ନିଜ ଭାଣିଜୀ ସହିତ ରାତି କାଟି ପୋଲିସକୁ ମିଛ କହୁଥିଲା ମାମୁଁ। ଧରା ପଡିବା ଭୟରେ କଲା ଏମିତି କାଣ୍ଡ।
ଭାଣିଜୀର ନାଁ ଯେମିତି ସୁନ୍ଦରୀ ବି ସେମିତି ଥିଲା। କିନ୍ତୁ ମାମୁଁ ଏମିତି କ’ଣ କରିଲା ଯେ ପୁରା ଦେଶରେ ଚର୍ଚ୍ଚାର ବିଷୟ ପାଲଟି ଗଲା। ମାମୁଁ ଥାନାକୁ ଯାଇ ଭାଣିଜୀର ଫୋଟ ଦେଖାଇଲା। ପୋଲିସ ଜାଣିବାକୁ ପାଇଲା ଯେ ଏଥିରେ ମାମୁଁର ହାତ ଅଛି।ମାମୁଁ ଭାଣିଜୀର ସମ୍ପର୍କ ଏବଂ ହତ୍ୟାକୁ ନେଇ ସାମ୍ନାକୁ ଆସିଥିଲା ଏମିତି ଏକ ଘଟଣା ଯାହା ଆଜି ବି ଚର୍ଚ୍ଚା ହେଉଛି। ସେଦିନ ମାମୁଁ ନିଜେ ଥାନାକୁ ଯାଇ ପୋଲିସ ପାଖରେ ଭାଣିଜୀ ଘରକୁ ନଫେରିବାର ଅଭିଯୋଗ କରିଥିଲା ତାକୁ ଆମେ ଖୋଜି ଖୋଜି ପାଇପାରୁନାହୁଁ।
ଭାଣିଜୀ ଦେଖିବାକୁ ବହୁତ ସୁନ୍ଦରୀ ଥିଲା ଆଉ ତାର ନାଁ ଥିଲା ଅପସରା ସେ କୋଉ ଅପସରା ଠାରୁ କମ ନଥିଲା କିନ୍ତୁ ତାର ସୁନ୍ଦରତା ପାଇଁ ମାମୁଁ ମନ ଭିତରେ ପ୍ରେମ ଭରି ରହିଥିଲା। ମାମୁଁ ଶେଷରେ ଏମିତି କିଛି କରିଦେବ ଥାନା ଅଫିସର ବି କେବେବି ଭାବି ନଥିଲେ।
ମାମୁଁ ଗୋଟିଏ ମନ୍ଦିରରେ ପୂଜକ ଭାବେ ପୂଜା କରୁଥିଲେ। ହାଇଦ୍ରାବାଦରେ ପହଁଚି ଯାଇଥିଲା ମାମୁଁ ଆୟୋଗିରି ଭେଙ୍କଟ ସାହି ମାମୁଁ କାନ୍ଦି କାନ୍ଦି ଥାନାରେ କହୁଥାଏ ଆମେ ସମସ୍ତେ ବ୍ୟସ୍ତ ହୋଇଗଲୁଣି ଭାଣିଜୀ ଆଉ ଘରକୁ ଫେରିନାହିଁ। ଏମିତି କହିବା ସହ ଫୋଟ ମଧ୍ୟ ଦେଖାଇଥିଲା। ଆଉ ପୋଲିସକୁ ଏହା ମଧ୍ୟ କହିଥିଲା ଯେ ୨ ଦିନ ତଳେ ମୁଁ ମୋ ଭାଣିଜୀକୁ ସମ୍ସସାବାଦ ବସ ଷ୍ଟାଣ୍ଡରେ ଛାଡି ଆସିଥିଲି।ସେ ତାର ସାଙ୍ଗ ମାନଙ୍କ ସହ କୁଆଡେ ବୁଲିଯିବାକୁ କହୁଥିଲା। କିନ୍ତୁ ଗଲା ପରେ ସେ ଦୁଇ ଦିନ ହେଲାଣି ଘରକୁ ଫୋନ କରିନାହିଁ କି କାହାର ଫୋନ ମଧ୍ୟ ଉଥାଉନାହିଁ।
ପୋଲିସ ପ୍ରଥମେ ପ୍ରଥମେ ମାମୁଁର ଏସବୁ କଥା ଶୁଣିଲା। କିନ୍ତୁ ଯେହେତୁ ଶେଷ ଥର ପାଇଁ ଅପସରାକୁ ଏହି ମାମୁଁ ଭେଙ୍କଟସାହି ବସଷ୍ଟାଣ୍ଡରେ ଛାଡି ଆସିଥିଲେ ତେଣୁ ମାମୁଁକୁ ସନ୍ଦେହ କରିଥିଲା ପୋଲିସ। ଆଉ ଜୋର ଦେଇ ପଚାରିଥିଲା ମାମୁଁକୁ। ଆଉ ମାମୁଁର ମୁହଁରୁ ଯେତେବେଳେ ସତ ବାହାରିଥିଲା ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲା ପୋଲିସ। ପୋଲିସ ଆଗରେ ଯେଉଁ ମାମୁଁ ଭାଣିଜୀର ନିଖୋଜ ଅଭିଯୋଗ କରିଥିଲା ସେଇଠି ମାନିଗଲା ମାମୁଁ। ନିଜ ଭାଣିଜୀକୁ କେମିତି ମାରି ପୋତି ଦେଇଛି।
ଆଉ ପୋଲିସକୁ ମାମୁଁ କହିଲା ମୁଁ କାହିଁକି ମୋ ଭାଣିଜୀକୁ ମାରିଦେଲି। ମାମୁଁ କହିଥିଲା ଅପସରା ଆଉ ମୋ ଭିତରେ ଅନେକ ଦିନ ଧରି ଶାରୀରିକ ସମ୍ପର୍କ ଥିଲା। କିନ୍ତୁ ଏକଥା କାହାକୁ ଜଣେଇ ନଥିଲୁ। ଲୁଚି ଲୁଚି ଦୁହେଁ ମିଶୁଥିଲୁ। ହେଲେ ଅପସରା ମୋତେ ବାହା ହେବାକୁ ଜିଦ କଲା। ହେଲେ ସେପଟେ ମୋର ସ୍ତ୍ରୀ ଆଉ ଦୁଇଟି ପିଲା। ଅଛନ୍ତି। ସେମାନଙ୍କୁ ଛାଡି ଅପସରାର ସ୍ୱାମୀ ହେବା ପାଇଁ ଅପସରା ସବୁବେଳେ ଦାବି କଲା କିନ୍ତୁ ମୁଁ ଅନେକ ଥର ବୁଝାଇଥିଲି ଆଉ ମନା ବି କରିଥିଲି। କିନ୍ତୁ ସେ କିଛି ବି ବୁଝିନଥିଲା।
ଶେଷରେ ତାକୁ ନେଇ ତା ମୁଣ୍ଡକୁ ଛେଞ୍ଚି ମୁଁ ନିଜେ ତାର ହତ୍ୟା କରିଥିଲି। ଅପସରାର ମୁଣ୍ଡକୁ ମାମୁଁ ଏପରି ଛେଞ୍ଚିଥିଲା ଯେ ତାକୁ ଦେଖିଲେ କେହିବି ଚିନ୍ହି ପାରିବେ ନାହିଁ। ଆଉ ପୋଲିସ ରିପୋର୍ଟ ଅନୁସାରେ ମନ୍ଦିରରେ ମାମୁଁ ପୂଜା କରୁଥିଲା। ସେହି ମନ୍ଦିର ପାଖକୁ ଅପସରାକୁ ନେଇ ପୋତି ଦେଇଥିଲା। ତା ଉପରେ କଂକ୍ରିଟ ମଧ୍ୟ ବିଛାଇ ଦେଇଥିଲା। କିନ୍ତୁ ଏସବୁ ମାମୁଁ ଥାନାରେ କହିବା ପରେ ଗିରଫ କରିଥିଲା ଆଉ ଭାଣିଜୀର ହୋଇଥିଲା ଅନ୍ତିମ ସଂସ୍କାର।ଏହି ଘଟଣାଟି ୨୦୨୩ ମସିହାର। ବର୍ଷେ ପୁରିନାହିଁ ହେଲେ ଏ ଘଟଣା ଗୋଟେ ବଡ଼ ଉଦାହରଣ ପରକ୍ରିୟା ପ୍ରୀତିର କଣ ହୋଇପାରେ ଭୟଙ୍କର ରୂପ।