମଜବୁର ରେହମନ୍ ନାମକ ଜଣେ ବିବାହିତ ବ୍ୟକ୍ତି ମହିଳାଙ୍କ ସମ୍ପ-ର୍କୀୟ ହୋଇଥିବା ବେଳେ ମହିଳାଙ୍କ ଘରକୁ ଯିବା ଆସିବା କରନ୍ତି ।
ଆଉ ମହିଳା ଜଣଙ୍କ ଏକୁଟିଆ ରହୁଥିବାର ସୁଯୋଗ ନେଇ ପ୍ରେମ ଜା-ଲରେ ଫସା-ଇଲେ । ଆଉ ଏହାପରେ ବାରମ୍ବାର ମହିଳାଙ୍କ ଇଚ୍ଛା ବିରୋ-ଧରେ ଦୁ-ଷ୍କର୍ମ କରିବା ସହ ମହିଳାଙ୍କ ଗାଧୋଇବା ବେଳର ଫୋଟ ଏବଂ ଅନ୍ତ-ରଙ୍ଗ ମୁହୂର୍ତ୍ତର ଫୋଟ ଉଠାଇ ଭାଇରାଲ୍ କରେଇ ଦେବାକୁ ଧ-ମକ ଦେଉଥିଲେ । ଏହାପରେ ଦୁ-ଷ୍କର୍ମ ପରେ ଦୁ-ଷ୍କର୍ମ କରୁଥିଲେ । ଆଉ ଏବେ ଗ-ର୍ଭ ନ-ଷ୍ଟ କରେଇ ଦେବା ପରେ ମହିଳା ଅସୁସ୍ଥ ହୋଇଯିବାରୁ ମଜବୁର ରେହମନ୍ ମହିଳାଙ୍କୁ ଛାଡ଼ି ନିଜ ଗାଁକୁ ପଳାଇଗଲେ ।
ଏବେ ମହିଳା ଜାଣିବାକୁ ପାଇଛନ୍ତି ମଜବୁର ରେହମନ୍ ପୂର୍ବରୁ ବିବାହିତ ଏବଂ ତାଙ୍କର ଦୁଇଟି ଛୁଆ ମଧ୍ୟ ରହିଛି । ଏ ସମ୍ପ-ର୍କରେ ଥା-ନାରେ ଯାଇ ଅଭି-ଯୋଗ କରିଥିବାରୁ ମହିଳା ମହିଳାଙ୍କୁ ମଜବୁର ଓ ତାଙ୍କ ପୁଅ ଘର ଭିତରେ ପଶି ଟଣା ଓଟରା କରି ମା-ରି ଦେବାକୁ ଉଦ୍ୟମ କରିଥିଲେ । ଏବେ ଜୀବନ ପ୍ରତି ବି-ପଦ ଥିବାରୁ ନ୍ୟା-ୟ ନ ପାଇପାରି ନିଜ ଛୋଟିଆ ପୁଅକୁ ଧରି ଭ-ୟଭୀ-ତ ଅବସ୍ଥାରେ ରହୁଛନ୍ତି ମହିଳା ଜଣଙ୍କ ।