ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା, ଖାତାକୁ ଆସିବ ୧୮୦୦୦ ଟଙ୍କା

ରାଜ୍ୟବାସୀଙ୍କ ପାଇଁ ସରକାର କରିଲେ ଏବେ ବଡ଼ ଘୋଷଣା। ସିଧା ହିତାଧିକାରୀଙ୍କ ଖାତାକୁ ଯିବ ଅଠର ହଜାର ଟଙ୍କା। ମେ ୯ତାରିଖରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାରେ ଫଣ୍ଡ୍ ରିଲିଜ୍ କରିବେ। ଅଠର ହଜାର ଟଙ୍କା ଖାତାକୁ ଆସିବା ଶୁଣି ଖୁସି ହୋଇଗଲେ ହିତାଧିକାରୀ । ହଁ ଆଜ୍ଞା ସିଧାସଳଖ ହିତାଧିକାରୀଙ୍କ ଖାତାକୁ ଯିବ ଅଠର ହଜାର ଟଙ୍କା। ସରକାର ଏ ନେଇ ଏବେ ଘୋଷଣା କରିଛନ୍ତି। ଏହି ଯୋଜନା ଆଗରୁ କାର୍ଯ୍ୟକାରୀ ହେଉଥିଲା।

ଆଉ ହିତାଧିକାରୀଙ୍କ ଖାତାକୁ ସିଧା ଅଠର ହଜାର ଟଙ୍କା ଯାଉଥିଲା। କିନ୍ତୁ କିଛି ହିତାଧିକାରୀ ଏହି ଯୋଜନା ବିଷୟରେ ଜାଣି ନଥିଲେ। ଅନେକ ଲୋକ ମଧ୍ୟ ଏହି ଯୋଜନାରେ ସାମିଲ୍ ହେଇ ପାରି ନଥିଲେ। ଏବେ ହିତାଧିକାରୀ ମାନେ ଜାଣିବା ଦରକାର୍ ଯେ ସରକାର ମହିଳାମାନଙ୍କୁ ଅଠର ହଜାର ଟଙ୍କା ଦେଉଛନ୍ତି। ତେବେ ଆପଣମାନେ ଯଦି ଏହି ଯୋଜନାରେ ସାମିଲ ହୋଇ ନାହାଁନ୍ତି ତାହାଲେ ଶୀଘ୍ର ଶୀଘ୍ର ସାମିଲ୍ ହୋଇ ଯାଆନ୍ତୁ। ଆଉ ଅଠର ହଜାର ଟଙ୍କାର ଲାଭ ଉଠାନ୍ତୁ।

ତେବେ ଦର୍ଶକ ବନ୍ଧୁ ଏହି ଯୋଜନାରେ କିଛି ସମସ୍ୟା ଥିବାରୁ ପୂର୍ବରୁ ବନ୍ଦ ହୋଇ ଯାଇଥିଲା। ତେବେ ଏବେ ଏହା ପୁଣି କାର୍ଯ୍ୟକାରୀ ହେଉଛି।ମେ ୯ତାରିଖରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାରେ ଫଣ୍ଡ୍ ରିଲିଜ କରିବେ। ଏହା ପରେ ସମସ୍ତ ହିତାଧିକାରୀଙ୍କ ଖାତାକୁ ଆସିବ ଟଙ୍କା। ଏହି ସ୍କିମରେ ଫଣ୍ଡ୍ ରିଲିଜ ଉପରେ ଏକ ସ୍ପଷ୍ଟୀକରଣ ଦେଇଛନ୍ତି ସରକାର। ଫେବୃୟାରୀ ମାସରେ ସରକାର ଏହି ଯୋଜନାକୁ ରିଲିଜ କରିବାକୁ ଯୋଜନା କରିଥିଲେ।କିନ୍ତୁ କିଛି କାରଣରୁ ଏହି ଯୋଜନା ସ୍ଥଗିତ ରଖାଗଲା।

ଏବେ ଏହି ମେ ୯ତାରିଖରେ ମୁଖ୍ୟମନ୍ତ୍ରୀ ଫଣ୍ଡ୍ ରିଲିଜ୍ କରିବେ ବୋଲି ଘୋଷଣା କରି ସାରିଛନ୍ତି। ଏହି ଯୋଜନା ଅନୁଯାୟୀ ଏସ୍.ସି. ,ଏସ୍.ଟି. ,ଓବିସି, ଏବଂ ସଂଖ୍ୟା ଲଘୁ ଜାତିର ୪୫ରୁ ୬୦ବର୍ଷର ବୟସ୍କ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ ସରକାର ସିଧାସଳଖ ଟଙ୍କା ଜମା କରିବେ। କ୍ୟାବିନେଟ୍ ବୈଠକରେ ଏହି ଯୋଜନାର କାର୍ଯ୍ୟକାରିତାକୁ କ୍ୟାବିନେଟ୍ ଅନୁମୋଦନ କରିଥିଲା। ଏକ ସପ୍ତାହ ମଧ୍ୟରେ ଏହି ଯୋଜନାର ସବୁ ଯୋଗ୍ୟ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ। ଚେଉଥା ଯୋଜନାରେ ଆନ୍ଧ୍ର ସରକାର ରାଜ୍ୟବାସୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି। ଏହାକୁ ନେଇ ଆନ୍ଧ୍ର ସରକାର ଜଗମୋହନ ରେଡ଼ି ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *